Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ…

Om Birla Back In Chair: ଗୃହକୁ ଫେରି ଭାବପ୍ରବଣ ହୋଇଗଲେ ବାଚସ୍ପତି ଓମ୍ ବିର୍ଲା, କହିଲେ, “ଚାପ ନୁହେଁ,…

ନୂଆଦିଲ୍ଲୀ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁଣି ଥରେ ଗୃହର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଆସନକୁ ଫେରି ସେ ସ୍ପଷ୍ଟ କରିଛନ୍ତି ଯେ ଗୃହର କାର୍ଯ୍ୟ କେବଳ ପ୍ରତିଷ୍ଠିତ ନିୟମ ଏବଂ ପ୍ରକ୍ରିୟା ଅନୁସାରେ ପରିଚାଳିତ ହୁଏ। ବିର୍ଲା…

ଭାରତ ପାଇଁ ଖୁସି ଖବର; ଇରାନ ନେଲା ବଡ଼ ନିଷ୍ପତ୍ତି..

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଯୁଦ୍ଧ ଏବଂ ଶକ୍ତି ସଙ୍କଟ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ଏବଂ ଆମେରିକା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଏବେ ଭାରତୀୟ ଜାହାଜଗୁଡ଼ିକୁ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' ଦେଇ ଯିବାକୁ ଅନୁମତି ଦେଇଛି । ଯେଉଁ ସମୟରେ…

ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା

ଦେବଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଳା ରିଆମାଳ ବ୍ଲକ ଅଧିନ କୁଣ୍ଢେଇଗଳା ଥାନାର ଗରିଆପାଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଦ୍ୟପାନ କରି ରମେଶ ବରିଆ ନିଜର ପତ୍ନୀ ଗୁଲ୍ ବରିଆଙ୍କୁ ହତ୍ୟା କରିଛି। କ୍ରୋଧରେ…

ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ଏକ ଯୁଦ୍ଧଜାହାଜରୁ ରଣନୈତିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଆମେରିକା ଏବଂ ଦକ୍ଷିଣ କୋରିଆ ମିଳିତ ସାମରିକ ଅଭ୍ୟାସ କରୁଛନ୍ତି। ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଶୋଧ ନେବାର ଧମକ ଦେଇଛି। ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଏବଂ…

ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହେଲେ G7 ଦେଶ, ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଆଜି ୧୨ ମାର୍ଚ୍ଚ, ୨୦୨୬ ରେ ତେଲ ମୂଲ୍ୟରେ ବୃଦ୍ଧି ଘଟିଛି କାରଣ ପ୍ରମୁଖ ଦେଶଗୁଡ଼ିକ ଇରାନରେ ସଂଘର୍ଷର ପ୍ରଭାବକୁ ସୀମିତ କରିବା ପାଇଁ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛନ୍ତି। ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA) ର ସମସ୍ତ…

ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ, ୧୫ ଦିନରେ ଆସିବ ନୂଆ ନିୟମ !

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ୧୫ ଦିନରେ ନୂଆ ନିୟମ ଆସିବ। ଏହି ୫ଟି ନିଷ୍ପତ୍ତିଗୁଡିକ ହେଲା-…

ଫାରୁକ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଉଦ୍ୟମ, ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ ଓମର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ପ୍ରତିଷ୍ଠାତା ଫାରୁକ ଅବଦୁଲ୍ଲାଙ୍କୁ ଗୁଳି କରିବାକୁ ଚେଷ୍ଟା କରାଯାଇଥିଲା। ବୁଧବାର, ମାର୍ଚ୍ଚ ୧୧ ତାରିଖରେ ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଯୋଗ…

ମଧ୍ୟପ୍ରାଚ୍ୟକୁ ୫୮ଟି ବିମାନ ଚଳାଚଳ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ଏହି ସଂଘର୍ଷ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଏବଂ ଅସ୍ଥିର ହୋଇପଡ଼ିଛି। ହଜାର ହଜାର ଭାରତୀୟ ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଫସି ରହିଛନ୍ତି।…

ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ: ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଅସମ୍ମାନ ଓ ପ୍ରୋଟୋକଲ ଉଲ୍ଲଂଘନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି।…