Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲୋକଙ୍କ ବିଶ୍ବାସ ସହ ଧୋକା, ନକଲି ଘିଅ କାରଖାନା ଠାବ

କଟକ: ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । କଟକ ଜଗତପୁର ସ୍ଥିତ ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ବାଲ୍ ଗୋପାଲ ନାମକ ଘିଅ । ଖବରପାଇ ଏହି କମ୍ପାନୀରେ ଜଗତପୁର ଥାନା ପୋଲିସ ଓ କଟକ…

ରନୱେରେ ଫୁଟିଲା ମାଟିତଳେ ଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ବୋମା

ଟୋକିଓ: ରନୱେରେ ଫୁଟିଲା ବୋମା। ଯାହା ଫଳରେ ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ସ୍ଥାନୀୟ ବିମାନ ବନ୍ଦରକୁ ହଠାତ୍ ବନ୍ଦ କରିବାକୁ ପଡିଥିଲା। ସୂଚନା ଅନୁଯାୟୀ, ରନୱେ ନିକଟରେ ଏକ ବିସ୍ଫୋରଣ ହୋଇଥିଲା ଫଳରେ ସେଠାରେ ଧାଁଦୌଡ ଆରମ୍ଭ ହୋଇଯାଇଥିଲା। ପରେ ଜଣାପଡିଥିଲା ​​ଯେ ବୋମା…

ଦୁର୍ଗାପୂଜାରେ ଏହି ସର୍ତ୍ତ ସହ ଡିଜେ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଆଜି ଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ମା’ଙ୍କ ପୂଜାର୍ଚ୍ଚନା ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ଅନ୍ୟପଟେ ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ସାଜସଜ୍ଜା । ସପ୍ତମୀ ଠାରୁ ମଣ୍ଡପରେ ଆରମ୍ଭ ହୋଇଯିବ ମା’ଙ୍କ ପୂଜା । ଏହି ଅବସରରେ ଦୁର୍ଗା ପୂଜାକୁ ନେଇ ଏକ ରାୟ…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ…

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍ !

ଭୁବନେଶ୍ବର: ରାଜଭବନ ହୋଇଛି କି ପଲିଟିକାଲ୍ ହବ୍? ପାଲଟିଛି କି ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍? କାହିଁକି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟୁଛନ୍ତି ? କାରଣ ବ୍ୟକ୍ତିଗତ ନା ରାଜନୈତିକ? ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଚର୍ଚ୍ଚା ଭିତରେ ଏଭଳି ପ୍ରଶ୍ନ ପଚାରିଛି…

ବବିଙ୍କ ବୟାନ…ସରକାରୀ ଚାପ ନା ବିଜେଡିରେ କୋଣଠେସା?

ଭୁବନେଶ୍ବର: ଦଶରଥପୁରରେ ବବିଙ୍କ ବୟାନ। ମାଆ ପାଖକୁ ପୁଅ ଆସିଲେ କେହି ଅଟକାଇ ପାରିବେନି । ଯାଜପୁର ବିକାଶ କରିବା ଯଦି ପାପ, ହଜାରେ ପାପ କରିବି । ପୁଣି ଲଢିବାକୁ ପ୍ରସ୍ତୁତ ଅଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବିଜେଡି ଜନସଂପର୍କ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ବୟାନକୁ ନେଇ…

‘ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ’

ପୁରୀ: ପୁରୀର ନୂତନ ଏସପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୀତ ଅଗ୍ରୱାଲ । ସେ ୨୦୧୬ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା,…

ଈଶା ଫାଉଣ୍ଡେସନ୍‌ ଉପରେ ପୋଲିସ୍‌ ତଦନ୍ତ; ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସଦଗୁରୁ ଜାଗି ବାସୁଦେବଙ୍କୁ ଈଶା ଫାଉଣ୍ଡେସନରେ ପୋଲିସର ତଦନ୍ତ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁ ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ରୋକ୍‌ ଲଗାଇଛନ୍ତି…

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପୁଞ୍ଜି ବିନିଯୋଗ ନେଇ…

‘ବିଗ୍‌ବସ୍-୧୮’ର ମହଙ୍ଗା ପ୍ରତିଯୋଗୀ ନିୟା ଶର୍ମା, ଜାଣନ୍ତୁ କେତେ ନେବେ ପାରିଶ୍ରମିକ

ମୁମ୍ବାଇ: ଏବେ ବଲିଉଡର ଟାଇଗର ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୮କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’। ଏଥିରେ ଭାଗ ନେବା ପାଇଁ ଅନେକ ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି। ଚଳିତ…