Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଣାସରେ ବ୍ୟାପୁଛି ଝାଡାବାନ୍ତି, ଜଳ ପ୍ରଦୂଷଣ ରୋକିବାକୁ ଚେତାବନୀ

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେରେ ଝାଡ଼ା ବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଓ ସେ ଅଞ୍ଚଳରେ ବ୍ୟାପିଥିବା କଲେରା ରୋଗ ଅତି ସମ୍ବେଦନଶୀଳ ଘଟଣା ପାଲଟିଛି । ତେବେ ଏହା ଏକ ସ୍ବାସ୍ଥ୍ୟ ଗତ ସମସ୍ୟା ନୁହଁ ବରଂ ନଦୀ ଜଳ ପ୍ରଦୂଷଣ କାରଣରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ତେଣୁ ଏହି…

କାରକୁ ଧକ୍କା ଦେଲା ବସ୍; ମହାକୁମ୍ଭ ଯାଉଥିବା ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୬ଆହତ

ରାଜସ୍ଥାନ: ଜୟପୁରରୁ ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ । ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା । ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ…

‘ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିଲେ ଶିଳ୍ପ ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ’

କେନ୍ଦୁଝର: ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି ବିଧାୟକ । ଏହି ସଂଯୋଗୀକରଣ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…

ଆସନ୍ତା ୧୦ରେ ପୁଣି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପୁଣିଥରେ ସାମିଲ ହେବାକୁ ଯାଉଛନ୍ତି । ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ (ପିପିସି ୨୦୨୫) ଫେବୃଆରୀ ୧୦, ୨୦୨୫ ରେ ପୂର୍ବାହ୍ନ ୧୧…

୨୦୨୭ରେ ଭାରତର ଚନ୍ଦ୍ରଯାନ-୪, ଚନ୍ଦ୍ରରୁ ଆଣିବ ମାଟି ନମୁନା

ନୂଆଦିଲ୍ଲୀ: ଚନ୍ଦ୍ରରୁ ମାଟି ନମୁନା ଆଣିବ ଚନ୍ଦ୍ରଯାନ-୪। ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି…

ସମ୍ବିଧାନ ଶବ୍ଦ କଂଗ୍ରେସ ମୁହଁରେ ଶୋଭା ପାଉନାହିଁ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ନିଜ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଏତେ ବଡ଼ ଦଳ ଗୋଟିଏ ପରିବାର ପ୍ରତି ସମର୍ପିତ । ଦଳ କେବଳ ମିଥ୍ୟା, ଭ୍ରଷ୍ଟାଚାର,…

ଭାଙ୍ଗିଗଲା ଆମେରିକା ସ୍ବପ୍ନ

ନୂଆଦିଲ୍ଲୀ: ପାଦରେ ବେଡି, ହାତରେ ହ୍ୟାଣ୍ଡକଫ୍ । ଆମେରିକା ଏୟାରଫୋର୍ସର ବିମାନରେ ମୁଣ୍ଡ ତଳକୁ କରି ଏଭଳି ସ୍ଥିତିରେ ଭାରତ ଫେରିଛନ୍ତି ପ୍ରବାସୀ। ଆମେରିକା ଚାହିଁଥିଲେ ଏମାନଙ୍କୁ ସାଧାରଣ ଯାତ୍ରୀ ବିମାନରେ ଭାରତ ପଠାଇ ପାରିଥାନ୍ତା, କାରଣ ଏମାନେ କେହି କୁଖ୍ୟାତ ଅପରାଧୀ ନୁହନ୍ତି । ହେଲେ…

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ଯୁଦ୍ଧ ବିମାନ

ଭୋପାଳ: ଗୁରୁବାର ଦିନ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ନିୟମିତ ତାଲିମ ଯାତ୍ରା ସମୟରେ ଏକ ଭାରତୀୟ ବାୟୁସେନା ମିରେଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ସୌଭାଗ୍ୟର କଥା ହେଲା ବିମାନ ଉଡ଼ାଉଥିବା ପାଇଲଟଙ୍କର ଜୀବନ ବଞ୍ଚି ଯାଇଛି। ଦୁର୍ଘଟଣା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ…

ଦିଲ୍ଲୀ ନିର୍ବାଚନ: କାହିଁକି ବିଜେପି ଜିତିବା ନେଇ ଆକଳନ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟିବ ପଦ୍ମ ! ଅଧିକାଂଶ ଏକଜିଟ୍ ପୋଲ ଏନେଇ ସଂକେତ ଦେଇଛନ୍ତି । କେବଳ ଓ୍ବି ପ୍ରିଜାଇଡ୍ ସର୍ଭେ ହିଁ ଆପ୍ ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରିଛି । ଏକଜିଟ୍ ପୋଲ ସତ ନହେଲେ ମଧ୍ୟ ଏକଥା ସତ ଯେ, ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଲଗାତର ଚତୁର୍ଥ…