Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରମ୍ପଙ୍କୁ ହୋଇପାରେ ଜେଲ! ରାଷ୍ଟ୍ରପତି ହେବା ପରେ ନିଜକୁ ଦେଇପାରିବେ କି କ୍ଲିନ୍ ଚିଟ୍?

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ବିଜୟ ଲାଭ କରିଛି। ଜୋ ବାଇଡେନଙ୍କ ପରେ ବର୍ତ୍ତମାନ ୭୮ବର୍ଷ ବୟସ୍କ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାରେ କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି। ଏହା…

ଭାରତ ସମର୍ଥକ, ଚୀନ ବିରୋଧୀ… କିଏ ଏହି ମାର୍କୋ ରୁବିଓ?, ଟ୍ରମ୍ପ କ୍ୟାବିନେଟରେ ହେବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ୫୧ ତମ ରାଷ୍ଟ୍ରପତି ଭାବେ ଭାର ସମ୍ଭାଳିବାକୁ ଯାଉଥିବା ଡୋନାଲ ଟ୍ରମ୍ପ ଆମେରିକା ସିନେଟର ମାର୍କୋ ରୁବିଓଙ୍କୁ ନିଜର କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରାର୍ଥୀ ଚୟନ କରିଛନ୍ତି । ତେବେ ଆସନ୍ତା ଜାନୁୟାରୀରେ ଟ୍ରମ୍ପ ହ୍ବାଇଟ ହାଉସ ଗଲାପରେ ଯଦି ମାର୍କୋ ମନ୍ତ୍ରୀ ପଦ…

ମହାରାଷ୍ଟ୍ରରେ କାହାର ମାଷ୍ଟ୍ରରଷ୍ଟ୍ରୋକ୍?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢିଲାଣି ନିର୍ବାଚନୀ ପାରଦ । ମତଦାନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ ଚଳାଇଛନ୍ତି ନେତା । ମହାରାଷ୍ଟ୍ରରେ ମୁକାବିଲା ମୁଖ୍ୟତଃ ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ହେଉଛି । ଉଭୟ ମେଣ୍ଟ ଘୋଷଣାପତ୍ରରେ ସବୁ ବର୍ଗର…

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲାରେ ଆସିଲା ହାଇକୋର୍ଟଙ୍କ ଶୁଣାଣି। ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି। ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି। ସେନା ଅଧିକାରୀଙ୍କୁ ଥାନାରେ ଦୁର୍ବ୍ୟବହାର ନେଇ ଏସଓପି ଜାରି କରାଯାଇଛି। SOPର ଏକ କପି…

ଅନଲାଇନ୍ ଟ୍ରେଡିଂର ଭୟଙ୍କର ପରିଣତି, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ

ଝାରସୁଗୁଡା: ଅନଲାଇନ ଟ୍ରେଡିଂ ସାଜିଲା କାଳ। ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ। ହେଲେ ଏଇ ଖେଳ ନେଇଗଲା ଯୁବକଙ୍କ ଜୀବନ। ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ…

କ’ଣ ଏହି ଟ୍ରମ୍ପଙ୍କ ଚୀନ ପଲିସି?, ଯେଉଁଥିରେ ଭାରତକୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଘୋଷଣା ହେବା ପରେ ଏବେ ଚିନ୍ତାରେ ଚୀନ । ଟ୍ରମ୍ପଙ୍କ ଚୀନ୍ ପଲିସି ଏବେ ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହା ଭାରତ ପାଇଁ ଆଣିପାରେ ବିପୁଳ ସୁଯୋଗ । ଯାହା ଆପଲ ଭଳି ବଡ ବଡ କମ୍ପାନୀକୁ ଭାରତରେ ପ୍ରବେଶର…

ଓୟୁଏଟିରେ ବ୍ୟାପୁଛି ଜଣ୍ଡିସ୍, କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କଲେ ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ। ଏକାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହୋଇଥିବା ବେଳେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଓୟୁଏଟିର କର୍ମଚାରୀ ପିଇବା ପାଣି ଓ ଖାଦ୍ୟ ଦୋଷ…

ବଦଳିପାରେ ଥଇଥାନ୍ ନିୟମ: ଚାକିରୀ ବଦଳରେ ମିଳିବ ଟଙ୍କା!

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ବଦଳିପାରେ ନିୟମ । ରିହାବିଲିଟେନ୍ ଯୋଜନାରେ ପରିବର୍ତ୍ତନ ହୋଇପାରେ ।  ଏନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ରିହାବିଲିଟେନ୍ ଯୋଜନାରେ ଏଣିକି ପରିବାର ବର୍ଗଙ୍କୁ ଚାକିରୀ ବଦଳରେ ମୋଟା ଅଙ୍କର…

ଭେଜାଲ ଖାଦ୍ୟ ବିକ୍ରି କରି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କେଉଁ ଦଣ୍ଡ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ମସଲା, କ୍ଷୀର, ଘିଅ, ତେଲ, ସବୁକିଛି ଭେଜାଲ। ତେବେ ଯେଉଁ ବ୍ୟକ୍ତି ଏହି ସବୁ କାରବାର କରନ୍ତି ତାଙ୍କୁ କେଉଁ ଦଣ୍ଡ ଦିଆଯାଏ? ଏଥିପାଇଁ କଣ ରହିଛି ଆଇନ ? ଭାରତୀୟ ନିୟମ…

ଅଫିସର ବଦଳି ପ୍ରସଙ୍ଗ: ଜୟନାରାୟଣ କହିଲେ, ‘ନେତା ଭଲ ଅଫିସର ଚାହାନ୍ତି’

ଭୁବନେଶ୍ବର: ଅଫିସରମାନେ ସବୁବେଳେ ଚାହାନ୍ତି ସୁବିଧାବାଦୀ ଜାଗାରେ ପୋଷ୍ଟିଂ ହେବାକୁ । ଆଉ ନେତା ଚାହାନ୍ତି ସେମାନଙ୍କ ଅଞ୍ଚଳରେ ଭଲ ଅଫିସର ରୁହନ୍ତୁ । ସରକାରୀ ଅଫିସରଙ୍କ ବଦଳି ଏବଂ ପୋଷ୍ଟିଂରେ ରାଜନେତାଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ରଖି କିଛି ଏପରି କହିଛନ୍ତି ସମ୍ବଲପୁର ବିଧାୟକ…