Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପୁଞ୍ଜି ବିନିଯୋଗ ନେଇ…

‘ବିଗ୍‌ବସ୍-୧୮’ର ମହଙ୍ଗା ପ୍ରତିଯୋଗୀ ନିୟା ଶର୍ମା, ଜାଣନ୍ତୁ କେତେ ନେବେ ପାରିଶ୍ରମିକ

ମୁମ୍ବାଇ: ଏବେ ବଲିଉଡର ଟାଇଗର ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୮କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’। ଏଥିରେ ଭାଗ ନେବା ପାଇଁ ଅନେକ ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି। ଚଳିତ…

ବଦ୍ରିଙ୍କ ଖୋଲା ଚ୍ୟାଲେଞ୍ଜ: ‘ତାକତ ଅଛି ଯଦି ବିଜେଡି ଖାଲି କରି ଦେଖାଅ’

ଭୁବନେଶ୍ବର: ବିଜେପି ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ବଦ୍ରି ପାତ୍ର । କହିଲେ ତାକତ ଅଛି ଯଦି ବିଜେଡି ଖାଲି କରିକି ଦେଖାଅ ।  ଖାଲି ବୟାନବାଜିରେ କିଛି ଲାଭ ନାହିଁ । ଏଥିପାଇଁ କାହା ମୁହଁରେ ହାତ ଦେଇ ହେବନି । ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ, ଏଇଠି ରହିବେ..

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବା ନେଇ ସୂଚନା…

ଏସିଆର ସବୁଠାରୁ ମହଙ୍ଗା ଟ୍ରେନ୍, ମିଳୁଛି ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା

ଯାତ୍ରୀବାହୀ ଟ୍ରେନ୍ ଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ବହୁତ ଯାତ୍ରା କରିଛନ୍ତି। ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ।…

ବବିଙ୍କ ଇସାରା ପରେ ମୁହଁ ଖୋଲିଲେ ସୁଜାତା, କହିଲେ ‘ଇସ୍ତଫା ଦେବାର ନାହିଁ’

ଭୁବନେଶ୍ବର: ଉଠୁଛି ପଡୁଛି ଯାଜପୁର ରାଜନୀତି  । ଖୋଲା ମଇଦାନରେ ବବିଙ୍କ ରଣହୁଙ୍କାର ପରେ ସୁଜତା ଦେଲେ ସଫେଇ । କହିଲେ, ମୋର ଇସ୍ତଫା ଦେବାର ନାହିଁ, କି ବବିଙ୍କୁ ଉପନିର୍ବାଚନ ବି ଲଢିବାର ନାହିଁ । ସେ ଯାଜପୁର ପାଇଁ ଲଢିବାକୁ କହିଛନ୍ତି, ଉପନିର୍ବାଚନ ନୁହେଁ । ତେବେ ଗତକାଲି ବିଜେଡି…

ମାଆ ଦୁର୍ଗାଙ୍କ ନଅଟି ରୂପରୁ ଶିଖନ୍ତୁ ନଅଟି କଥା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ଆଜିଠାରୁ ମାଆଙ୍କ ନବରାତ୍ରୀ ପୂଜା। ନିଜ ନିଜ ଘରେ ମାଆଙ୍କୁ ସ୍ଥାପନା କରି ୯ ଦିନର ବ୍ରତ ପାଳିବେ ଶ୍ରଦ୍ଧାଳୁ। ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ…

ଓଡିଶାରେ ମାଟିରେ ବିଚରଣ କରୁଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଏମିତି କିଛି ଖୁସି ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ରିପୋର୍ଟ କହୁଛି,  ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି ।…

‘ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ’

ଭୁବନେଶ୍ବର: ଭାଙ୍ଗିଯିବ ବିଜେଡି ଗଡ । ଧିରେ ଧିରେ ଶେଷ ହୋଇଯିବ । ଆଉ ବିକଳ୍ପ ନାହିଁ । ବିଜେଡିକି ନେଇ ଆଜି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏନେଇ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ କିଛି…

ଟଙ୍କା ହେରଫେର୍ ମାମଲାରେ ଆଜହାରୁଦ୍ଦିନଙ୍କୁ ଇଡି ସମନ

ହାଇଦ୍ରାବାଦ୍: ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ । ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ସମନ ଜାରି କରିଛି ଇଡି ।…