Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜକୁମାର ରାଓ ୮୦୦ କୋଟି ଟଙ୍କା ଫିଲ୍ମ ଦେବା ପରେ ମଧ୍ୟ କିଣି ପାରିବେ ନାହିଁ ମହଙ୍ଗା କାର, କିନ୍ତୁ କାହିଁକି?

ମୁମ୍ବାଇ: ରାଜକୁମାର ରାଓଙ୍କ ଫିଲ୍ମ କ୍ୟାରିୟର ବର୍ତ୍ତମାନ ଫୁଲ୍ ସ୍ପିଡ୍ ସହ ଟ୍ରାକରେ ଚାଲିଛି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ବିକି ବିଦ୍ୟା କା ୱୋ ୱାଲା ଭିଡିଓ’ ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ରାଜକୁମାର ରାଓ ଏବଂ ତ୍ରୁପ୍ତି ଡିମ୍ରି ଅଭିନୀତ ଏହି…

ସ୍ମାର୍ଟଫୋନ୍ ଚାର୍ଜ କରିପାରିବ ଏହି ଗଛ! ପରିବେଶକୁ ମଧ୍ୟ ଶୁଦ୍ଧ ରଖିବାରେ ହେବ ସକ୍ଷମ…

ନୂଆଦିଲ୍ଲୀ: ବିଜ୍ଞାନ ପ୍ରାୟତଃ ଅନେକ ସମୟରେ ଅଦ୍ଭୁତ ପ୍ରକାରର ଜିନିଷ ଆବିଷ୍କାର କରିଥାଏ । ଆଜିର ସମୟରେ ସମଗ୍ର ବିଶ୍ୱରେ ସବୁଜ ଶକ୍ତି ଆବଶ୍ୟକ । ବିଶ୍ୱରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି କୋଇଲା ଏବଂ ତେଲ ଭଳି ଇନ୍ଧନ ଜାଳିବା ପୃଥିବୀକୁ ଆହୁରି ଗରମ କରୁଛି । କିନ୍ତୁ ନ୍ୟୁୟର୍କର…

ସୁଧୁରୁ ନାହାନ୍ତି ଟ୍ରୁଡୋ, ଭାରତର କଡା ଭର୍ତ୍ସନା

ନୂଆଦିଲ୍ଲୀ: କଡା ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି କାନାଡା ସରକାର । ନେଉଛନ୍ତି ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ । ମିଛ ଅଭିଯୋଗ ଆଣି ବାରମ୍ବାର ଭାରତ ବିରୋଧୀ ବୟାନ ଦେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏବେ କାନାଡା ସରକାରଙ୍କ ଆଉ ଏକ ପଦକ୍ଷେପରେ ନୂଆଦିଲ୍ଲୀ…

ଅର୍ଥନୀତିରେ ମିଳିତ ଭାବେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ୨୦୨୪ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ନୋବେଲ ପୁରସ୍କାର ଚଳିତ ଥର ୩ ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଉଛି। ସେମାନେ ହେଲେ- ଡେରାନ୍ ଆସେମୋଗ୍ଲୋ, ସାଇମନ୍ ଜନସନ ଏବଂ ଜେମ୍ସ ଏ ରବିନସନ।…

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ସହଜ ଓ ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ…

ପୁରୀ: ଆହୁରି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରୁଖୁରରୁରେ ଦର୍ଶନ କରିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ତେବେ ନାଟମଣ୍ଡପରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ।…

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଦେବାକୁ ପଡିବନି ଟୋଲ୍ ଫି

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ।…

ଏଣିକି ଇନଷ୍ଟାଗ୍ରାମରେ ଟ୍ରାନ୍ସଲେଟ୍ ହେବ ଆପଣଙ୍କ ରିଲ୍, ନିଜ ଭାଷାରେ ବୁଝିପାରିବେ କଣ୍ଟେଣ୍ଟ୍

ଅନେକ ଥର, ଇନଷ୍ଟାଗ୍ରାମ ପୋଷ୍ଟଗୁଡିକ ଇଂରାଜୀ କିମ୍ବା ଫାଷ୍ଟ ରିଲରେ ଆସିଥାଏ, ଯାହା କ୍ୟାପସନ୍ ବିନା ବୁଝିବା ଟିକେ କଷ୍ଟକର ମନେହୁଏ। ଯଦି କ୍ରିଏଟର୍ସ ରିଲରେ ଯାହା କହୁଛନ୍ତି ତାହା ଏକକାଳୀନ ଲେଖା ହୋଇଛି, ତେବେ ବାରମ୍ବାର ଗୁଗୁଲ୍ ଟ୍ରାନ୍ସଲେଟରକୁ ଯିବାର ଆବଶ୍ୟକତା ନାହିଁ। କିନ୍ତୁ ଏହା…

ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ତାଙ୍କର ଚିକିତ୍ସା ଏଠାରେ ଚାଲିଛି।…

କିଏ ଏହି ଲରେନ୍ସ ବିଷ୍ଣୋଇ, ଯାହା ଗ୍ୟାଙ୍ଗ ଆତଙ୍କ ମଚାଇଛି….

ନୂଆଦିଲ୍ଲୀ: ବାବା ସିଦ୍ଦିକୀଙ୍କ ହତ୍ୟା ପରେ କୁଖ୍ୟାତ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ ନେଇ ପୁଣି ଚର୍ଚ୍ଚା । ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ ।  ସିଦ୍ଦିକୀଙ୍କୁ ଗୁଳି କରିଥିବା ତିନି ସୁଟରଙ୍କ ମଧ୍ୟରୁ ପ୍ରଥମେ ଧରାପଡିଥିବା ଦୁଇ ସୁଟର ଲରେନ୍ସ ବିଷ୍ଣୋଇ…