Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଡ଼ାକଡ଼ି ହେବ ଉପକୂଳ ସୁରକ୍ଷା ବ୍ୟବସ୍ଥା, ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ସହ ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି । ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

କ’ଣ ଏହି ସିବିଡିସି? ଆମେରିକାରେ ବ୍ୟାନ୍ କଲେ ଟ୍ରମ୍ପ ସରକାର

ନୂଆଦିଲ୍ଲୀ: ଆମେରିକାରେ ସିବିଡିସି ବ୍ୟାନ କଲେ ଟ୍ରମ୍ପ ସରକାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (ସିବିଡିସି) ସୃଷ୍ଟି କରିବା କିମ୍ବା ଜାରି କରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ…

ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ: ପୁନେରେ ପ୍ରଥମ ଆକ୍ରାନ୍ତ ମୃତ

ପୁନେ: ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ ଜିବିଏସ୍‌ । ଏହି ଘଟଣାରେ ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍‌ ରୋଗର କାରଣ…

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ…

ଏଣିକି ସମୁଦ୍ରର ୬ ହଜାର ମିଟର ଭିତରକୁ ଯିବା ହେବ ସହଜ! ଭାରତ ଲଞ୍ଚ କରିବ ଏହି ପ୍ରଡକ୍ଟ

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ କାହାଠାରୁ ପଛରେ ନାହିଁ। ଭାରତରେ ଅନେକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସଫଳ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ୟୁମାନ ଅଣ୍ଡରୱାଟର ସବମର୍ସିବଲ ବା ମାନବ ଜଳମଗ୍ନ ବୁଡ଼ାଜାହାଜ। ଏହି ବୁଡାଜାହାଜକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ଡିଜାଇନ୍ କରାଯାଇଛି। ଏହା…

ଭାଇରସ ନା ବିଷାକ୍ତ ପଦାର୍ଥ! ରଜୌରୀରେ ରହସ୍ୟମୟ ମୃତ୍ୟୁ ପଛର କାରଣ କ’ଣ?

ଶ୍ରୀନଗର: ଗତ ୭ ଡିସେମ୍ବରରୁ ଜମ୍ମୁ-କାଶ୍ମୀରର ଏକ ଗାଁରେ ଅଜଣା ରୋଗ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ରାଜୌରୀର ବଡହାଲ ଗାଁରେ ଏହି ରୋଗ ଯୋଗୁଁ ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି। ସମଗ୍ର ଗାଁକୁ କଣ୍ଟେନମେଣ୍ଟ ଜୋନ…

ଫେବ୍ରୁଆରି ୨ରେ ବିକ୍ରି ହେବ ବାରବାଟୀ ଦିନିକିଆ ଟିକେଟ

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚର ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଯାଇଛି ଖୁସି ଖବର । ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି…

ଅପମିଶ୍ରଣ ଗୁଡ ଏପରି ଚିହ୍ନନ୍ତୁ

ଭୁବନେଶ୍ବର:ଆଜିକାଲି  ଖାଦ୍ୟ ଓ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ଖବର ଆସୁଛି । ଏଥିରୁ ଗୁଡ ମଧ୍ୟ ବାଦ୍ ପଡି ନାହିଁ । ଗୁଡରେ ରଙ୍ଗ ମିଶାଗଲାଣି ତ , ଗୁଡର ଓଜନ ବଢାଇବାକୁ ସୋଡା, ଚକଗୁଣ୍ଡ ବ୍ୟବହାର କରାଯାଉଛି । ତେବେ ଗୁଡର ଗୁଣବତ୍ତା ଜାଣିବାକୁ ହେଲେ ଏହି ପଦ୍ଧତି ଆପଣାନ୍ତୁ.. - ଗୁଡର ରଙ୍ଗ…

କାହିଁକି ବାରମ୍ବାର ଓଡିଶା ଆସୁଛନ୍ତି ମୋଦି?..କହିଦେଲେ ପ୍ରତାପ

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୮ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ । ତେବେ ରାଜ୍ୟରେ ବିଜେପି ସରକାର ଗଢା ହେବାର ଗତ ୭ ମାସ ଭିତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ୫ମ ଓଡିଶା ଗସ୍ତ । ଯାହାକୁ ନେଇ ରାଜ୍ୟ ବିଜେପି…

ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ନବରଙ୍ଗପୁର: ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଝାଡାବାନ୍ତିର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ଏନେଇ ସ୍ୱାସ୍ଥ୍ୟ ଟିମ ତଦନ୍ତ…