Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ଧାର୍ଯ୍ୟ ହୋଇଛି। ସେହିପରି ଅକ୍ଟୋବର ୨୨ରେ…

ପିନ୍ଧା ଧୋତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖମଣ୍ଡଳ ଚିତ୍ର, ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଘୋର ବିରୋଧ

ପୁରୀ: ଧୋତି ପଞ୍ଜାବୀରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିହ୍ନ । କିଛି ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିର ନିକଟରେ ଜଗନ୍ନାଥଙ୍କ ଛବି ଥିବା ଧୋତି ପଞ୍ଜାବୀ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ସେବାୟତମାନେ ଘୋର ବିରୋଧ କରିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପ୍ରବେଶ…

ରାଜଧାନୀରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ। ଭୁବନେଶ୍ବର ରେଲୱେ ଷ୍ଟେସନ ୬ନଂ ପ୍ଲାଟ୍‌ଫର୍ମ ବାହାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ଗୁରୁତର ଶିକ୍ଷକ…

ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ, ବ୍ୟବସାୟୀଙ୍କ ସୁଖଦୁଃଖ ବୁଝିଲେ

ପୁରୀ: ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ…

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ CBI; ଯାଇଥିଲା ୪୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ସୋମବାର ଦିନ ସୁପ୍ରିମକୋର୍ଟ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଳଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା। ସିବିଆଇ ତଦନ୍ତର ତଦାରଖ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି କରିବ।…

Jagannath Temple Closed: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା…

ଧନତେରାସ ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି; ଜାଣନ୍ତୁ କେତେ ବଢିଲା..

ନୂଆଦିଲ୍ଲୀ: ଧନତେରାସ ପୂର୍ବରୁ ସୁନାରୂପା ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ଗ୍ରାହକଙ୍କୁ ଶକ୍ତ ଝଟକା ପରି ଲାଗିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ସେହିପରି, ରୁପା କେଜି ୧,୯୦,୦୦୦ ଟଙ୍କାରେ ପହଞ୍ଚିଛି ।…

ପୋଲିସ ଏନ୍‌କାଉଣ୍ଟରରେ ଦୁଷ୍କର୍ମୀ ମୃତ, ଜେଲ୍‌ରୁ ଫେରିବା ପରେ ନାବାଳିକାକୁ ଆକ୍ରମଣ କରି ଫେରାର ଥିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଏନ୍‌କାଉଣ୍ଟରରେ ଦୁଷ୍କର୍ମୀ ମୃତ। ମିରଟ ସାରୁପୁର ଅଞ୍ଚଳରେ ସକାଳୁ ପୋଲିସର ଏନ୍‌କାଉଣ୍ଟର। ଦୁଷ୍କର୍ମ ମାମଲାରେ ୫ ବର୍ଷ ସଜ୍ଜା କାଟି ଫେରିଥିବା ଶେହଜାଦକୁ ଏନ୍‌କାଉଣ୍ଟର। ଜେଲ୍‌ରୁ ଫେରିବା ପରେ ଜଣେ ନାବାଳିକାକୁ ଆକ୍ରମଣ କରି ଫେରାର ଥିଲା। ଗିରଫ କରାଇଲେ…

ଆରମ୍ଭ ହେବ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା, ୭ ମାସ ଧାମରା-ଗହୀରମଥାରେ ମାଛଧରା ମନା

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଅଲିଭ ରିଡଲେର ସୁରକ୍ଷା…

ରାଜଧାନୀରେ ଚାଞ୍ଚଲ୍ୟ: AIIMS କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଗୁଳିମାଡ଼ ହୋଇଛି। ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ AIIMS ରେ ଭର୍ତ୍ତି…