Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା…

ବ୍ରହ୍ମାଣ୍ଡର ଏହି ସ୍ଥାନରେ ପହଞ୍ଚିଲେ ଅମର ହୋଇଯିବେ ମଣିଷ, ଥମିଯିବ ବୟସ !

ବ୍ରହ୍ମାଣ୍ଡର ରହସ୍ୟ ବୁଝିବା ଏବଂ ଅଜ୍ଞାତ ସ୍ଥାନରେ ପହଞ୍ଚିବା ପାଇଁ ଆମର କୌତୁହଳ ଶତାବ୍ଦୀ ଧରି ରହିଆସିଛି। ଯେତେବେଳେ ଆମେ ବ୍ରହ୍ମାଣ୍ଡର ବିସ୍ତୃତତା ଏବଂ ଏଥିରେ ଥିବା ଅସଂଖ୍ୟ ସ୍ୱର୍ଗୀୟ ଶରୀର ବିଷୟରେ ଚିନ୍ତା କରୁ, ଆମ ମନରେ ସବୁବେଳେ ଏକ ପ୍ରଶ୍ନ ଉଠିଥାଏ, ବ୍ରହ୍ମାଣ୍ଡରେ ଏପରି କୌଣସି…

ସାବାଡ୍ ହେବେ ‘ମୋ ବସ୍’ ଡ୍ରାଇଭର୍: ୪୦ ଉପରକୁ ସ୍ପିଡ୍ ମନା

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ଟ୍ରମ୍ପ ୨.୦…ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ: ସୁପର ପାଓ୍ବାରର ସୁପରବସ୍ ଡୋନାଲ୍ଡ ଟ୍ରମ୍ପ । କମାଲ କରିପାରିଲେନି କମଲା ହାରିସ, ଆମେରିକାରେ ଟ୍ରମ୍ପ ଝଡ଼ । ଆସିଲା ବିଶ୍ବର ବହୁ ପ୍ରତୀକ୍ଷିତ ଜନାଦେଶ। ଆମେରିକାରେ ପୁଣି ଟ୍ରମ୍ପ ସରକାର । ୪ବର୍ଷ ପରେ ପୁଣି ଆମେରିକା ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ…

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ ହୋଇଛି । ଏନେଇ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବନ୍ଧୁ ସମ୍ବୋଧନ କରି ଏସୋସିଆଲ ମିଡିଆ ପ୍ଲାଟଫର୍ମ କ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,…

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି…

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ କ’ଣ ପାଇବେ ଲାଭ..

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ହାଲୁକା ଯାନ ପାଇଁ ଲାଇସେନ୍ସ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ । ଏଥିପାଇଁ ଆଉ ଅଲଗା ପ୍ରାଧିକରଣ ଆବଶ୍ୟକ ହେବ ନାହିଁ । କମର୍ସିଆଲ ଭେଇକିଲ ଗାଡିଚାଳକଙ୍କୁ ଆଶ୍ବସ୍ତି ଦେଇ ଆଜି ସୁପ୍ରିମକୋର୍ଟ…

ନୂଆ ଗାଇଡଲାଇନ: ଏଣିକି ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏବେଠାରୁ ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ନୂଆ ଗାଇଡଲାଇନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ। ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ…

ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୁବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ ।  ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ…

ଚିକେନ୍ ବିରିୟାନୀ ନେଲା ଝିଅର ଜୀବନ, ୨୦ ଅସୁସ୍ଥ

ହାଇଦ୍ରାବାଦ: ବିରିୟାନୀ ପ୍ରାୟତଃ ଲୋକଙ୍କର ପ୍ରିୟ ଖାଦ୍ୟ। କିନ୍ତୁ ବିରିୟାନୀ ଜଣେ ଝିଅର ଜୀବନ ନେବା ସହ ଅନେକ ଲୋକଙ୍କୁ ଗୁରୁତର ଭାବରେ ଅସୁସ୍ଥ କରିଦେଇଛି। ହାଇଦ୍ରାବାଦରୁ ଏହି ମାମଲା ସାମ୍ନାକୁ ଆସିଛି। ଏଠାରେ ଚିକେନ୍ ବିରିୟାନୀ ଖାଇବା ପରେ ଜଣେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି…