Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଦଳିପାରେ ଥଇଥାନ୍ ନିୟମ: ଚାକିରୀ ବଦଳରେ ମିଳିବ ଟଙ୍କା!

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ବଦଳିପାରେ ନିୟମ । ରିହାବିଲିଟେନ୍ ଯୋଜନାରେ ପରିବର୍ତ୍ତନ ହୋଇପାରେ ।  ଏନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ରିହାବିଲିଟେନ୍ ଯୋଜନାରେ ଏଣିକି ପରିବାର ବର୍ଗଙ୍କୁ ଚାକିରୀ ବଦଳରେ ମୋଟା ଅଙ୍କର…

ଭେଜାଲ ଖାଦ୍ୟ ବିକ୍ରି କରି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କେଉଁ ଦଣ୍ଡ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ମସଲା, କ୍ଷୀର, ଘିଅ, ତେଲ, ସବୁକିଛି ଭେଜାଲ। ତେବେ ଯେଉଁ ବ୍ୟକ୍ତି ଏହି ସବୁ କାରବାର କରନ୍ତି ତାଙ୍କୁ କେଉଁ ଦଣ୍ଡ ଦିଆଯାଏ? ଏଥିପାଇଁ କଣ ରହିଛି ଆଇନ ? ଭାରତୀୟ ନିୟମ…

ଅଫିସର ବଦଳି ପ୍ରସଙ୍ଗ: ଜୟନାରାୟଣ କହିଲେ, ‘ନେତା ଭଲ ଅଫିସର ଚାହାନ୍ତି’

ଭୁବନେଶ୍ବର: ଅଫିସରମାନେ ସବୁବେଳେ ଚାହାନ୍ତି ସୁବିଧାବାଦୀ ଜାଗାରେ ପୋଷ୍ଟିଂ ହେବାକୁ । ଆଉ ନେତା ଚାହାନ୍ତି ସେମାନଙ୍କ ଅଞ୍ଚଳରେ ଭଲ ଅଫିସର ରୁହନ୍ତୁ । ସରକାରୀ ଅଫିସରଙ୍କ ବଦଳି ଏବଂ ପୋଷ୍ଟିଂରେ ରାଜନେତାଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ରଖି କିଛି ଏପରି କହିଛନ୍ତି ସମ୍ବଲପୁର ବିଧାୟକ…

ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର କରୁଛନ୍ତି ଦୋକାନୀ ଫଳରେ ଇଚ୍ଛା ଥିଲେ ବି ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ । ବର୍ତ୍ତମାନ ଶୀତ…

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଦୁନିଆର ସବୁଠୁ ଲମ୍ବା କୁର୍ତ୍ତା, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: କୌଣସି ପର୍ରବପାର୍ବଣୀରେ ଲୋକମାନେ ନିଶ୍ଚିତ ଭାବରେ କୁର୍ତ୍ତା ପିନ୍ଧନ୍ତି। କିନ୍ତୁ, ଆମେ ଆଜି ଯେଉଁ କୁର୍ତ୍ତା ବିଷୟରେ କହୁଛୁ ୧୦ ଜଣଙ୍କୁ ଏକାଠି ଛାଡିଦେଲେ ମଧ୍ୟ ଜଣେ ବ୍ୟକ୍ତି ପିନ୍ଧି ପାରିବେ ନାହିଁ। ଯଦି ଗ୍ରେଟ୍ ଖାଲିଙ୍କୁ ଏହି କୁର୍ତ୍ତା ପିନ୍ଧିବାକୁ ଦିଆଯାଏ, ତେବେ…

‘ଲିଜରେ ଚାଲିଥିଲା ବିଜେଡି: ଏବେ ଆଇସିୟୁରେ, ସାଲାଇନ ଲାଗିଛି’

ଭୁବନେଶ୍ବର: ବିଜେଡିର ଆୟୁଷ ବହୁତ କମ୍ । ଏବେ ତ ବିଜେଡି ଆଇସିୟୁରେ ଅଛି । ସାଲାଇନ୍ ଲାଗିଛି । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ବରିଷ୍ଠ ବିଜେଡି ନେତା ଅତନୁଙ୍କ ବୟାନଙ୍କୁ କଡା ସମାଲୋଚନା କରି ଆଜି ଏପରି କିଛି ଜବାବ ରଖିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା…

ଗୋଆର ଭ୍ରମ ସୃଷ୍ଟି କରିବ ଚନ୍ଦ୍ରଭାଗା: ପାଇବ ଅତ୍ୟାଧୁନିକ ସ୍ପର୍ଶ

ପୁରୀ: ଗୋଆ ଏବଂ ପଣ୍ଡିଚେରୀ ବେଳାଭୂମି ପରି ଚନ୍ଦ୍ରଭାଗାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଅତ୍ୟାଧୁନିକ ସ୍ପର୍ଶରେ ନୂଆ ରୂପ ନେବାକୁ ଯାଉଛି ଚନ୍ଦ୍ରଭାଗା । ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବା ସହ ଏହା ଗୋଆ ବିଚ୍ ଭ୍ରମ ସୃଷ୍ଟି କରିବ । ଏଥିପାଇଁ…

ଏହି ୪ କାର୍ଯ୍ୟକଳାପରେ ସାମିଲ ଥିଲେ ଏନଜିଓଗୁଡିକର ଲାଇସେନ୍ସ ବାତିଲ ହେବ

ନୂଆଦିଲ୍ଲୀ: ବିଦେଶୀ ଫଣ୍ଡିଂ ନେଉଥିବା ଅଣ-ସରକାରୀ ସଂଗଠନ (ଏନଜିଓ) ଉପରେ ସରକାର ନଜର ରଖିବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ବିଦେଶରୁ ବିପୁଳ ଅର୍ଥ ନେଉଥିବା ବେଳେ ଅନ୍ୟ ପଟେ ବେଆଇନ କାର୍ଯ୍ୟ କରୁଥିବା ସରକାର ମଧ୍ୟ ଏଭଳି ଏନଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।…

କେଉଁ ବୟସର ଲୋକେ ଅଧିକ ଟାଣନ୍ତି ସିଗାରେଟ୍?

ଧୂମପାନ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ନିଏ। ଏହା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ସମାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଧୂମପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ଜାଣିବା ସତ୍ତ୍ୱେ ଅନେକ ଲୋକ ସିଗାରେଟ ଟାଣନ୍ତି। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି କେଉଁ…

ବିଜେପିକୁ କଡା ନିଶାନା କଲେ ନାନା, କହିଲେ ‘କୁକୁର ଅବସ୍ଥା କରିବୁ’

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା । ଏଥିପାଇଁ ନିର୍ବାଚନ ପ୍ରଚାର ମଇଦାନରେ ଅଙ୍କ କଷୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ କଂଗ୍ରେସ ନେତାଙ୍କ ଏକ ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏବେ ବିଜେପିକୁ…