Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକାରଙ୍କ ପାଖରେ ମହଜୁଦ ଅଛି ପେଟ୍ରୋଲ ଏବଂ ଡିଜେଲ: ଭାରତକୁ ଆସୁଛି ଏଲପିଜି ବୋଝେଇ ଆଉ ୨ଟି ଜାହାଜ

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଛି ଉତ୍ତେଜନା। ହର୍ମୁଜ୍ ପ୍ରଣାଳୀ ସଙ୍କଟ ମଧ୍ୟରେ ଭାରତ ପାଇଁ କିଛି ଆଶ୍ୱସ୍ତି ଖବର ଅଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ଉଦ୍ଧୃତି ଦେଇ ରବିବାର ରିପୋର୍ଟ କରିଛି ଯେ…

Prisoner Death: ଜେଲରେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ…

ପୁରୀ: ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁରୀର ରାମଚଣ୍ଡୀ ଥାନା ଅର୍ନ୍ତଗତ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ ।…

ବିଜେପି କ୍ଷମତାକୁ ଆସିଲେ ଆମିଷ ଖାଇବା ବନ୍ଦ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଭାରତୀୟ ଜନତା ପାର୍ଟି ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ରବିବାର ପୁରୁଲିଆରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ବିଜେପି ରାଜ୍ୟରେ କ୍ଷମତାକୁ ଆସେ, ତେବେ ଆମିଷ ଖାଦ୍ୟକୁ ଅନୁମତି ଦେବ ନାହିଁ।…

ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ। ଓଡିଶା ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ OAS ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବିଭିନ୍ନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେମାନେ ହେଲେ:-  ହେମସାଗର…

India sends Petroleum to SriLanka: ଯୁଦ୍ଧ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ଭାରତ;ଶ୍ରୀଲଙ୍କାକୁ ଏତିକି ମେଟ୍ରିକ୍…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧ ବିଶ୍ୱ ଶକ୍ତି ଯୋଗାଣକୁ ଗୁରୁତର ଭାବରେ ବାଧାପ୍ରାପ୍ତ କରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଶ୍ରୀଲଙ୍କାରେ ଏକ ଗମ୍ଭୀର ଇନ୍ଧନ ସଙ୍କଟ ସୃଷ୍ଟି କରିଛି। ପେଟ୍ରୋଲ ଏବଂ ଡିଜେଲର ଅଭାବ ଯୋଗୁଁ ଯାନବାହାନ ଅଟକି ରହିଛି, ଯାହା ଫଳରେ…

ପାକିସ୍ତାନକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ କହିଲା ଆମେରିକା, ଭାରତ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର

ୱାଶିଂଟନ: ଆମେରିକା ପୁଣି ଥରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଭାବରେ ବର୍ଣ୍ଣନା କରିଛି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଅସଲ ଚେହେରାକୁ ପୁଣି ଥରେ ବିଶ୍ୱ ଦରବାରରେ ପଦାରେ ପକାଇଛି ଆମେରିକା। ଆମେରିକା କଂଗ୍ରେସର ଏକ ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବେ ବି…

ପାକିସ୍ତାନକୁ ଫେରିଲା ଲକଡାଉନ୍!

ଇସଲାମାବାଦ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରୁଛି। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସଂଘର୍ଷ କେବଳ ରାଜନୈତିକ ପାଣିପାଗକୁ ପରିବର୍ତ୍ତନ କରିନାହିଁ ବରଂ ତେଲ ଏବଂ ଗ୍ୟାସ ଯୋଗାଣକୁ ମଧ୍ୟ ବାଧାପ୍ରାପ୍ତ କରିଛି। ଏହା…

ରାଜଧାନୀରେ ନାବାଳିକାଙ୍କୁ ଚେଙ୍କ, ଘର ମାଲିକଙ୍କୁ ଅଟକ

ଭୁବନେଶ୍ବର:ନାବାଳିକାଙ୍କୁ ଘରେ କାମ କରାଇବାକୁ ରଖିଥିଲେ । ସାମାନ୍ୟ ତ୍ରୁଟି ହେଲେ ଘର ମାଲିକ ତାଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ । ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କର ଗଭୀର ଚିହ୍ନ ରହିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କିଛି ଅମାନବୀୟ…

ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିଲେ, ଶିକ୍ଷକଙ୍କ ନାଁରେ ଥାନାରେ ଏତଲା

ନବରଙ୍ଗପୁର: ପୁଣି ଧରାପଡ଼ିଲେ ନକଲି ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ୨୭ ବର୍ଷ ହେଲା କରୁଛନ୍ତି ଶିକ୍ଷକ ଚାକିରି। ଏଭଳି ସଂଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ। ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଲେ ବିଇଓ। ସୂଚନା ଅନୁସାରେ ଏହି…

ବିଜେଡିକୁ ଶକ୍ତ ଝଟ୍‌କା; ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌

କେନ୍ଦୁଝର: ରାଜ୍ୟସଭା ଭୋଟ୍ କନ୍ଦଳ ନସରୁଣୁ ପୁଣି ବିଜେଡିକୁ ଲାଗିଛି ଶକ୍ତ ଝଟକା । ଆଜି ବିଜୁ ଜନତା ଦଳର ୯ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦୁଝରରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ଜଣ…