Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସହଦେବ ହତ୍ୟା ମାମଲା, ଗିରଫ ହେଲା ମାଷ୍ଟରମାଇଣ୍ଡ

ଭୁବନେଶ୍ଵର: ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାଏକ ଗିରଫ । ରମା ନାଏକକୁ ଗିରଫ କଲା ମଞ୍ଚେଶ୍ୱର ଥାନାରେ ପୋଲିସ । ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ଘଟଣା ପରଠାରୁ…

ରେଳଷ୍ଟେସନରେ ଦଳାଚକଟା ଘଟଣା: କୁଲି କହିଲେ ସେହି କାଳରାତ୍ରୀର ଛାତିଥରା କଥା

ନୂଆଦିଲ୍ଲୀ: ଗତକାଲି ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳଚକଟାରେ ୧୮ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହି ଅଘଟଣା ଘଟିବା ବେଳେ ସେହି ରେଳ ଷ୍ଟେସନରେ ଉପସ୍ଥିତ ଥିବା  ଜଣେ କୁଲି ସେହି ସମୟର ହୃଦୟଥରା ଦୃଶ୍ୟ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ,…

ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କର ବଡ଼ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି । ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ । ଆଜି ରୋଷ ହୋମ ନୀତି ସରି…

ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୪ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି । ମହାକୁମ୍ଭରେ…

୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ: ମୁଣ୍ଡପିଛା ଆୟ ହିସାବରେ ଓଡିଶାର ସ୍ଥାନ ଏକାଦଶ

ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ଗୃହରେ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯାହା…

ଏହି ଦିଗରେ ନିର୍ମାଣ କରନ୍ତୁ ଶିଡି; ବଢିବ ସୁଖଶାନ୍ତି!

ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଶିଡି ପାଇଁ ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ । ଆସନ୍ତୁ ଜାଣିବା ଘରର ଶିଡି କିପରି ହେବା ଆବଶ୍ୟକ । -ଶିଡ଼ି ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଶୁଭ । ଏହି ଦିଗରେ ଘରର ଶିଡି ଥିଲେ ଘରେ ସୁଖଶାନ୍ତି ବଢିଥାଏ। ଘରର…

ବିବାହରେ ଉପୁଜୁଛି ବାଧା? ମହାଶିବରାତ୍ରୀରେ କରନ୍ତୁ ଏହି ଉପାୟ

ଭୁବନେଶ୍ବର: ଆପଣଙ୍କ ବିବାହରେ ବିଳମ୍ବ ହେଉଛି ବା କୌଣସି ବାଧା ଉପୁଜୁଛି , ତେବେ ଏହି ମହାଶିବରାତ୍ରୀରେ ମହାଦେବଙ୍କ ଉପାସନା କରନ୍ତୁ । ବିବାହର ଯୋଗ ଫିଟିବା ସହ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ମହାଶିବରାତ୍ରିରେ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ନିଜର…

ମହାଶିବରାତ୍ରୀରେ ଏହି ୪ରାଶିଙ୍କ ଖୋଲିବ ଭାଗ୍ୟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେବେ…

ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ, ୧୧ରୁ ଅଧିକ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଲୋକନାୟକ ହସ୍ପିଟାଲର ଜରୁରୀକାଳୀନ ବିଭାଗ ମୁଖ୍ୟ ଡାକ୍ତର ରିତୁ ସକ୍ସେନା ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ଏଲଜି ଭିକେ ସକ୍ସେନା ଏକ୍ସରେ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି…

ଦିଲ୍ଲୀରୁ ବଡ଼ ଖବର: ରେଳଷ୍ଚେସନରେ ଦଳଚକଟା ସ୍ଥିତି, ୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶନିବାର ସଂଧ୍ଯାରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ସ୍ଥିତି । କୁମ୍ଭମେଳାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଜମିଥିଲା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ଭିଡ଼ ଅଧିକ ଥିଲା, ଯାହା ଫଳରେ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା।…