Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହ୍ବାଟସଆପ୍ ର ଏହି ନୀଳ ବୃତ୍ତକୁ କିପରି ବ୍ୟବହାର କରିବେ..

ଭୁବନେଶ୍ବର: ମେଟା ଏଆଇ ହ୍ବାଟସଆପର ଏକ ବଢିଆ ଫିଚର । ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେବା, ପାଠ୍ୟ ବିଷୟବସ୍ତୁ ତିଆରି କରିବା, ଇମେଜ ସୃଷ୍ଟି କରିବା ଏବଂ ଅନୁବାଦରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ଏହା ଇଂରାଜୀରେ ଉପଲବ୍ଧ ଅଛି । ଏହା ଭାରତ, ଆମେରିକା,ୟୁକେ, ଅଷ୍ଟ୍ରେଲିଆ,କାନାଡା ଏବଂ…

ଏହି ୫ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ପାଇଁ ମନମୋହନ ସିଂଙ୍କ ଆଗରେ ନତମସ୍ତକ ପୁରା ଦେଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୨୬ ଡିସେମ୍ବର ରାତିରେ ଦିଲ୍ଲୀର ଏମ୍ସ ଠାରେ ରାତି ୯.୫୧ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହାରେ ମନମୋହନ ସିଂ ରାଜନୀତିରେ ପ୍ରବେଶ…

ଆମେରିକାର କଠୋରତା! ପ୍ରତି ୬ ଘଣ୍ଟାରେ ଜଣେ ଭାରତୀୟ ୟୁଏସରୁ ହେଉଛନ୍ତି ନିର୍ବାସିତ

ନୂଆଦିଲ୍ଲୀ: ଯଦିଓ ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି, ତଥାପି ଭାରତୀୟମାନଙ୍କୁ ନିର୍ବାସିତ କରିବା ପ୍ରକ୍ରିୟା ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରୁ ଭାରତୀୟ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଗତି ବଢିଚାଲିଛି। ଯଦି ୨୦୨୪ ମସିହାର…

ରାଜ୍ୟରେ ରହିଛନ୍ତି ନକଲି ଚାଷୀ, ଚିହ୍ନଟ ପାଇଁ ହେବ ପଞ୍ଜିକରଣ

ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ । କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…

ଜାନୁଆରୀରୁ କଂଗ୍ରେସର ପଦଯାତ୍ରା: ବିଜେପି ବିରୋଧରେ ଭରିବ ରଣହୁଙ୍କାର

ନୂଆଦିଲ୍ଲୀ: ଜାନୁଆରୀ ୨୬ରୁ ପଦଯାତ୍ରା କରିବ କଂଗ୍ରେସ । ଆମ୍ବେଦକରଙ୍କ ବିଚାରଧାରାକୁ ନେଇ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା । କଂଗ୍ରେସ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ ବୋଲି ସିଡବ୍ଲୁସିର ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ବିଜେପି…

ମୁକେଶ ଅମ୍ବାନୀଙ୍କ ନୂଆ ବର୍ଷର ଗିଫ୍ଟ , ଏହି ପ୍ଲାନ ରିଚାର୍ଜରେ ମିଳିବ ୨୧୫୦ଟଙ୍କାର ଲାଭ

ଭୁବନେଶ୍ବର: ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି କି? ତେବେ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନୂଆ ବର୍ଷ ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଏକ ମାଗଣା ଉପହାର ଦେଉଛି | କମ୍ପାନୀ ଜିଓ ଉପଭୋକ୍ତାଙ୍କୁ ୨୧୫୦ଟଙ୍କା ମୂଲ୍ୟର ଲାଭ ପ୍ରଦାନ କରୁଛି, ତେବେ ଏହି ଅଫର କ’ଣ ଏବଂ ଆପଣ…

“ଯେତେବେଳେ ମନମୋହନ ସିଂ କଥା ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱ ଶୁଣନ୍ତି”: ଓବାମାଙ୍କ ପୁସ୍ତକରେ…

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ୯୨ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏମର୍ଜେନ୍ସି ୱାର୍ଡରେ…

ଇଭି ଶୋ’ ରୁମରେ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ' ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ଇଭି ଶୋ'…

୧୩ ହଜାର ଟଙ୍କା ଦରମାରେ ପ୍ରେମିକାଙ୍କୁ ଫ୍ଲାଟ୍ ଗିଫ୍ଟ, ହୀରାର ଚଷମା ଲଗାଇ ଦାମୀ କାରରେ ବୁଲନ୍ତି ଯୁବକ

ମୁମ୍ବାଇ: ଠିକା ଚାକିରି। ପୋଷ୍ଟ, କମ୍ପ୍ୟୁଟର ଅପରେଟର। ଦରମା ମାତ୍ର ୧୩ ହଜାର। ହେଲେ ଯୁବକଙ୍କ ପାଖରେ ଅଛି ବିଏମଡବ୍ଲୁ କାର ଓ ଦାମୀ ଏସୟୁଭି। ଆଉ ଏହି ଦରମାରେ ଗର୍ଲଫ୍ରେଣ୍ଡକୁ ୪ ବିଏଚକେ ଫ୍ଲାଟ୍ ଗିଫ୍ଟ ବି ଦେଇଛନ୍ତି। ସତରେ ଏପରି ସମ୍ଭବ କି? ହଁ ଏପରି ଏକ ଘଟଣା ସାମ୍ନାକୁ ମହାରାଷ୍ଟ୍ରରୁ।…

‘ଖାଲି ପ୍ରଧାନମନ୍ତ୍ରୀ ନୁହେଁ, ଅର୍ଥମନ୍ତ୍ରୀ ବି ସଂଯୋଗବଶତଃ ବନିଥିଲି..’ କାହିଁକି ଏମିତି କହିଥିଲେ…

ନୁଆଦିଲ୍ଲୀ: ଆଉ ନାହାନ୍ତି ଭାରତର ୧୪ ତମ ପ୍ରଧାନମନ୍ତ୍ରୀ ତଥା ଭାରତର ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ମହାନ୍ ବ୍ୟକ୍ତିତ୍ବ ଡକ୍ଟର ମନମୋହନ ସିଂହ । ଆଜି ତାଙ୍କୁ ଦେଶ ଝୁରୁଛି । ସୋସିଆଲ ମିଡିଆରେ ମନମୋହନଙ୍କ ପ୍ରତିଟି କଥା ପ୍ରତିଟି ଭିଡିଓ ସତେ ଯେପରି ହୃଦୟ ଛୁଉଁଛି । ଥରେ ସିଏ ତାଙ୍କ…