Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୂର୍ବ ସରକାରଙ୍କୁ ଟାର୍ଗେଟ, ୫-ଟି ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ। ପୂର୍ବ ସରକାରରେ ଥିବା ୫-ଟି ର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କଲେ ଟାର୍ଗେଟ। ମନ୍ତ୍ରୀ କହିଲେ, ବିଗତ…

ନିର୍ମାଣ ହେବ ଆହୁରି ୫୦୦ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ବର: ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଯେଉଁସବୁ ବହୁମୁଖୀ ଆଶ୍ରୟ ସ୍ଥଳୀ ରହିଛି ସେଗୁଡିକର ମରାମତି ମଧ୍ୟ କରାଯିବ । ଏନେଇ ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଏପରି ଉତ୍ତର ରଖିଛନ୍ତି । ଏନେଇ ରାଜସ୍ବ…

ରାଜ୍ୟରେ ନିର୍ମାଣ ହେବ ୩୧ଟି ବୃହତ୍ ଜଳ ପ୍ରକଳ୍ପ, ୨୭ଟି ବ୍ୟାରେଜ୍

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ବଡ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଙ୍ଗ । ରାଜ୍ୟରେ ନିର୍ମାଣ ହେବ ୨୭ଟି ବ୍ୟାରେଜ ଓ ୭୨ଟି ଜଳାଶୟ । ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ୟାରେଜ ଓ ଜଳାଶୟ ପାଇଁ ୫୧ ହଜାର କୋଟି ବ୍ୟୟବରାଦ ହୋଇଥିବା…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଜଣଙ୍କୁ କଲେ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ। ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଥିସହିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ…

ଦିନେ ବିଧାନସଭାରୁ ତଡା ଖାଇଥିଲେ, ଆଉ ଆଜି ବାଚସ୍ପତି ଚୌକି ସମ୍ଭାଳିବେ ବିଜେନ୍ଦର

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ପୁଣି ଦିଲ୍ଲୀ କ୍ଷମତା ନଜ ହାତକୁ ନେଇଛି ବିଜେପି । ଆଜିଠୁ ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ଏଥିସହିତ…

ବିଧାନସଭାରେ ମହାନଦୀ ଝଡ, ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ତେରଛା ବାଣ

ଭୁବନେଶ୍ଵର: ବିଧାନସଭାରେ ମହାନଦୀ ଝଡ । ସୁରୁଖୁରୁରେ ବିଧାନସଭା ପ୍ରସ୍ନ କାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ସଂସଦୀୟ ବ୍ୟାପାର…

ଆରମ୍ଭ ହେଲା ରେଖା ଶାସନ: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ।…

ଶପଥ ପୂର୍ବରୁ ଚେତାବନୀ, କହିଲେ ‘ଜନତାଙ୍କ ଗୋଟି ଗୋଟି ଟଙ୍କାର ହିସାବ ଦେବେ ପୂର୍ବ ସରକାର’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିଂହାସନରେ ବସିବାକୁ ଯାଉଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ତେବେ ସିଂହାସନ ଆରୋହଣ କରିବା ପୂର୍ବରୁ ବଡ ଚେତାବନୀ ଦେଇଛନ୍ତି ନୂତନ…

କୋଟି କୋଟି ସମ୍ପତ୍ତିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ଚାଲିବ ରେଖା ରାଜ୍ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଉପରେ ମୋହର ଲଗାଇଛି ବିଜେପି । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର…