Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; କାଲି ଘୋଷଣା, ୧୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ କାଲି ଚୂଡାନ୍ତ ନିଷ୍ପତ୍ତି ହେବ। କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶପଥ ଗ୍ରହଣ ସମାରୋହ ୧୮ ତାରିଖରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଶପଥ ଗ୍ରହଣ ଉତ୍ସବରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ…

ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ତେଜିଲା ବିବାଦ

ନୂଆଦିଲ୍ଲୀ: ଋଷର ଏକ ମଦ କମ୍ପାନୀ ରୋବର୍ଟ ତାର ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ…

ମହାଶିବରାତ୍ରୀ ପୂର୍ବରୁ ଏହି ସ୍ବପ୍ନ ଦେଖୁଛନ୍ତି କି?

ଭୁବନେଶ୍ବର: ଯଦି ଆପଣ ମହା ଶିବରାତ୍ରୀ ପୂର୍ବରୁ ନିଜ ସ୍ୱପ୍ନରେ ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କୌଣସି ଏକ ବସ୍ତୁ ଦେଖୁଛନ୍ତି,ତେବେ ଜାଣି ରଖନ୍ତୁ ଆପଣଙ୍କ ଭାଗ୍ୟ ସମୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ହଁ ଆଜ୍ଞା ଏନେଇ ସ୍ୱପ୍ନ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯଦି ମହାଶିବରାତ୍ରୀ…

ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା…

୧୭ବର୍ଷ ପରେ ଭାରତରେ ଏହି ଚାମ୍ପିଅନସିପ୍ ହେବ ଆୟୋଜନ..

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ପୁଣି ଥରେ କ୍ରୀଡା ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି । ଦକ୍ଷିଣ ଏସୀୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ଚତୁର୍ଥ ସଂସ୍କରଣ ରାଞ୍ଚି ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହେବ । ଆଗାମୀ ମେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି…

ମହାକୁମ୍ଭରେ ବୁଡ ପକାଇବେ ରାହୁଲ ଏବଂ ପ୍ରିୟଙ୍କା

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ ପକାଇବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ୧୯ ତାରିଖରେ ରାହୁଲ ଏବଂ ପ୍ରିୟଙ୍କା ମହାକୁମ୍ଭ ଯିବେ । ଏନେଇ କଂଗ୍ରେସ ନେତା ଅଜୟ ରାୟ ବଡ ଖୁଲାସା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ସାଙ୍ଗ ହୋଇ ଫେବୃଆରୀ ୧୯ରେ…

କାରକୁ ଧକ୍କା ଦେଲା ଟ୍ରକ୍‌, ଡିସିପିଙ୍କ ସହ ୨ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌ ଏକ କାରକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଡିସିପି ବଳରାମ ନାୟକ ଥିବା ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ…

‘ନିଜ ପ୍ରତି ଦୟାଳୁ ହୁଅ’: ପରୀକ୍ଷା ପେ ଚର୍ଚ୍ଚାରେ ପିଲାଙ୍କୁ ଟିପ୍ସ ଦେଲେ ବିକ୍ରାନ୍ତ, ଭୂମି

ନୂଆଦିଲ୍ଲୀ: ପରୀକ୍ଷା ପାଖେଇ ପାଖେଇ ଆସିଲାଣି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସବୁ ବର୍ଷ ପିଲାମାନଙ୍କୁ ଉଦବୋଧନ ଦେଇଥାନ୍ତି । କିନ୍ତୁ ଏବେ ସେଲିବ୍ରିଟି ମାନେ ମଧ୍ୟ ପିଲାଙ୍କ ମନୋବଳ ବଢାଇବା ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ…

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଏଲଏନଜେପି ହସ୍ପିଟାଲ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଲୋକନାୟକ ଜୟ…

ନାତୁଣୀଙ୍କ ଚାଞ୍ଚଲ୍ୟକର ବୟାନ, ଏବେବି ଖୁଲାମଖୁଲା ଚାଲିଛି ନିଶା ବେପାର

ଭୁବନେଶ୍ଵର: ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ହତ୍ୟା ଘଟଣାରେ ରମା ନାଏକର ସମ୍ପୃକ୍ତି ରହିଛି । ରମାର ସମ୍ପୃକ୍ତି ନେଇ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି । ଅନ୍ୟପଟେ ରମାର ସମ୍ପୃକ୍ତି ନେଇ ସହଦେବଙ୍କ ପରିବାର…