Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬…

ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର, ସଚିବମାନଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର। ଏପରି ନିର୍ଦ୍ଦେଶ ପାଇଛନ୍ତି ସଚିବ। ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ ଆଇଏଏସ୍ ଅଫିସର। ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର…

ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଓ୍ବାଶିଂଟନ:ଡଜନ ,ଦୁଇ ଡଜନ ନୁହେଁ ଚୋରି ହୋଇଗଲା ଲକ୍ଷେ ଅଣ୍ଡା । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶରେ ପାଖାପାଖି ଏକ ଲକ୍ଷ ଅଣ୍ଡା ଚୋରି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ଚୋରି ହୋଇଥିବା ଅଣ୍ଡାର ମୂଲ୍ୟ ୪୦ ହଜାର ଡଲାର ହେବ। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା…

ପୋଡିହୋଇ ବେଙ୍ଗାଲୁରୁରେ ୫ ଓଡିଆ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ୫ ଦାଦନ ଶ୍ରମିକ ଗୁରୁତର । ଏହି ଅଘଟଣ ଘଟିଛି ବେଙ୍ଗାଲୁରୁରେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ରୁନା ସାହୁ, ସନ୍ତୋଷ ବେହେରା, ପବିତ୍ର ସେଠୀ, ବିପିନ ସେଠୀ ଓ ସାରଥୀ ସେଠୀ ।…

ମହାକାଶ ଅପେକ୍ଷା ସମୁଦ୍ର କାହିଁକି ଏତେ ରହସ୍ୟମୟ? ଜାଣନ୍ତୁ ଗଭୀରତାକୁ ନେଇ କଣ କୁହନ୍ତି ବିଶେଷଜ୍ଞ

ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ନିରନ୍ତର ପ୍ରଗତି କରୁଛନ୍ତି। କେବଳ ଏତିକି ନୁହେଁ, ବୈଜ୍ଞାନିକମାନେ ମହାକାଶ ଗ୍ରହଗୁଡ଼ିକରେ କଲୋନୀ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ ସମୁଦ୍ର ତଳେ ଅନୁସନ୍ଧାନ କରିବାରେ ବିଫଳ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ…

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବେହୋସ ହେଲେ ଯୁବକ

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ଟିକେଟ କିଣିବା ପାଇଁ କାଉଣ୍ଟର ବାହାରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଠେଲାପେଲା କାରଣରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଯୁବକ ବେହୋସ ହୋଇପଡିଥିବା ଖବର…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ…

ଉଚ୍ଚ ରକ୍ତଚାପ ରୋଗୀ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ, ନଚେତ ବଢିପାରେ ଷ୍ଟ୍ରୋକ ଆଶଙ୍କା

ବ୍ୟସ୍ତବହୁଳ ଜୀବନ, ​​କାମର ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଏ। ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଉଚ୍ଚ ରକ୍ତଚାପର ସମସ୍ୟା…

ବିଏସଏନଏଲ ଆଣିଛି ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ଟଙ୍କା

ନୂଆଦିଲ୍ଲୀ: ବିଏସଏନଏଲ (BSNL) କିଛି ଦିନ ହେବ ଶସ୍ତା ପ୍ଲାନ ଆଣି ଘରୋଇ କମ୍ପାନୀମାନଙ୍କୁ ନିଦ ଉଡେଇଦେଇଛି । ଏବେ ବିଏସଏନଏଲ ୧୫୦ ଦିନ ପାଇଁ ଏକ ଶସ୍ତା ପ୍ଲାନ କମ୍ପାନୀର ୱେବସାଇଟରେ ତାଲିକାଭୁକ୍ତ ହୋଇଛି । BSNLର ଏହି ଶସ୍ତା ରିଚାର୍ଜ ପ୍ଲାନ ୩୯୭ ଟଙ୍କା ମୂଲ୍ୟରେ ଆସିଛି । ଏହି ଯୋଜନାରେ…

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ରାଷ୍ଟ୍ରପତିଙ୍କ ସହ ଜୟଶଙ୍କର ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବୁଧବାର ସକାଳ ୭ଟାରୁ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାରମ୍ଭିକ ଭୋଟରଙ୍କ ମଧ୍ୟରେ ସାମିଲ ଥିଲେ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.…