Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝାଲ୍‌ମୁଢ଼ି ପରେ ଏବେ ‘ମକ୍କି ଦି ରୋଟି ସରଷୋଁ ଦା ଶାଗ’: ବିଜେପିର ମିଶନ ପଞ୍ଜାବ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ଏବଂ ବିରୋଧୀ ଦଳର ସବୁଠାରୁ ଶକ୍ତିଶାଳୀ ନେତ୍ରୀ ମମତା ବାନାର୍ଜୀଙ୍କର ପରାଜୟ ଏବେ ଅନେକ ରାଜନୈତିକ ବିଷୟବସ୍ତୁ ଉପରେ ବିଚାର କରିବାକୁ ବାଧ୍ୟ ହେଉଛି। ଟିଏମସିର ପରାଜୟ ବିଜେପିକୁ ଏପରି କିଛି ଚିନ୍ତା କରିବାର ସୁଯୋଗ ଦେଇଛି ଯାହା ସେମାନେ…

ୟୁପି ରାଜନୀତିରେ ବଡ଼ ଭୂକମ୍ପ: ବିଜେପିକୁ ଟକ୍କର ଦେବା ପୂର୍ବରୁ କାହିଁକି ନିଜର ସବୁଠାରୁ ବଡ଼…

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ ହେବା ଆରମ୍ଭ ହେଲାଣି। ବିଜେପିକୁ ନିଜର ସବୁଠାରୁ ଶକ୍ତିଶାଳୀ ଗଡ଼ରେ ମାତ୍ ଦେବା ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ଼ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ମହାସମରର ବହୁ…

ଥାଲାପତି ବିଜୟଙ୍କ ଆଖିଖୋସା ସମ୍ପତ୍ତି: କେବଳ ବ୍ୟାଙ୍କ ଖାତା ଓ ଏଫଡିରେ ପଡ଼ିଛି ୩୨୦ କୋଟିରୁ ଅଧିକ ଟଙ୍କା!

ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ବାଦଶାହ ତଥା ନବଗଠିତ 'ତାମିଝାଗା ଭେଟ୍ରି କାଝାଗମ୍' (TVK) ଦଳର ସୁପ୍ରିମୋ ଥାଲାପତି ବିଜୟ ଏବେ ରାଜନୀତିର ପଡ଼ିଆରେ ନିଜର ଦବଦବା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ ଲାଗି ସେ ନିଜର ପ୍ରାର୍ଥୀପତ୍ର ଦାଖଲ…

ଭାଙ୍ଗିଗଲା କଂଗ୍ରେସ-ଡିଏମକେ ମେଣ୍ଟ! ବିଜୟଙ୍କୁ ମିଳିଲା ରାହୁଲଙ୍କ ସମର୍ଥନ

ନୂଆଦିଲ୍ଲୀ: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ (DMK) ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି, ଯାହା ଫଳରେ ସେମାନଙ୍କ ଦୀର୍ଘଦିନର ମେଣ୍ଟ ଭାଙ୍ଗିଯାଇଛି। ଟିଭିକେ (TVK) ସରକାର ଗଠନ ପାଇଁ କଂଗ୍ରେସ ସମର୍ଥନ ଦେବା ପରେ ଡିଏମକେ ଏହାକୁ "ପଛରୁ ଛୁରାଘାତ" ବୋଲି ସମାଲୋଚନା କରିଛି। ଏହି…

ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣାରେ ସାରା ଓଡ଼ିଶା ମର୍ମାହତ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଏବେ ଜୋର୍ ଧରିଲା ରାଜନୀତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏହି…

Vijay’s Big Hint In Movie: ୨୦୨୪ରେ ୨୬ର ବିଜୟ ଲେଖି ସାରିଥିଲେ ଥାଲାପତି ବିଜୟ, ଭାଇରାଲ ହେଉଛି ତାଙ୍କର…

ଥିରୁଅନନ୍ତପୁରମ: ବିଜୟ ଏବଂ ତାଙ୍କ ଦଳ, ତାମିଲଗା ଭେଟ୍ଟ୍ରି କାଝାଗମ (TVK), ତାମିଲନାଡୁର ରାଜନୀତିରେ ଏକ ବ୍ଲକବଷ୍ଟର ଡେବ୍ୟୁ କରିଛନ୍ତି, ଯାହା ରାଜ୍ୟର ଦଶନ୍ଧି ପୁରୁଣା DMK ଶାସନର ଅନ୍ତ ଘଟାଇଛି । ଯାହା ୫୦ ବର୍ଷରୁ ଅଧିକ ସମୟ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଭାବରେ ଜଣାଶୁଣା ଥିଲା, ତାହା…

ବ୍ରହ୍ମପୁର ବ୍ୟବସାୟୀ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ: : ଛାଡ଼ିବା ପାଇଁ ଆସିଥିଲା ଫୋନ୍, କାନ୍ଦି କାନ୍ଦି ଅପହରଣର…

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ବ୍ୟବସାୟୀ ହତ୍ୟାକାଣ୍ଡରେ ଏବେ ଏକ ନୂଆ ତଥା ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଛି। ଏହା କେବଳ କୌଣସି ପୂର୍ବ ଶତ୍ରୁତା ନୁହେଁ, ବରଂ ଏକ ସୁଚିନ୍ତିତ ଅପହରଣ ଓ ଛାଡ଼ିବା ପାଇଁ ହୋଇଥିବା ବର୍ବର ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାରେ…

ଦକ୍ଷିଣ ଉପକୂଳ ରେଳବାଇ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ: ବିଭ୍ରାନ୍ତିକର ଖବର ଉପରେ ପୂର୍ବତଟ ରେଳବାଇର…

ଭୁବନେଶ୍ୱର: ଦକ୍ଷିଣ ଉପକୂଳ ରେଳବାଇ (South Coast Railway) ଜୋନ୍ ଗଠନ ଏବଂ ଏହାର ପୁନର୍ଗଠନକୁ ନେଇ ଓଡ଼ିଶାରେ ଲାଗି ରହିଥିବା ଆଶଙ୍କା ଏବଂ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନୂଆ ରେଳ ଜୋନ୍ ଗଠନ ଯୋଗୁଁ ଓଡ଼ିଶାର କୌଣସି ପ୍ରକାର କ୍ଷତି ହେବ ନାହିଁ କିମ୍ବା ରାଜ୍ୟ କୌଣସି…

Sijimali:ଜଳ ସଙ୍କଟରୁ ଜଳ ସୁରକ୍ଷାଯାଏ: ସିଜିମାଳିରେ ଜଳ କଷ୍ଟ ଲାଘବ କଲା ବେଦାନ୍ତ ଆଲୁମିନିୟମ

ଭୁବନେଶ୍ବର:ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଗାଁ ଗୁଡ଼ିକରେ ଜଳ କଷ୍ଟ ଲାଘବ ହୋଇଛି । ଦୂର ହେଲା ମହିଳାଙ୍କ କଷ୍ଟ । ଡୁମେରପଦର, ସାଗାବାରୀ, ଚୁଲବାଡି, ସୁଙ୍ଗେର, ଧାମନଘାଟି, ସିଆଡିମାଲ ଏବଂ ଲଦାଖମନ ଭଳି ଗ୍ରାମଗୁଡ଼ିକରେ ପାଣିର ଉପଲବ୍ଧତା କେବେ ବି ସୁନିଶ୍ଚିତ ନଥିଲା…

ଗୁଗଲ୍‌ ମ୍ୟାପ୍‌ରେ ରେଡ୍‌ ଜୋନ୍ ହେଲେ ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତା

ପୁରୀ: ଶ୍ରୀମନ୍ଦିର ନିକଟରେ ପହଞ୍ଚିବାକୁ ଚାହୁଁଥିଲେ ଯାତ୍ରୀଙ୍କୁ ଗୁଗଲ୍‌ ମ୍ୟାପ୍‌ ସର୍ଚ୍ଚ କରିବାକୁ ପଡୁଥିଲା। ହେଲେ ଏହି ମ୍ୟାପ୍ ଶ୍ରଦ୍ଧାଳୁ ଭୁଲ ଗଳି ରାସ୍ତା ଦେଖାଉଥିଲା। ଫଳରେ ଶ୍ରଦ୍ଧାଳୁମାନେ ଫସି ଯାଉଥିଲେ। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବନି। ପୁରୀ ପୋଲିସ ଗୁଗଲ୍‌ ସହ ଆଲୋଚନା…