Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ…

ଡାକ୍ତରଙ୍କ ପ୍ରତିବାଦ ବେଳେ ରାତି ଅଧରେ କୋଲକାତାରେ ହାଇ ଡ୍ରାମା, ବାଦ ପଡିଲେନି ପୋଲିସ

କୋଲକାତା: ବୁଧବାର ମଧ୍ୟରାତ୍ରିରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏଠାରେ ପ୍ରତିବାଦ ସମୟରେ ହଠାତ୍ ଆନ୍ଦୋଳନକାରୀମାନେ ହସ୍ପିଟାଲରେ ପ୍ରବେଶ କରି ହଇଚଇ ସୃଷ୍ଟି କରିଥିଲେ। ଜରୁରୀକାଳୀନ ୱାର୍ଡକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।…

ନେହେରୁ, ଇନ୍ଦିରାଙ୍କ କେଉଁ ରେକର୍ଡର ସମକକ୍ଷ ହେଲେ ମୋଦୀ ?

ନୂଆଦିଲ୍ଲୀ: ଆଜି ୭୮ ତମ ସ୍ବାଧୀନତା ଦିବସ । ୧୫୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଦେଶମାତୃକାର ଜୟଗାନରେ ଉଛୁଳୁଛି ପଲ୍ଲୀଠୁ ଦିଲ୍ଲୀ । ସବୁଠି ତ୍ରିରଙ୍ଗାର ଲହର । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ…

୭୮ତମ ସ୍ୱାଧିନତା ଦିବସ ଉତ୍ସବ: ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫, ୨୦୨୪ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାରେ ଦେଶବାସୀଙ୍କ ନେତୃତ୍ୱ ନେଇଛନ୍ତି। ସେ ଜାତୀୟ ଏକାଦଶତମ ପତାକା ଉତ୍ତୋଳନ କରିବା ସହ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ…

ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା, ଦିଲ୍ଲୀ ଓ ପଞ୍ଜାବରେ ହାଇଆଲର୍ଟ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ଜଣାପଡିଛି। ଏନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜମ୍ମୁରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନର ଦୁଇ ଜଣ ଆତଙ୍କବାଦୀ ସ୍ୱାଧୀନତା ଦିବସ ସମୟରେ ଦିଲ୍ଲୀ ଓ ପଞ୍ଜାବରେ ଆତ୍ମଘାତୀ…

ଓଡ଼ିଶା ପାଇଁ କଂଗ୍ରେସର ଗଠନ ହେଲା ଷ୍ଟିୟରିଂ କମିଟି, ଜାଣନ୍ତୁ କେଉଁ ମାନଙ୍କୁ ମିଳିଲା ସଦସ୍ୟତା…

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠିତ । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅଜୟଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି । ତେବେ କମିଟିରେ…

ପାଣ୍ଡିଆନଙ୍କ ବିରୁଦ୍ଧରେ ଥାନାରେ ଏତଲା, ହେବ କି କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା ତଥା ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା । ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏହି ଏତଲା ଦାୟର ହୋଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ ହୋଇଛି । ସେହିପରି,…

‘ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ’

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଆୟୋଜିତ 'ଘରେ ଘରେ ତ୍ରିରଙ୍ଗା ଅଭିଯାନ' ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି । ମୁଖ୍ୟମନ୍ତ୍ରୀ…

ଓଡିଶା ଆସିବେ ଆଉ ୫ ମହାବଳ ବାଘ, ୨ ଜିରାଫ

ଭୁବନେଶ୍ୱର: ଓଡିଶା ଆସିବେ ଆଉ ୫ଟି ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମହାବଳ ବାଘ ରାଜ୍ୟକୁ ଆସିବେ । ସେମାନଙ୍କ ମଧ୍ୟରୁ ୩ଟି ବାଘଙ୍କୁ ବରଗଡ଼ର ଡେବ୍ରିଗଡ଼ରେ ଛଡ଼ାଯିବାକୁ ଥିବାବେଳେ ଅନ୍ୟ ୨ଟିକୁ ଶିମିଳିପାଳରେ ଛଡ଼ାଯିବ । ଏନେଇ ଆଇନଗତ…

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ୍ ତାଲିକାରେ ୧୭ତମ ସ୍ଥାନରେ ଥିଲା…