Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରାଧୀ ହେବେ ସାବାଡ: ଇଣ୍ଟରପୋଲ ପରିବର୍ତ୍ତେ ବ୍ୟବାହର ହେବ ‘ଭରତପୋଲ’

ନୂଆଦିଲ୍ଲୀ: ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ବିରୋଧରେ ଭାରତ ସରକାର କ୍ରମାଗତ ଭାବେ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ବେଳେ ବେଳେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ ଅନେକ ଥର ଅପରାଧୀମାନେ ଅପରାଧ କରିବା ପରେ ବିଦେଶକୁ ଫେରାର ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ…

କୋଲ୍ଡ ଡେ କ’ଣ? କେବେ ଶୀତ ଛୁଟି ଘୋଷଣା କରନ୍ତି ସରକାର, ଜାଣନ୍ତୁ..

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଅତ୍ୟଧିକ ଥଣ୍ଡା ରହିଛି। ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଯେଉଁଥିପାଇଁ ଲୋକମାନେ ନିଜ ଘରୁ ବାହାରକୁ ବାହାରୁ ନାହାଁନ୍ତି। କିନ୍ତୁ ଆପଣ ଜାଣନ୍ତି କି କୋଲ୍ଡ ଡେ କ’ଣ ଏବଂ ସରକାର ଏହାକୁ କେବେ ଘୋଷଣା କରନ୍ତି? ଶୀତ ଦିନ କେଉଁ ତାପମାତ୍ରା କେତେ…

ଭାରତରେ କାୟା ବିସ୍ତାର କଲାଣି ଏଚଏମପିଭି ଭାଇରସ, ନାଗପୁରରୁ ପୁଣି ୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ କାୟା ବିସ୍ତାର କଲାଣି ଏଚଏମପିଭି ଭାଇରସ । ପୁଣି ଦେଶକୁ ଫେରିବକି ଲକଡାଉନ୍ । ଗତକାଲି ପ୍ରଥମେ ବେଙ୍ଗାଲୁରୁରୁ ୨ଟି ମାମଲା ଚିହ୍ନଟ ହେବା ପରେ ଧିରେ ଧିରେ ବଢିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ନାଗପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର…

ଘାରିଲା ଏଚଏମପିଭି ଭାଇରସ୍‌ ଚିନ୍ତା, କର୍ଣ୍ଣାଟକକୁ ଫେରିଲା ମାସ୍କ

ନୂଆଦିଲ୍ଲୀ: ପୁଣି ଦେଶକୁ ଘାରିଲା ଭାଇରସ୍ ଚିନ୍ତା। ଭାରତର ୫ ରାଜ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା। ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ ଚାଲିଛି। ଚାଇନାରେ HMPV ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର…

ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। କେବେ ପଡ଼ିବ ଭୋଟ୍‌, ଆଉ କେବେ ବାହାରିବ ନିର୍ବାଚନ ଫଳାଫଳ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ତେବେ ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍ କରି ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବେ। ଗୋଟିଏ…

ମହୁ, ଆଳୁ ପରି ଏହି ଜିନିଷ ଗୁଡିକ ଫ୍ରିଜରେ ରଖିବା ମନା..

ଭୁବନେଶ୍ବର: ଖାଦ୍ୟ ସାମଗ୍ରୀକୁ ସତେଜ ଏବଂ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହୃତ ହୁଏ । ଭାରତୀୟ ଘରେ  ପ୍ରାୟ ସବୁ ଖାଦ୍ୟ ସାମଗ୍ରୀ ଫ୍ରିଜରେ  ରଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଫ୍ରିଜରେ ରଖିବା ଠିକ୍ ନୁହେଁ? କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖାଗଲେ…

କେଉଁ ସବୁ ଦେଶରେ ବ୍ୟାପିଲାଣି ଏଚଏମପିଭି ଭାଇରସ୍… 

ନୂଆଦିଲ୍ଲୀ: ଏଚଏମପିଭି ଭାଇରସ ସମଗ୍ର ଦୁନିଆରେ ବ୍ୟାପୁଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଥିବା ନେଇ ସୋମବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବେଙ୍ଗାଲୁରୁରେ ଏଚଏମପିଭିର ଦୁଇଟି ମାମଲା, କୋଲକାତା ଏବଂ ଗୁଜୁରାଟରୁ ମଧ୍ଯ…

ଘରେ ଏଠାରେ ରଖନ୍ତୁ ଲାଫିଙ୍ଗ୍‌ ବୁଦ୍ଧ…

ଭୁବନେଶ୍ବର:ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ସବୁଠୁ ଶୁଭଦାୟକ । ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ ଶକ୍ତିର…

କଟକ ବଜାରରେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

କଟକ: ଆଜି ସନ୍ଧ୍ୟା ବେଳେ ଜନଗହଳି ପୂର୍ଣ୍ଣ କଟକ ଟାଉନ୍‌ର ମାଣିକ ବଜାରରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ୧୦୦ ମିଟର ଦୂରରେ ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍‌ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ…

୨ ବିଜେପି ନେତାଙ୍କୁ ହତ୍ୟା ଘଟଣା; ଅଭିଯୁକ୍ତକୁ ରିମାଣ୍ଡରେ ନେବ ପୋଲିସ

ସମ୍ବଲପୁର: ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେବ ପୋଲିସ । ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ବୁର୍ଲା ପୋଲିସ । ଅଭିଯୁକ୍ତର ବୟାନରେ ତାଳମେଳ ନଥିବାରୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା କରିଛି ପୋଲିସ ।…