Latest Odisha News

BREAKING NEWS

Browsing Category

Uncategorized

ରାଜଧାନୀରେ ଲାଗୁ ହେବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଦିଲ୍ଲୀରେ କୌଣସି ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ। ସେ କହିଛନ୍ତି ଯେ "ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଲକଡାଉନ୍ ଲଗାଇବୁ ନାହିଁ। ଗତ କିଛି ଦିନ ମଧ୍ୟରେ ସହରରେ ପ୍ରାୟ ୨୨,୦୦୦ କୋଭିଡ୍‌-୧୯ ମାମଲା…

୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ,୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ଅନୁଗୁଳ: ତାଳଚେର ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ବ୍ରାଉନ୍‌ସୁଗର ଜବତ । ୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ  ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନ୍‌ସୁଗର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି ।…

ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ

ବଲାଙ୍ଗୀର : ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା । କୋଭିଡ କଟକଣା ଭିତରେ ପାଳନ ପାଇଁ ଯାତ୍ରା ପୂଜା କମିଟି ତରଫରୁ ଶେଷ ହୋଇଛି ପ୍ରସ୍ତୁତି । ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୧୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୪…

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର, ଆସନ୍ତାକାଲି ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହାସହ ଆସନ୍ତାକାଲି ଘୋଷଣା…

ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ

ଭୁବନେଶ୍ବର : ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ । ମିଶନ ଶକ୍ତି ଆନ୍ଦୋଳନ ଓଡ଼ିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି…

କବିତା : ସିଂହଦ୍ଵାର

ମାନସ ରଞ୍ଜନ ମହାପାତ୍ର ରୋମାଞ୍ଚିତ ମନ ମୋର ବେଳେବେଳେ ଅରୋମାଞ୍ଚ ହୁଏ କେମିତି ଜାଣେନା ପ୍ରଭୁ, ତୁମକୁ ଦେଖିଲେ ଶରଧାରେ ମଥା ନଇଁଯାଏ ଜାଣେନା କେମିତି ପ୍ରଭୁ, ତୁମ ସହ ହେଲେ କେବେ ଦେଖା ଲିଭିଯାଏ ହୃଦୟରୁ ପାପ ସବୁ ଏବଂ ଜଳିଉଠେ ପୂଣ୍ୟର ଶିଖା ଜାଣେନା କେମିତି ପୁଣି ଆଖି…

ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍

ଭୁବନେଶ୍ବର : ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ । ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ…

ସୋମବାରରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ : ଆସନ୍ତା ସୋମବାରରୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।…

ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ, ଥାନାରେ ଅଭିଯୋଗ ପାରିବାରିକ କଳହର କରୁଣ ପରିଣତି । ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ସମସ୍ତିପୁର ଅଂଚଳର…

କଟକ ରେଲୱେ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ : ସିଲଭର ସିଟି କଟକ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ । ବଦଳିବ ଷ୍ଟେସନ ରୂପ ରେଖ । ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଯାଇ କଟକ ଚଣ୍ଡି ମନ୍ଦିରରେ ମା' ଙ୍କ ଦର୍ଶନ କରିଥିଲେ । ତାପରେ ଷ୍ଟେସନ ପରିସରରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ…