Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ଘଟିଛି । ନିର୍ମାଣାଧୀନ ଟନେଲ ନିକଟରେ ଏହି ଆକ୍ରମଣ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି । ଅନ୍ୟପଟେ,…

ଚିଲିକା ମଝିରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ଚିଲିକା ମଝିରେ ଏକ ଡଙ୍ଗା ଫସି ରହିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଚିଲିକା ମଝିରେ ଫସିଥିଲା ଡଙ୍ଗା। ଆଜି ଅପରାହ୍ନରେ କୃଷ୍ଣପ୍ରସାଦ ଅନ୍ତର୍ଗତ ମଏସା ନିକଟ ଚିଲିକାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ସେହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଏବଂ ୪୦ ରୁ ଅଧିକ ମୋଟର ସାଇକେଲ…

‘ମୁସଲମାନମାନଙ୍କୁ ଭାରତରେ ଅସ୍ପୃଶ୍ୟ କରାଯାଇଛି’

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ତାଙ୍କ 'ଏକ୍ସ' ଆକାଉଣ୍ଟରେ ମୁସଲମାନମାନଙ୍କ ସହ ଜଡିତ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, 'ମୁସଲମାନମାନଙ୍କୁ ଭାରତରେ ଅସ୍ପୃଶ୍ୟ କରାଯାଇଛି । ଉତ୍ତରାଖଣ୍ଡର ଚମୋଲିରେ ୧୫ ଜଣ ମୁସଲମାନ ପରିବାରକୁ ସାମୁହିକ ବହିଷ୍କାର କରାଯାଉଛି ।…

କିଭଳି ହେଲା ବାତ୍ୟା ‘ଦାନା’ର ନାମକରଣ?

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି: ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତେ ଆତଙ୍କିତ।  ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ବାତ୍ୟାର ରୂପ ନେଇପାରେ। ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଂଜନ…

ଲିଭଇନ୍ ହେଲା କାଳ, ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଷାଣି ନୂଆଗାଁ ଥାନା ଅଧୀନ ଲାଞ୍ଜିପଲି ଚାଞ୍ଚଡ଼ାପଡିଆ ସାହିରେ ଚାଞ୍ଚଲ୍ୟ । ଭଡାଘରେ ଲିଭଇନ୍ ରେ ରହୁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପିଙ୍କି ମଲିକ(୨୩) । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଖବର ମୁତାବକ, ଚାଞ୍ଚଡ଼ାପଡ଼ିଆ ସାହିରେ ପିଙ୍କି…

ବିକଶିତ ହେବ ଜାତୀୟ ଜଳମାର୍ଗ-୫

ଭୁବନେଶ୍ୱର : ଜାତୀୟ ଜଳମାର୍ଗ-୫ ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି। ସେହିପରି ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ…

ପୁରୀରେ ହବିଷ୍ୟାଳୀ ମା’ଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ…

ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଅଧିକ ଶିଶୁ ଜନ୍ମ କର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା…

ଆଇଓସିଏଲ ପାଇପ ଲାଇନରୁ ଲିକ୍ ହେଲା ତେଲ

ପାରାଦୀପ: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇଛି। ଏହି ଘଟଣା ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଦେଖିବାକୁ ମିଳିଛି।  ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଅଣ୍ଡରଗ୍ରାଉଣ୍ଡ ପାଇପରୁ ହଜାର ହଜାର ଲିଟର ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ଏହି ଅଶୋଧିତ ତୈଳ ମାଟିରେ ମିଶିଥିବାର…