Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କନ୍ଧମାଳ ଆମ୍ବ ଟାକୁଆ ‘ଅପମୃତ୍ୟୁ’ ଘଟଣା: ଦକ୍ଷିଣାଞ୍ଚଳ ଆରଡିସିଙ୍କ ତଦନ୍ତ ଆରମ୍ଭ 

ଭୁବନେଶ୍ବର: କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମର ଗ୍ରାମବାସୀଙ୍କ ଅପମୃତ୍ୟୁ ଓ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର (ଆରଡିସି) ରୂପା ରୋଶନ ସାହୁ ବୁଧବାର କନ୍ଧମାଳ ଗସ୍ତ…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି । କୃଷକମାନଙ୍କ…

ମୃତ୍ୟୁ ପରେ ବି ନିଜର ଆତ୍ମୀୟଙ୍କ ସହ ହୋଇପାରିବେ କଥା, କରନ୍ତୁ ଏପରି କାମ

ନୂଆଦିଲ୍ଲୀ: ଯଦି ଆମ ନିଜର କେହି ମରିଯାଏ, ତା'ର ଦୁଃଖ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଲୋକମାନେ ଭାବନ୍ତି ଯେ ଏପରି କିଛି ଘଟୁ ଯେ ସେହି ବ୍ୟକ୍ତି ଆମ ପାଖକୁ ଫେରି ଆସୁ କିମ୍ବା ଆମେ ତାଙ୍କୁ ପୁଣି ଦେଖିପାରିବା… ଯଦି ଆପଣ ମଧ୍ୟ ଏହିପରି ଭାବନାକୁ ଆପଣଙ୍କ ମଧ୍ୟରେ ରଖିଛନ୍ତି ତେବେ ଆପଣଙ୍କ…

ଓଏଏସ୍ ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ପ୍ରକାଶ ପାଇଲା ତାରିଖ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ପରୀକ୍ଷା । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ…

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ…

ଦେଶର ୧୫ ଆଞ୍ଚଳିକ ବ୍ୟାଙ୍କର ହେବ ମିଶ୍ରଣ

ଭୁବନେଶ୍ବର: ଦେଶର ୧୫ ଟି ଆଞ୍ଚଳିକ ବ୍ୟାଙ୍କର ମିଶ୍ରଣ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି । ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର 'ଏକ ରାଜ୍ୟ ଏକ ଆରଆରବି' ଯୋଜନା ରଖିଛନ୍ତି । ଏହି ଯୋଜନା…

ବୁଲଡୋଜର ଆକ୍ସନ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ଘର ଭାଙ୍ଗିଥିବା ଲୋକଙ୍କୁ ଦିଅ ୨୫ ଲକ୍ଷ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ  ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ୟୁପିର ମହାରାଜଗଞ୍ଜ ଜିଲ୍ଲାରେ ରାସ୍ତାକୁ ଅଧିକ ଚଉଡା କରିବା ପାଇଁ ବୁଲଡୋଜର ଦ୍ୱାରା ଘର ଭାଙ୍ଗି ଦିଆଯାଇଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ…

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ, ଶାଢୀ ହୋଇପାରେ କ୍ୟାନସରର କାରଣ

ନୂଆଦିଲ୍ଲୀ: ଶାଢୀ ଭାରତୀୟ ମହିଳାଙ୍କ ପରିଧାନ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟେ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ମହିଳାମାନେ ଶାଢୀ ପିନ୍ଧିଥାନ୍ତି। ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିବା ଦ୍ବାରା ମହିଳାଙ୍କୁ କ୍ୟାନସର ହୋଇପାରେ? ଏକ ନୂତନ ଗବେଷଣାରୁ…

ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଏନେଇ ଜୁନିୟର…

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା…