ଭୁବନେଶ୍ୱର: ଭୁବନେଶ୍ବର IIT କ୍ୟାମ୍ପସ୍ ହଷ୍ଟେଲ ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ମୃତ। ବଏଜ୍ ହଷ୍ଟେଲ୍ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ଛାକ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା ନିଶାନ୍ତ କୁମାର ଏବଂ ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ ଥିବା ଜଣାପଡିଛି। ବାଲକୋନୀରୁ ଖସି ମୃତ୍ୟୁ ନେଇ କଲେଜ୍ ପିଆର୍ଓ ଦେଇଛନ୍ତି ସୂଚନା। ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ ପିଆର୍ଓ କହିଛନ୍ତି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।
BREAKING NEWS
- ନଭେମ୍ବର ୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି
- ଟେଷ୍ଟ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କଲେ ରାବାଡା
- Avalanche Hits Kedartal Trek:କେଦାରତାଲ୍ ଟ୍ରେକ୍ରେ ହିମସ୍ଖଳନ,ରାସ୍ତା ଅବରୋଧ…ଫସି ରହିଛନ୍ତି ୮ଜଣ;ଉଦ୍ଧାର କାର୍ଯ୍ୟ ଜାରି
- ବଲିଉଡ ଫିଲ୍ମମେକର ସଂଜୟ ଗୁପ୍ତାଙ୍କ ପରଲୋକ
- ବାତ୍ୟା ‘ଅର୍ଣ୍ଣବ’ ଜନିତ ରିଲିଫ୍; ଗଞ୍ଜାମରେ ନିୟୋଜିତ ହେଲେ ୧୦ ଅଧିକାରୀ
- ବିବାହ ବନ୍ଧନରେ ଆବଦ୍ଧ ହେଲେ ଜମ୍ମୁ-କାଶ୍ମୀର ସିଏମ୍ ଓମାର ଅବଦୁଲ୍ଲା
- ନଭେମ୍ବର ୩୦ ଯାଏଁ ବଢିଲା ‘ଏକାମ୍ର ରେସିଡେନ୍ସି’ ଆବେଦନ
- କେଜି ଛାତ୍ରୀଙ୍କୁ ତୃତୀୟ ଶ୍ରେଣୀ ଛାତ୍ରର ଆକ୍ରମଣ, ଗୁରୁତର ଛାତ୍ରୀ ମେଡିକାଲରେ ଭର୍ତ୍ତି
- ନିଖୋଜ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…
- ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

Comments are closed.