Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ୍; ମାଦକ ଦ୍ରବ୍ୟ, ମଦ ଓ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ…

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ପହିଲା ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ…

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା, ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି…

ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି : ଶରତ ପଟ୍ଟନାୟକ

ଭୁବନେଶ୍ବର:- ସବୁଠି ରାଜନୀତି ଚର୍ଚ୍ଚା । ଏକାଠି ହେବେ ବିଜେଡି-ବିଜେପି । ଗତକାଲି ଠାରୁ ଏପର୍ଯ୍ୟନ୍ତ ଚାଲିଛି ଗୁରୁର୍ତ୍ବପୂ୍ର୍ଣ୍ଣ ବୈଠକ । ଗତକାଲି ନବୀନ ନିବାସରେ ତୁଙ୍ଗନେତାଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ଅପରାହ୍ଣର ୫ଟାରେ ବସିଥିଲା…

ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ବିଆରସି, କାବୁ କଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ରିସୋସ କୋଡିନେଟର । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ କାବୁ କଲା ଭିଜିଲାନ୍ସ ଟିମ୍ । ଖବର ଅନୁଯାୟୀ, ଏକ ପାଇଖାନା ନିର୍ମାଣ ବିଲ ପାଇଁ ଅଭିଯୋଗକାରୀ ମହମ୍ମଦ ଆଶିଷଙ୍କୁ…

୪ ଦିନ ପରେ ବଢ଼ିବ ତାତି, ଉପରମୁହାଁ ହେବ ପାରଦ

ଭୁବନେଶ୍ବର:-  ଆଗାମୀ ୪ ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ନାହିଁ । ହେଲେ ୪ ଦିନ ପରେ ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ଉପରମୁହାଁ ହେବ ପାରଦ । ସଝିବ ଓଡ଼ିଶା,ବଢ଼ିବ ଖରା । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିବ, ଖରା ପ୍ରକୋପରେ ଡହଳବିକଳ ହୋଇପଡ଼ିବେ ଲୋକମାନେ । ଏଭଳି କିଛି…

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲରେ ପୁଣି ଇଡି ରେଡ୍, ଭୁବନେଶ୍ଵରର ୩ଟି ସ୍ଥାନରେ ଚଢାଉ

ଭୁବନେଶ୍ଵର; ଅର୍ଥତତ୍ତ୍ଵ ଚିଟ ଫଣ୍ଡ ମାମଲା। ଆକ୍ସନ ମୋଡରେ ଇଡି । ଭୁବନେଶ୍ଵରର ୩ଟି ସ୍ଥାନ ସହ ରାଜ୍ୟର ମୋଟ ୫ଟି ସ୍ଥାନରେ ଚଢାଉ କରିଛି ଇଡି । ଭୁବନେଶ୍ଵରର ଏକ ଖବରକାଗଜ ମାଲିକଙ୍କ କାର୍ଯ୍ୟାଳୟ ସମେତ ବାସଭନରେ ଚଢାଉ କରିଛି ଇଡି । ସୂଚନା ଅନୁସାରେ, କିଛି ଦିନର ବ୍ୟବଧାନ ପରେ ପୁଣି…

ଦଳ ସପକ୍ଷରେ ଯାହା ନିଷ୍ପତି ହେବ ମାନିବୁ: କେଭି ସିଂହଦେଓ

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି ବିଜେପି ମହାମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି । ଗତକାଲି ଦୁଇ ଦଳର ଘନ ଘନ ବୈଠକ । ରାଜ୍ୟ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାମେଣ୍ଟକୁ ନେଇ ଚାଲିଛି…

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର; ଯେତିକି ଭାଙ୍ଗୁଛି ସେତିକି ଯୋଡୁଛି । ଦିନକୁ ଦିନ ଯେତିକି ବିଜେଡି ନେତା ଦଳ ଛାଡୁଛନ୍ତି ସେତିକି ଦଳରେ ମିଶୁଛନ୍ତି ମଧ୍ୟ । ଏହାରି ଭିତରେ ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସକୁ…

ଆଶାକର୍ମୀଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ବର: ଆଶାକର୍ମୀଙ୍କ ମାସିକ ଦରମା ବଢ଼ାଇଲେ ରାଜ୍ୟ ସରକାର । ଏବେ ମାସକୁ ୭ ହଜାର ଟଙ୍କା ପାଇବେ ଆଶାକର୍ମୀ । ପୂର୍ବରୁ ମାସିକ ପାରିଶ୍ରମିକ ୪, ୫୦୦ଟଙ୍କା ପାଉଥିଲେ ଆଶାକର୍ମୀ । ମାସିକ ପାରିଶ୍ରମିକ ୪, ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେବା ନିବୃତ୍ତି ସମୟରେ ପୂର୍ବରୁ…

ଧାରା ୩୭୦ ଉଚ୍ଛଦେ ପରେ ଶ୍ରୀନଗରରେ ମୋଦୀଙ୍କ ପ୍ରଥମ ରାଲି, ଛକ ଛକରେ ପୋଲିସ ଛାଉଣି

ଶ୍ରୀନଗର: ଧାରା ୩୭୦ ହଟିବା ପରେ ପ୍ରଥମଥର ପାଇଁ ଶ୍ରୀନଗର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜିତ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ ମୋଦୀ । ତେବେ ମୋଦୀଙ୍କ ପହଞ୍ଚିବା ପୂର୍ବରୁ ସେଠାରେ ଥିବା ବକ୍ସି ଷ୍ଟାଡିୟମକୁ ରାଷ୍ଟ୍ରୀୟ ଧ୍ଵଚାର…