Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫସିଗଲେ କି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିକାଂଶ ସିନିୟର ଖେଳାଳି ରଣଜୀ ଟ୍ରଫି ନ ଖେଳିବା ପାଇଁ ବିଭିନ୍ନ ପ୍ରକାର ଡ୍ରାମା କରି ଆସୁଛନ୍ତି । ଏହାକୁ ଦେଖି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ ବୋଲି କହିଥିଲେ । ଏହା ସତ୍ୱେ ଈଶାନ କିଶାନ ଓ ଶ୍ରେୟାଶ ଆୟାର ବିଭିନ୍ନ ଆଳ…

ଭାରତ ଦୁନିଆର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ: ମୋଦୀ

ଅହମ୍ମଦାବାଦ: ଆଜି ନିଜ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ଦେଶର ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ କିସାନ ଯୋଜନା । ଏହି ଯୋଜନା ଅଧିନରେ ସବୁ ଚାଷୀ ଭାଇ ମାନଙ୍କ ବ୍ୟଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯାଉଛି । ଗତଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ…

‘ଦିଲ୍ଲୀ ଚଲୋ’ ଯାତ୍ରାକୁ ଦୁଇ ଦିନ ସ୍ଥଗିତ ରଖିଲେ ଚାଷୀ, ହରିୟାଣା ସୀମା ନିକଟରେ ବିକ୍ଷୋଭ, ଜଣେ ମୃତ

ନୂଆଦିଲ୍ଲୀ: ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍ ଅତିକ୍ରମ କରିବାରୁ ରୋକିବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି। 'ଦିଲ୍ଲୀ ଚଲୋ' ଅଭିଯାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନେ ଅଭିଯୋଗ କରିଛନ୍ତି…

ଓଡ଼ିଶା ଗସ୍ତ ବାବଦରେ ଟୁଇଟ୍ କରି ସ୍ପଷ୍ଟ କଲେ ରାଜନାଥ ସିଂହ, ମାସ ଶେଷରେ ଆସିବେ ମୋଦୀ!

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓଡ଼ିଶାରେ ନିଜର ପ୍ରଚାରକୁ ଜୋରଦାର କରିବା ସହ ଶାସକ ବିଜେଡିକୁ ଚ୍ୟାଲେଞ୍ଜ କରିବ ବୋଲି ଆଶା ରଖିଛି। ଦଳର ରାଷ୍ଟ୍ରୀୟ ନେତାମାନେ ଦ୍ରୁତ ଗତିରେ ରାଜ୍ୟ ଗସ୍ତରେ ଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶନ…

ନିବେଶକଙ୍କ ୧୪୦ କୋଟି ଟଙ୍କା ନେଇ ଦମ୍ପତି ଫେରାର

ଭୁବନେଶ୍ୱର: ନକଲି ଏଜେନ୍ସି ଚଳାଇ ଜଣେ ଦମ୍ପତି ୮୦୦ରୁ ଅଧିକ ନିବେଶକଙ୍କୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୁଶାନ୍ତ ନାଗ ଓ ଲକ୍ଷ୍ମୀପ୍ରିୟା ନାଗ ନାମକ ଏହି ଦମ୍ପତି ଫେରାର ଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ମାମଲାର ତଦନ୍ତ…

ତାପମାତ୍ରା ବଢ଼ୁଥିବାରୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା

ଭୁବନେଶ୍ୱର: ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ୧୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ପହଞ୍ଚିବା ପରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ନିଜ ନିଜ ଜିଲ୍ଲାର ବିଭିନ୍ନ…

ମାଟ୍ରିକ ପରୀକ୍ଷାରେ କପି ଧରାପକାଇଲା ଏଆଇ କ୍ୟାମେରା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ କପି ଓ ଅବ୍ୟବସ୍ଥା ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଲଗାଯାଇଥିବା ଏଆଇ ଚାଳିତ ସିସିଟିଭି କ୍ୟାମେରାରେ ରାଜ୍ୟର ପ୍ରାୟ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ…

ହ୍ୟୁମାନ ସାଗରଙ୍କ ମ୍ୟାନେଜର ଗୀତିକାର ପ୍ରମୋଦଙ୍କୁ ଆକ୍ରମଣ କରିଥିବା ଅଭିଯୋଗ

କଟକ: ଗୀତିକାର ପ୍ରମୋଦ ପରିଡ଼ାଙ୍କୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବିବାଦ ସୃଷ୍ଟି ହୋଇଛି। ବାଦାମବାଡ଼ି ଅଞ୍ଚଳରେ ଥିବା ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଦୁହେଁ ତାଙ୍କୁ ଆକ୍ରମଣ…

ଆତ୍ମ ସମର୍ପଣ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ; ଅମିତ ଶାହଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି। ଆତ୍ମ ସମର୍ପଣ ପରେ ମିଳିଲା ଜାମିନ। ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ…