Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ପେସ୍ ମାଧ୍ୟମରେ ଆପଣ ପାଇବେ ମୋବାଇଲ୍ ନେଟୱାର୍କ: ୟୁଏସ ସାଟେଲାଇଟ୍ ଲଞ୍ଚ କରିବ ଇସ୍ରୋ

ନୂଆଦିଲ୍ଲୀ: ଭାରତ ଏକ ବୃହତ ଆମେରିକୀୟ ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ଅଛି ଯାହା ମହାକାଶରୁ ସିଧାସଳଖ ସଂଯୋଗ ବ୍ୟବହାର କରି ଫୋନ୍ କଲ କରିବାକୁ ଅନୁମତି ଦେବ। ବିଦ୍ୟମାନ ସେବା ଅପେକ୍ଷା ଉପଗ୍ରହ ଟେଲିଫୋନି ପାଇଁ ଏହା ଏକ ଅତ୍ୟନ୍ତ ଅଭିନବ ଏବଂ ଏକ ଆଧୁନିକ ଆଭିମୁଖ୍ୟ। ଏହା…

ଗୋରିଚନ ପର୍ବତ ଚଢି ନୂଆ ଇତିହାସ ରଚିଲେ ୨୦ ବର୍ଷର ଭାରତୀୟ ଯୁବକ

ହାଇଦ୍ରାବାଦ: ଗୋରିଚେନ୍ ପର୍ବତ ଉପରକୁ ଯାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷର ଭାରତୀୟ ଯୁବକ। ତେଲେଙ୍ଗାନାର ୨୦ ବର୍ଷିୟ ପର୍ବତାରୋହୀ ଭୁକି ଯଶୱନ୍ତ ନାୟକ ଗୋରିଚନ ପର୍ବତ ଚଢି ରେକର୍ଡ଼ କରିବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି। ଯଶୱନ୍ତ ୬ ହଜାର ୪୮୮ ମିଟର ଉଚ୍ଚତାର ପର୍ବତ ଚଢି ଏହି…

ଘରେ ସକାରାତ୍ମକ ଉର୍ଜା ଆଣିଥାଏ ରୂପାର ମୟୂର ପ୍ରତିମା

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ରୂପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ରଖିବା ଦ୍ବାରା ଶୁଭଫଳ ମିଳିଥାଏ.. -ବ୍ୟବସାୟରେ ବାରମ୍ବାର ସମସ୍ୟା ଉପୁଜୁଛି ତେବେ, ବ୍ୟବସାୟ ସମ୍ପର୍କିତ ଫାଇଲ୍‌ ପତ୍ର ଯେଉଁଠାରେ ରଖୁଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି

ଭୁବନେଶ୍ବର: ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ୫ଲକ୍ଷ ଟଙ୍କାରୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋଚନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ,…

ରାଜ୍ୟ ଭିଜିଲାନ୍ସର ଶକ୍ତି ବୃଦ୍ଧି, ସୃଷ୍ଟି ହେବ ନୂଆ ପଦବୀ

ଭୁବନେଶ୍ୱର: ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧି ହେବ। ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ତେବେ ଭିଜିଲାନ୍ସ…

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ହୀରାକୁଦ ସହ ସାମିଲ ହେବ ଏହି ସବୁ ସ୍ଥାନ

ଭୁବନେଶ୍ବର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବ ହୀରାକୁଦ ଡ୍ୟାମ୍ । ଏହାସହିତ ବୌଦ୍ଧ ସର୍କିଟ, ସାତକୋଶିଆ ଓ ଚିଲିକାକୁ ମଧ୍ୟ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ନିଷ୍ପତ୍ତି ନେଇଛି ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।…

୧୫ ତାରିଖ ସୁଦ୍ଧା ସରିବ ରାସନକାର୍ଡର ଇ-କେୱାଇସି ପ୍ରକ୍ରିୟା: ମନ୍ତ୍ରୀ

ଭୁବନେଶ୍ବର: ଚଳିତମାସ ୧୫ତାରିଖ ସୁଦ୍ଧା ରାସନକାର୍ଡର ଇ-କେୱାଇସି  ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏହା ତୁରନ୍ତ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବୃଦ୍ଧବୃଦ୍ଧା ଓ ଅସୁସ୍ଥ ହିତାଧିକାରୀଙ୍କୁ ଭେଟି କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ…

ନୂଆବର୍ଷରେ ନନ୍ଦନକାନନ ବୁଲିଲେ ୩୬ ହଜାର ପର୍ଯ୍ୟଟକ

ଭୁବନେଶ୍ବର: ନୂଆବର୍ଷ ଅବସରରେ ଭୁବନେଶ୍ବର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ନୂଆବର୍ଷର ଆଜିର ଦିନରେ ପ୍ରାୟ ୩୬ ହଜାର ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଥିବା ସୂଚନା ରହିଛି । ଖବର ମୁତାବକ, ନୂଆବର୍ଷର ପ୍ରଥମ ଦିନରେ ୩୫…

ଆଗାମୀ ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର। ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର। ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି…

ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବଢିଲା

ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଇଛି ମୋଦୀ କ୍ୟାବିନେଟ । ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବୃଦ୍ଧି ପାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଡିଏପି ସାର ଉପରେ ସବସିଡି, ଟେକ୍ନୋଲୋଜି ସାହାଯ୍ୟରେ କ୍ଲେମ…