Latest Odisha News

BREAKING NEWS

Browsing Category

Uncategorized

ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର : ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଏହାସହ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଯାଜପୁର କୁଆଖିଆ ଥାନା ଖରିଦାବାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁସାରେ, ଗତ ୨୦୧୬ ଜାନୁୟାରୀ ୧୭ ତାରିଖରେ କୁଆଖିଆ…

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିନା ପରୀକ୍ଷାରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ…

କ୍ରୀଡାବିତଙ୍କ ପାଇଁ ସାଇକେଲ ଶୋଭାଯାତ୍ରା

ପୁରୀ : ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବା ପାଇଁ ଉର୍ଜାବାନ ଓଡିଶା ତରଫରୁ ସାଇକେଲ ଶୋଭାଯାତ୍ରା l ଟୋକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାଗନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ଆଜି "ଉର୍ଜାବାନ ଓଡିଶା" ତରଫରୁ ଶ୍ରୀମନ୍ଦିରଠାରୁ…

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ସଂସ୍କୃତି ଭବନ ପରିସରରେ , ୨୦୨୦ ମସିହା ପାଇଁ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର…

ନଷ୍ଟ ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ

ବଲାଙ୍ଗିର : ଗନ୍ଧମାର୍ଦନ ଜଙ୍ଗଲ ରାସ୍ତା ନିର୍ମାଣରେ ରେଂଜରଙ୍କ ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ । ଏଭଳି  ଅଭିଯୋଗ ଆସିଛି ବଲାଙ୍ଗିର  ଖପ୍ରାଖୋଲ…

ମୀରବାଇଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ମାଆଙ୍କ ଉପହାର !

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରୋତୋଳିକା ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତେବେ ତାଙ୍କର ଏହି ସଫଳତା ପଛରେ ମାଆଙ୍କ ଏକ ଉପହାର ଚର୍ଚ୍ଚାର ପରିସରକୁ ଆସିଛି । ଏପରି କି ଏହି ଉପହାର ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି ବୋଲି ନିଜେ ଚାନୁ କହିଛନ୍ତି । ୨୦୧୬ ରିଓ…

ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା, ୪ ଦିନ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା

ଭୁବନେଶ୍ବର : ଭୁବନେଶ୍ବର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପାଇଁ ୪ ଦିନ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ହତ୍ୟାକାଣ୍ଡ ଦିନ ସକାଳ ୯ଟାରେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା ଜଗନ୍ନାଥ ।…

ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲେ ସୌମ୍ୟରଞ୍ଜନଙ୍କ ବାପା

କଟକ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ତଦନ୍ତର ଖିଅ ପାଉନି ପାରଳାଖେମୁଣ୍ଡି ପୋଲିସ । ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ । ଘଟଣାରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ପାରଳାଖେମୁଣ୍ଡିରୁ ଆସିଥିବା…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି, ବଡ଼ଦାଣ୍ଡରେ ସ୍ଥିତି ପରଖିଲେ ଏସପି

ପୁରୀ : ଦିନକ ପରେ ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଏଥିପାଇଁ ତିନି ରଥର ଦକ୍ଷିଣ ମୋଡ ବି ଶେଷ ହୋଇଛି । ବାହୁଡା ଯାତ୍ରା ପାଇଁ ଆସନ୍ତାକାଲି ରାତି ୮ଟାରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ତେବେ ଏହା ପୂର୍ବରୁ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ…

ଗୁଣି ଗାରେଡି ସନ୍ଦେହରେ ୧୪ପରିବାରକୁ ନିର୍ଯାତନା

ବଲାଙ୍ଗୀର: ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଜୀଉଁଛି ମଣିଷ । ଯୁଗ ବଦଳୁଥିଲେ ବି ମନରେ ଥିବା ସଂକୀର୍ଣ୍ଣତା ଆଉ କିଛି ଅନ୍ଧବିଶ୍ୱାସ ଲିଭୁନି । ଏମିତିକି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧିକେଲା ନିର୍ମୂଳା ଗାଁରେ । ଗୁଣି ଗାରେଡି ସନ୍ଦେହରେ କିଛି ପରିବାରକୁ ଦିଆଯାଇଛି…