Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ଓଡ଼ିଶା ଲ’ କମିଶନ ଗଠିତ ହୋଇଛି । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଲ’ କମିଶନରେ…

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ମୃତ୍ୟୁ

ଲାହୋର: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଶଳା ଏବଂ ପ୍ରତିବନ୍ଧିତ ଜମାତ-ଉଦ-ଦାବାର ଉପ ପ୍ରମୁଖ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଜମାତ-ଉଦ-ଦାବା (ଜେୟୁଡି) ଅନୁଯାୟୀ ଅବଦୁଲ ରେହମାନ ମକ୍କୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଏବଂ…

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ହ୍ରାସ ହୋଇପାରେ: ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛି। ଏହି…

ଗୋଟିଏ ଫୋନ୍ କଲ ଯାହା ବଦଳେଇଦେଇଥିଲା ଦେଶ ଓ ମନମୋହନଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଏହା ହେଉଛି ଜୁନ୍ ୧୯୯୧ ମସିହା ସମୟର କଥା । ମନମୋହନ ସିଂ ଏକ ସମ୍ମିଳନୀରେ ଯୋଗଦେବା ପରେ ନେଦରଲ୍ୟାଣ୍ଡରୁ ଫେରି ଆସିଥିଲେ ଏବଂ ବହୁତ ଥକି ଯାଇ ଶୋଇଥିଲେ । ଠିକ୍ ସେତିକିବେଳେ ଡକ୍ଟର ମନମୋହନ ସିଂଙ୍କ ଜ୍ବାଇଁ ବିଜୟ ତନଖାଙ୍କ ଫୋନ ରିଂ ହୋଇଥିଲା । ଏହି କଲ୍ ତତ୍କାଳୀନ…

ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୪ ମହିଳା ଗିରଫ, ୨ ଫେରାର୍

ବାରିପଦା: ଡିସେମ୍ବର ୧୮ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ଶୁକ୍ରବାର ଚାରି  ମହିଳାଙ୍କୁ ଗିରଫ କରିଛି ପୋଲିସ। ଡାହିସାହିରୁ ୩ ଜଣ ଓ ଗୋହିରାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ବେଆଇନ ଗଚ୍ଛିତ ବାଲିକୁ ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା…

ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ, ଏକକାଳୀନ ୩ଟି ସ୍ଥାନରେ ରେଡ

ପାଟନା: ଆଜି ଦେଶର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ବିହାରର ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ ହୁଲାସ ପାଣ୍ଡେଙ୍କ ତିନିଟି ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ…

ଅର୍ଥମନ୍ତ୍ରୀ ଥିବାବେଳେ ମନମୋହନ ସିଂ ନେଇଥିଲେ ଯୁଗାନ୍ତକାରୀ ପଦକ୍ଷେପ

ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ଦେହାନ୍ତ ଘଟିଛି । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ଥିବାବେଳେ ସେ କିପରି ଭାରତର ଅର୍ଥନୀତିକୁ ମଜବୁତ କରିଥିଲେ । ବୈଦେଶିକ ମୁଦ୍ରା…

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ…

ଚୀନର ଫାଇଟର ଜେଟ୍ ହ୍ୱାଇଟ ଇମ୍ପରରକୁ ଟକ୍କର ଦେବ ‘ତେଜସ୍ ମାର୍କ ୧ଏ’, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ଚୀନ୍‌ର ଷଷ୍ଠ ପିଢ଼ି ଯୁଦ୍ଧ ବିମାନର ପ୍ରଥମ ବିମାନକୁ ବିଶ୍ୱ ଦେଖିଛି। ଆମେରିକାକୁ ପରାସ୍ତ କରି ଚୀନ୍ ଏହାର ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ଉଡ଼ାଇଲା, ଯାହାର ପ୍ରଥମ ବିମାନ ସଫଳ ହୋଇଥିଲା। ଚୀନ୍‌ର ଏରୋସ୍ପେସ୍ ସାମର୍ଥ୍ୟରେ ଏହା ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି।…

ହ୍ବାଟସଆପ୍ ର ଏହି ନୀଳ ବୃତ୍ତକୁ କିପରି ବ୍ୟବହାର କରିବେ..

ଭୁବନେଶ୍ବର: ମେଟା ଏଆଇ ହ୍ବାଟସଆପର ଏକ ବଢିଆ ଫିଚର । ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେବା, ପାଠ୍ୟ ବିଷୟବସ୍ତୁ ତିଆରି କରିବା, ଇମେଜ ସୃଷ୍ଟି କରିବା ଏବଂ ଅନୁବାଦରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ଏହା ଇଂରାଜୀରେ ଉପଲବ୍ଧ ଅଛି । ଏହା ଭାରତ, ଆମେରିକା,ୟୁକେ, ଅଷ୍ଟ୍ରେଲିଆ,କାନାଡା ଏବଂ…