Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆପଡାରେ ଫ୍ଲାଗ୍ ମାର୍ଚ୍ଚ; ସହଯୋଗ ପାଇଁ ଏସ୍‌ପିଙ୍କ ନିବେଦନ

ନୂଆପଡ଼ା: ନୂଆପଡା ବିଧାନସଭା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୧୩ ତାରିଖରେ ଜାରି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍…

ଭାରତୀୟ ସେନାର ଅଷ୍ଟ୍ରେଲିଆ ଗସ୍ତ; ସାମରିକ ଅଭ୍ୟାସରେ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀ: ରବିବାର ଦିନ ଭାରତୀୟ ସେନାର ଏକ ଦଳ ମିଳିତ ଅଭ୍ୟାସ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ୧୨୦ ଜଣ ଯବାନଙ୍କ ଦଳ ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥର Irwin Barracksରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମିଳିତ ସାମରିକ ଅଭ୍ୟାସ, AUSTRAHIND 2025 ରେ…

ଆସାମ ହିନ୍ଦୁ -ମୁସଲମାନଙ୍କ ଜନସଂଖ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ହିନ୍ଦୁ ଜନସଂଖ୍ୟା…

ଆସାମ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ରାଜ୍ୟର ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ ଏକ ବଡ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଆସାମରେ ହିନ୍ଦୁମାନେ ଏବେ ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ, ଯାହା ପ୍ରାୟ ମୁସଲିମ ଜନସଂଖ୍ୟା ସହିତ ସମାନ। ଏକ କାର୍ଯ୍ୟକ୍ରମ…

ଦରଘା ବଜାର ବିସର୍ଜନ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା; ଆଉ ୪ ଗିରଫ

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଦରଘା ବଜାର ଥାନା ପୋଲିସ । ପୂର୍ବରୁ ୯ ଗିରଫ ହୋଇଥିଲେ । ମୋଟ୍ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ…

୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୮ ନକ୍ସଲ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ

ବିଜାପୁର: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସିଆରପିଏଫ୍ ର ୧୬୮ତମ ବାଟାଲିୟନ, ବାସାଗୁଡ଼ା ପୋଲିସ ଷ୍ଟେସନର ଏକ ମିଳିତ ଟିମ୍ ଏକ ବଡ଼ ଅଭିଯାନ ଚଳାଇ ଆଠ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି ।…

ବର୍ଦ୍ଧମାନ ରେଳ ଷ୍ଟେସନରେଲ ଦଳାଚକଟା, ୭ ଗୁରୁତର

କୋଲକତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରବଳ ଭିଡ଼ରେ ଦଳାଚକଟା ଯୋଗୁଁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ, ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ନାହିଁ । ରବିବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।…

ଗଞ୍ଜେଇ ଚାଲାଣରେ ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ର ଗିରଫ

କୋରାପୁଟ: ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଗିରଫ କଲା କୋରାପୁଟ ଜିଆରପି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୈତାରୀ ଖେମୁଣ୍ଡୁ । ସେ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଭାବେ ପରିଚିତ । ରବିବାର ଦୈତାରୀକୁ କୋରାପୁଟ ରେଲୱେ ଷ୍ଟେସନ…

Sultan Of Johor Cup 2025: ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫…

ଭଦ୍ରକ ଟାଉନ ଥାନାର ASI ନିଲମ୍ବିତ; କାରଣ…

ଭଦ୍ରକ:ଭଦ୍ରକ ଟାଉନ ଥାନାର ASI ସୁଶାନ୍ତ ନାୟକ ନିଲମ୍ବିତ। ଆଜି ଭଦ୍ରକ ଏସ୍‌ପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି । ସେ ଟାଉନ ଥାନାରେ ପ୍ରାୟ ୨ବର୍ଷ ହେଲା କାର୍ଯ୍ୟ କରୁଥିଲେ । ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନ…

ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ମାଓବାଦୀମାନେ ଜଙ୍ଗଲରେ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ଅତି ସତର୍କତାର ସହ…