Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୯ରୁ ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷିବ…!

ଭୁବନେଶ୍ବର: ୧୯ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ୧୯ ଓ ୨୦ରେ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ…

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ । ସଫଳ ସଡିଶାର ରୂପାୟନ ସହ ଓଡିଶାର…

ପ୍ରୋ ଲିଗ୍ ୨୦୨୪-୨୫: ଭୁବନେଶ୍ୱରରେ ପହଞ୍ଚିଲେ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟିମ୍

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ରବିବାର) ନେଦରଲ୍ୟାଣ୍ଡର ମହିଳା ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦଳ ଚାରିଟି ଖେଳରୁ ନଅ ପଏଣ୍ଟ ହାସଲ କରି ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । …

‘ମହାକୁମ୍ଭ ଫାଲତୁ…କିଛି ଅର୍ଥ ନାହିଁ’- ଦିଲ୍ଲୀ ଦଳାଚକଟାକୁ ସମାଲୋଚନା କରି କହିଲେ ଲାଲୁ

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟାକୁ ନେଇ ଆଜି ରେଳ ବିଭାଗ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପାଇଁ ରେଳବାଇକୁ ଦାୟୀ କରି ଆଜି ସମାଲୋଚନା କରିଛନ୍ତି ଲାଲୁ । ଯେଉଁଥିରେ ଏବେ…

ପୁରୀ ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି ପୂଜା କଲେ ସେବାୟତ

ପୁରୀ: ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେନେଇ ଆଜି ଶ୍ରୀମନ୍ଦିରରେ ପହଞ୍ଚିଲା ଆଇପିଏଲ୍ ଟ୍ରଫି । ମ୍ୟାଚ୍ ପୂର୍ବରୁ ଆଇପିଏଲ୍ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ସେବାୟତ ମାନେ ପୂଜାର୍ଚ୍ଚନା କରିଛନ୍ତି  । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ…

ୟୁଟ୍ୟୁବରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି: ଧରାପଡିଲେ ୫ ଜଣ

ଭୁବନେଶ୍ବର: ୟୁଟ୍ୟୁବ ମାଧ୍ୟମରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି । ଗିରଫ ହେଲେ ୫ ଜଣ । ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥଇବା ଏକ ବଡ ରାକେଟ ଠାବ କରିଛି ପୋଲିସ । ଏହି ରାକେଟରେ ସଂପୃକ୍ତ ଥିବା ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ…

ଦିଲ୍ଲୀ ଦଳାଚକଟା: ଚାଲିଛି ତଦନ୍ତ, ଭିଡ ନିୟନ୍ତ୍ରଣ ପାଇଁ ଗଡିଲା ୪ ସ୍ବତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ଘଟଣାରେ ଆରମ୍ଭ ହୋଇଯାଇଛି ଉଚ୍ଚସ୍ତରୀୟ ତଦନ୍ତ । ୨ ଜଣିଆ ଉଚ୍ଚସ୍ତରୀୟ କମିଟିର, ପ୍ରକୃତରେ କାହିଁକି ଏପରି ସ୍ଥିତି ଉପଜୁଜିଲା, ଏହାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କରିଛନ୍ତି ତଦନ୍ତକାରୀ ଟିମ୍‌ ।…

ଶ୍ରୀମନ୍ଦିର ଭକ୍ତନିବାସ ନାମରେ ନକଲି ୱେବସାଇଟ୍ ଠକେଇ ଘଟଣା; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା । ଏହି ମାମଲା ନଜରକୁ ଆସିବାପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ । ଏକ ଚିଠି ମାଧ୍ୟମରେ…

ଦିଲ୍ଲୀ ଦଳାଚକଟା ପଛରେ ସାଧାରଣ ଟିକେଟ!, କ’ଣ କହୁଛି ରିପୋର୍ଟ?

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାର କାରଣ ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ, ମହାକୁମ୍ଭ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହେବା ପରେ, ପ୍ରୟାଗରାଜକୁ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ସରିଲା ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରାଯାଇଛି । ସରକାରୀ ଓକିଲ ଚିତ୍ତରଞ୍ଜନ…