Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତ କଲେ ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଗୁରୁବାର ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ପଶ୍ଚିମବଙ୍ଗରେ ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ,…

ଆପକୁ ବଡ ଝଟକା, ପଦ୍ମ ଧରିଲେ ରାଘବ ଚଡ୍ଡାଙ୍କ ସହ ଏହି ୨ ସାଂସଦ…

ନୂଆଦିଲ୍ଲୀ: ଝାଡୁ ଛାଡି ପଦ୍ମ ଧରିଲେ ସାଂସଦ ରାଘବ ଚଡ୍ଡା । ଆପରୁ ଇସ୍ତଫା ଦେବାପରେ ସେ ଆଜି ବିଜେପିରେ ଯୋଗଦେଇଛନ୍ତି । ତେବେ ଚଡ୍ଡାଙ୍କ ସହ ଆଉ ଦୁଇ ଜଣ ସାଂସଦ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ସେମାନେ ହେଲେ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ । ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ଏହି ୩…

GMAPV: ଜିଏମଏପିଭି ଯୋଜନା ଅଧିନରେ ଜମି ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର:ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ସହ…

ହର୍ମୁଜ୍ ପରେ, ମଲକ୍କାରେ ଟୋଲ୍ ବୁଥ୍ ନିର୍ମାଣ ନେଇ ଚର୍ଚ୍ଚା, ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ ?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ମଲକ୍କା ପ୍ରଣାଳୀ ଉପରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି । ଏହି ରାସ୍ତା ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଟୋଲ୍ ଲଗାଇବା ପାଇଁ ଇଣ୍ଡୋନେସିଆ ବିଚାର କରୁଛି । ଇଣ୍ଡୋନେସିଆର ଅର୍ଥମନ୍ତ୍ରୀ ପୂର୍ବାୟ ୟୁଧି ସଦେବା…

Panchayati Raj Day: ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ତେଜିଲା ରାଜନୀତି: ୧୯୯୫ ଚକ୍ରାନ୍ତ ଓ ପଞ୍ଚାୟତିରାଜ ଦିବସ…

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଉଠିଛି। 'ବିଜୁ ଲିଗାସୀ' ବା ବିଜୁଙ୍କ ଆଦର୍ଶର ପ୍ରକୃତ ଉତ୍ତରାଧିକାରୀ କିଏ, ତାହାକୁ ନେଇ ଏକ ନୂଆ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଛି। ବିଜୁ ବାବୁଙ୍କ ନାମରେ କିଛି…

ଜଳୁଛି ଓଡ଼ିଶା; ୪୪° ଟପିଲା ଝାରସୁଗୁଡ଼ା ପାରଦ, ଜାଣନ୍ତୁ କେଉଁଠି କେତେ ତାପମାତ୍ରା…

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଶୁକ୍ରବାର ଅପରାହ୍ନ ୨.୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୪୪.୬⁰ ସେଲ୍ସିୟସ୍ ବୃଦ୍ଧି ପାଇଛି। ବୁଧବାର ଦିନ ଝାରସୁଗୁଡ଼ା ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଥିଲା। ଯାହା ଆଜିର ୪୪.୬⁰ସେଲ୍ସିୟସ୍ ଠାରୁ ୩.୪…

Trump’s Islamabad tilt:’ଆମେରିକାର ପ୍ରକୃତ ହିତ ଭାରତ ସହ ରହିଛି,ଟ୍ରମ୍ପ ଏକ ବଡ଼ ଭୁଲ…

ନୂଆଦିଲ୍ଲୀ: ପୂର୍ବତନ ଆମେରିକାର ଉପ-ବିଦେଶ ସଚିବ କର୍ଟ ଏମ୍. କ୍ୟାମ୍ପବେଲ(Kurt M Campbell ) କହିଛନ୍ତି ଯେ, ଆମେରିକାର ସମସ୍ତ ରଣନୈତିକ ସ୍ୱାର୍ଥ ପାକିସ୍ତାନ ସହିତ ନୁହେଁ, ଭାରତ ସହିତ। ସେ ଆମେରିକା-ଭାରତ ସମ୍ପର୍କର ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ।…

ଆପ୍‌ ଛାଡ଼ିଲେ ରାଘବ ଚଢ଼ା, ବିଜେପିରେ ମିଶିବେ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟସଭା ସଦସ୍ୟ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ଆମ ଆଦମୀ ପାର୍ଟି ଛାଡିଛନ୍ତି। ଆମ ଆଦମୀ ପାର୍ଟିର ଟାଣୁଆ ନେତା ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ମିଳିଲା ଧମକ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ମିଳିଲା ଧମକ । ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଗିରଫ ହେଲା ଅଭିଯୁକ୍ତ । ଏହି ଗମ୍ଭୀର ଘଟଣାରେ ନାଗପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।…

ସିନ୍ଧୁ ଜଳ ପାଇଁ ବ୍ୟାକୁଳ ପାକିସ୍ତାନ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସହ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀ କଲା…

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି (IWT) ଉପରେ ଭାରତର କଠୋର ଆଭିମୁଖ୍ୟରେ ଚିନ୍ତିତ ହୋଇ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ମଞ୍ଚ ଆଡକୁ ମୁହାଁଇଛି । ପାକିସ୍ତାନ ଭାରତର ନିଷ୍ପତ୍ତିକୁ ଜାତିସଂଘ ସୁରକ୍ଷା ପରିଷଦ (UNSC) ଏବଂ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଉଠାଇ ଏହି ଚୁକ୍ତିର "ପୂର୍ଣ୍ଣ…