Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରାଇସିଟିରେ ସାମିଲ ହେବ ପୁରୀ, ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପୁରୀ ସହରରେ ବେଆଇନ୍…

ଥାନା ଭିତରେ ସୁରକ୍ଷିତ ଅଛନ୍ତି ତ ନାଇଟ୍ ଡ୍ୟୁଟିରେ ଥିବା ମହିଳା କର୍ମଚାରୀ?

ପୁରୀ: ରାତି ଅଧରେ ଥାନାରେ ନାଇଟ୍ ଡ୍ୟୁଟି କରୁଥିବା ମହିଳା କର୍ମଚାରୀଙ୍କ ସହିତ ହେଉଛି ଦୁର୍ବ୍ୟହାର। ଯିଏ ଜନତାଙ୍କୁ ସୁରକ୍ଷା ଯୋଗାଏ ଆଜି ସେ ନିଜ ଅସୁରକ୍ଷିତ। ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର। ରାତି ଅଧରେ ମହିଳା କର୍ମଚାରୀ ଜଣଙ୍କୁ ଫୋନ୍ କରୁଥିଲେ ଅଧିକାରୀ। ରୁମ୍ କବାଟ…

ଅଭିନେତା ଆକ୍ରମଣ ଘଟଣା, ମୁହଁ ଖୋଲିଲେ କରୀନା, କହିଲେ ଗୁଜବ ଠୁ….

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ କଡା ସିକ୍ୟୁରିଟି ଭିତରେ ମଧ୍ୟ ଘର ଭିତରକୁ ପ୍ରବେଶ କରି ଦୁର୍ବୃତ୍ତ ଜଣଙ୍କ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ଘଟଣା ଏବେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ…

ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍

ସମ୍ବଲପୁର: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍। ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ। ସୁପର୍‌କ୍ଲାସ ଠିକାଦାର ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ଚଢଉ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍‌ର ମିଳିତ ଚଢ଼ାଉ ଜାରି ରହିଛି। ଆୟକର…

ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ। ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା। କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ…

ବଢିଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ଦରମା, ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ ବୃଦ୍ଧି। ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମାସିକ ପାରିଶ୍ରମିକ ୧୬,୦୦୦ ଟଙ୍କାକୁ ବୃଦ୍ଧି। ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ। ପୂର୍ବରୁ ୧୧,୧୦୦ ଟଙ୍କା…

ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର: ଭାଙ୍ଗିବ ବୈକୁଣ୍ଠ ଆଶ୍ରମ। ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ବହୁ ବାଦ ବିବାଦ ପରେ ଭୁବନେଶ୍ବର ଖଣ୍ଡଗିରିର ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ। ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ବିଡିଏ। ଏନେଇ ଡାକବାଜି ଯନ୍ତ୍ର ଯୋଗେ…

ସାମ୍ନାକୁ ଆସିଲା ସୈଫଙ୍କ ଘରେ ପଶିଥିବା ଦୁର୍ବୃତ୍ତର ଚେହେରା

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରୀରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ମୁମ୍ବାଇ ସ୍ଥିତ ନିଜ ଘରେ ସୈଫଙ୍କୁ ଛୁରାମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ । ଛୁରା ମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଜଣଙ୍କ ଫେରାର…

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି…

ପୋଦିନା ପତ୍ରର ଔଷଧୀୟ ଗୁଣ

ଭୁବନେଶ୍ବର: ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ । - ଏହି ପତ୍ର ମୁଣ୍ଡବିନ୍ଧା କମ୍‌ କରାଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ । -ପୋଦିନା ପତ୍ର ଖାଇବା ଦ୍ବାରା ବୁଦ୍ଧି ତୀକ୍ଷ୍ଣ ହୁଏ ।…