Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ

ଭୁବନେଶ୍ଵର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଏଥିସହ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର…

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ଭୁବନେଶ୍ବର: ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ…

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ…

ଯମୁନା, ଜିନ୍ନତ୍ ପରେ ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ ।  ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା …

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…

କୁଆଡେ ଗଲା ୬୬୯୧ କୋଟିର ୨୦୦୦ ଟଙ୍କିଆ ନୋଟ?

ନୂଆଦିଲ୍ଲୀ: କୁଆଡେ ଗଲା ୬ ହଜାର ୬୯୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ? ଆରବିଆଇ ପାଖରେ ପହଞ୍ଚିନି । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ଘୋଷଣା କରିଛି ଯେ, ଆଦାୟ ହୋଇଥିବା ଅଚଳ ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ ୯୮.୧୨ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରସ୍ତ ହୋଇଛି । ୧୯ ମେ ୨୦୨୩…

ଜିରୋ ନାଇଟରେ କନ୍‌ସର୍ଟ କରି ପୁଣି ବିବାଦରେ ଦିଲଜିତ୍‌ ଦୋସାଞ୍ଜ

ଲୁଧିଆନା: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍‌ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍‌ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ନୋଟିସ ଜାରି କରାଯାଇଛି। ପଞ୍ଜାବ…

ଜାଡ ଭାଙ୍ଗୁଛି ହାଡ: ରାଉଲକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଜାଡରେ ଜଡସଡ ସାରା ଓଡିଶା । ଆଗକୁ ଆହୁରି ଶୀତ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି…

୧୧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନିଜ ଦେଶ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତରେ ଅବୈଧ ଭାବେ ବାଂଲାଦେଶୀମାନେ ପ୍ରବେଶ କରୁଛନ୍ତି। ନକଲି ଆଧାର କାର୍ଡ ଏବଂ ଭୋଟ ପରିଚୟ ବନେଇ ଦେଶର ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି। ସହରରେ ଅବୈଧ ଭାବରେ ରହୁଥିବା ଏହି ବାଂଲାଦେଶୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଅଭିଯାନ ଜାରି ରଖିଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଲରେ…

ସାଇବର ଠକଙ୍କ ପ୍ରଥମ ପସନ୍ଦ ହ୍ବାଟ୍ସଆପ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଟେଲିଗ୍ରାମ ଏବେ ସାଇବର ଠକଙ୍କ ଠକେଇର ପ୍ରିୟ ପ୍ଲାଟଫର୍ମ ପାଲଟିଛି । ବ୍ୟବହାରକାରୀ ୟୁଜର୍ସଙ୍କୁ ବିଭିନ୍ନ ଥୋପ ପକାଇ ଲୁଟୁଛନ୍ତି ସାଇବର ଅପରାଧି । ହେଲେ ଏହାରି ଭିତରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟର…