Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦାନ୍ତ ବିନ୍ଧୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ । - ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ…

ଏହି ଦିନ କେଶ ଧୋଇବା ଅଶୁଭ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଶ ଧୋଇବାକୁ ନେଇ  କିଛି ନିୟମ ରହିଛି । କେଶ ଧୋଇବା ପାଇଁ କେଉଁ ଦିନ ଶୁଭ ଓ କେଉଁ ଦିନ ଅଶୁଭ ଜାଣିଛନ୍ତି କି? ତେବେ ମହିଳାମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କେଶ ଧୋଇବା ଉଚିତ୍ ନୁହେଁ ବୋଲି ବିଶ୍ୱାସ କରାଯାଏ । ସେହିପରି ପୁରୁଷମାନେ…

ଏଣିକି ଭିକ୍ଷ ମାଗିବା ଓ ଦେବା ହେବ ଅପରାଧ! ଜାରି ହେବାକୁ ଯାଉଛି ନିର୍ଦ୍ଦେଶ

ଭୋପାଳ: ଖୁବ୍ ଶୀଘ୍ର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭିକ୍ଷା ମାଗିବା ଏବଂ ଦାନ ଦେବା ଏକ ଅପରାଧ ଭାବରେ ବର୍ଗୀକୃତ ହେବ। ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହାର ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି। ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ…

କାହିଁକି ଅଭିନେତା ଆଲୋକ ନାଥଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌?

ମୁମ୍ବାଇ: ୪୫ ଜଣ ନିବେଶକଙ୍କୁ ୯ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅଭିନେତା ଆଲୋକ ନାଥ ଏବଂ ଶ୍ରେୟସ ତଲପଡେଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ରୁଜୁ ହୋଇଥିବା ଏଫଆଇଆରରେ ଏକ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର…

ଫେକ୍ ଭିଡିଓ ମାମଲା: ପୁଣି ଏକ ନୂତନ ପିଟିସନ ଦାଖଲ କଲେ ଆରାଧ୍ୟା, ଗୁଗୁଲକୁ ନୋଟିସ ପଠାଇଲେ କୋର୍ଟ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ଏକ ନୂତନ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ଆରାଧ୍ୟା ଅନୁରୋଧ କରିଛନ୍ତି ଯେ ବିଭିନ୍ନ ୱେବସାଇଟରେ ପ୍ରସାରିତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମିଛ ଏବଂ ଭ୍ରମିତ ସୂଚନା ଏବେ…

ବନ୍ୟପ୍ରାଣୀ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସିବିଆଇ: ଚୋରି ସାମଗ୍ରୀ ଜବତ, ୪ ଗିରଫ

ହରିୟାଣା: ବନ୍ୟପ୍ରାଣୀ ଶିକାର ଏବଂ ଚୋରା ଚାଲାଣ ବିରୋଧରେ ସିବିଆଇର ବନ୍ୟପ୍ରାଣୀ ଅପରାଧ ୟୁନିଟ୍ ଆଜି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆଧାରରେ ସିବିଆଇକୁ ବଡ଼ ସଫଳତା ମିଳିଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ର ଅଧିକାରୀମାନଙ୍କ ସହିତ ସିବିଆଇ ଟିମ୍…

ରାଷ୍ଟ୍ରପତିଙ୍କୁ ବିଚାରି କହିବା ଘଟଣା; ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଂସଦମାନେ ତାଙ୍କ ବିରୁଦ୍ଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କରିଛନ୍ତି । ବିଜେପି ସାଂସଦମାନେ…

ବିଶ୍ୱ କର୍କଟ ଦିବସ: ମାନସ ସାହୁଙ୍କ ବାଲୁକା କଳା ମାଧ୍ୟମରେ ସଚେତନତା

ପୁରୀ: ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "World Cancer Day" ବା ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି…

କେଉଁଠୁ ହୋଇଛି ଗଙ୍ଗା ନଦୀର ଉତ୍ପତି? ୨୫୧୦କିମି ଯାତ୍ରାରେ ବଦଳେ ୫ ଥର ନାମ

ନୂଆଦିଲ୍ଲୀ: ମହାକୁମ୍ଭ ଯୋଗୁଁ, ପ୍ରୟାଗରାଜର ସଙ୍ଗମରେ କୋଟି କୋଟି ସାଧୁ ସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଛି । ପ୍ରୟାଗକୁ ତୀର୍ଥସ୍ଥଳର ରାଜା କୁହାଯାଏ । ଏହି ସ୍ଥାନରେ ମୋକ୍ଷଦାୟିନୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରନ୍ତି । କିନ୍ତୁ ଆପଣ ଜାଣନ୍ତି କି…

ହେଲଥ୍ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ହେଲ୍‌ଥ ୱାର୍କର ନିଯୁକ୍ତି ଉପରେ ରୋକ୍। ମଲ୍ଟି ପର୍ପସ ହେଲଥ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ। ଆସନ୍ତା ଶୁଣାଣି ଯାଏଁ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ପାଇଁ ନିର୍ଦ୍ଦେଶ…