Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଣ୍ଠି ଅଭାବରୁ ରାଜ୍ୟରେ ବନ୍ଦ ପଡିଛି CRIF ଅଧିନସ୍ଥ ୪୨ ପ୍ରକଳ୍ପ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି (CRIF) ପକ୍ଷରୁ ପାଣ୍ଠି ପ୍ରଦାନରେ ବିଳମ୍ବ କାରଣରୁ ଓଡ଼ିଶାରେ ୪୨ଟି ପ୍ରମୁଖ ରାସ୍ତା ଏବଂ ସେତୁଗୁଡିକର କାମ ବନ୍ଦ ହୋଇ ପଡିରହିଛି। ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ କେନ୍ଦ୍ର ତରଫରୁ କୌଣସି ପାଣ୍ଠି…

କଳିଯୁଗର ‘କଂସ ମାମୁଁ’, ଭାଣିଜୀ ପ୍ରେମ ବିବାହ କରିବାରୁ ଭୋଜିରେ ବିଷ ମିଶାଇଲା ମାମୁଁ

ମହାରାଷ୍ଚ୍ର: କୋଲହାପୁରରେ ଏକ ଡରେଇବା ପରି ଘଟଣା ସାମ୍ନାକୁ ଆସିଛି। ଭାଣିଜୀ ବିବାହର ରିସେପ୍ସନ ଭୋଜିରେ ବିଷ ମିଶେଇ ଦେଇଛିନ୍ତି ମାମୁଁ । ହଠାତ୍ ତାଙ୍କ ଭାଣିଜୀଙ୍କ ବିବାହ ରିସେପ୍ସନରେ ପ୍ରବେଶ କଲେ । ସେ ବିବାହ ରିସେପ୍ସନ୍ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଦେଇଥିଲେ ।…

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ବର: ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି । ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ…

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ…

ହାତ ମିଳାଇଲେ ମରିୟମ…ବଢିଗଲା ବିବାଦ

ନୂଆଦିଲ୍ଲୀ: ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ୟୁଏଇ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜୟଦଙ୍କ ସହ ହାତ ମିଳାଇବାକୁ ନେଇ ପାକିସ୍ତାନରେ ବିବାଦ। ହାତ ମିଳାଇବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଗଣମାଧ୍ୟମଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଖିବାକୁ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଆରପିଏଫ୍ ଏଏସଆଇ ଗିରଫ

ଭୁବନେଶ୍ୱର: ରକ୍ଷକ ସାଜିଲେ ଭକ୍ଷକ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଆରପିଏଫରେ କାର୍ଯ୍ୟରତ ଏଏସଆଇ ନିରଞ୍ଜନ ଜେନା । ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ଦୁଇ ଦିନ ପୂର୍ବେ ସେ…

କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆଜି କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଏବଂ ଏସଓଜି ଯବାନ ମାଓ କ୍ୟାମ୍ପ ସହ ଦୁଇଟି ଆଇଇଡି ଠାବ କରିଛନ୍ତି । ଏନେଇ କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି । ନକ୍ସଲଙ୍କ ଗତିବିଧି…

ରସୁଲଗଡ ହତ୍ୟାକାଣ୍ଡ; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଆଜି ସକାଳୁ ଘଟିଥିବା ହତ୍ୟାକାଣ୍ଡରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅବଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏମାନଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଆଜି ସନ୍ଧ୍ୟାରେ ଗରିଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ…

‘ହର ଘର ଲକ୍ଷପତି’ ଏସବିଆଇର ଏହି ସ୍ୱତନ୍ତ୍ର ଯୋଜନାରେ ଆପଣ ୩ବର୍ଷରେ ସେଭିଂ କରିପାରିବେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଏସବିଆଇ ନିଜର ଗ୍ରାହକଙ୍କ ପାଇଁ ନୂଆ ଯୋଜନା ଆଣିଛି । ଏହି ଯୋଜନାର ନାଁ 'ହର ଘର ଲକ୍ଷପତି' । ଏହା ଏକ ଆରଡି ସ୍କିମ ଅଟେ । ଏହା ମାଧ୍ୟମରେ ଜଣେ ନିବେଶକ ପ୍ରତି ମାସରେ ଛୋଟ ଛୋଟ ସଞ୍ଚୟ କରି ଅଧିକ ଫଣ୍ଡ ସଂଗ୍ରହ କରିପାରିବେ । ବରିଷ୍ଠ ନାଗରିକମାନେ ଏଥିରେ ଅଧିକ ଲାଭ ପାଇବେ, କାରଣ…

ଓଟିଟିରେ ଧମାଲ କରିବ କି ଫିଲ୍ମ ‘ଦି ସାବରମତି ରିପୋର୍ଟ’?

ମୁମ୍ବାଇ: ଗତ ବର୍ଷ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦି ସାବରମତି ରିପୋର୍ଟ' ବକ୍ସ ଅଫିସରେ ଏକ ସୁପରଫ୍ଲପ୍ ଥିଲା। ୨୦୦୨ ଗୋଧରା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବର୍ତ୍ତମାନ ଆପଣଙ୍କ ମୋବାଇଲ୍ ସ୍କ୍ରିନରେ ପହଞ୍ଚିବାକୁ ଯାଉଛି। ଫିଲ୍ମଟି ବର୍ତ୍ତମାନ ଓଟିଟି (OTT)ରେ ରିଲିଜ୍…