Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ପଞ୍ଚୁକ ବ୍ରତ: ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକବ୍ରତ । ଏଥର ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ଗୋଟିଏ ଦିନ କ୍ଷୟ କାରଣରୁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶ ବାଦ୍ ଦେଇ ଅନ୍ୟ ଚୋରୋଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଆଜି ପଞ୍ଚୁକ ବ୍ରତର…

ମହଙ୍ଗା ପଡିଲା ଦାଦାବଟି ମାଗିବା, ଗିରଫ ହେଲେ ବିଜେପି ନେତା ଇତିଶ ପ୍ରଧାନ

ଭୁବନେଶ୍ୱର: ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୂର୍ବତନ ଏନଏସୟୁଆଇ ରାଜ୍ୟ ସଭାପତି ତଥା ବର୍ତ୍ତମାନର ବିଜେପି ନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ତାଙ୍କ ସହ ଆଉ ଦୁଇ ଜଣ ଅପର୍ନ ମିଶ୍ର ଏବଂ ବିପ୍ଳବ ପରିଡାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । …

ବାଲିଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ଉନ୍ନୟନ କମିଶନର, ଦର୍ଶକ ଦେଖିବେ ଓଡିଆ ଅସ୍ମିତାର ଝଲକ

କଟକ: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରୌପ୍ୟ ନଗରୀ କଟକ।  ଆଉ ତିନି ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।  ଏହାକୁ ନେଇ ପ୍ରଶାସନର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅନ୍ୟପଟେ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଟେଣ୍ଟ୍‌ ନିର୍ମାଣରେ…

ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ସରକାର : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି। ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ପାଲଟିଥିବା ବିଜେଡ଼ି  ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଅହେତୁକ ଦର ବୃଦ୍ଧିରୁ ରାଜ୍ୟବାସୀଙ୍କୁ…

ମାଲକାନଗିରିରୁ ମାଓ ଡମ୍ପ ଉଦ୍ଧାର କଲା ବିଏସ୍‌ଏଫ୍‌, ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଗତକାଲି ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ଯବାନମାନେ ମାଲକାନଗିରିର ଯଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏକ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ଡମ୍ପରୁ ୫୬ଟି ଜିଲୋଟିନ , ୧୩ଟି ବିଦ୍ୟୁତ…

୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ, ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି…

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୨୦୧ କୋଟି ଦେବେ କେନ୍ଦ୍ର ସରକାର

ଭୁବନେଶ୍ବର: ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର…

ଚାରିଧାମ ଯାତ୍ରା ସମୟରେ ୨୫୦ରେ ପହଞ୍ଚିଲା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ତୀର୍ଥଯାତ୍ରାରେ ସ୍ବାସ୍ଥ୍ୟାବସ୍ଥା ଖରାପ କାରଣରୁ ଚଳିତ ବର୍ଷ ୨୪୦ ରୁ ଅଧିକ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଯୋଗେ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ମଧ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ଅତ୍ୟଧିକ ଉଚ୍ଚତା, ଅମ୍ଳଜାନ ଅଭାବ ଏବଂ…

ମଣିପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା

ଇମ୍ଫାଲ : ଅଶାନ୍ତ ପାଲଟିଛି ମଣିପୁର।  ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ। ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି୧୧ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ…

ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ ଆକ୍ସନ

ଭୁବନେଶ୍ୱର: ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ବୋଲି ଓଡିଶା ସରକାର କର୍ମଚାରୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ…