Latest Odisha News

BREAKING NEWS

Browsing Category

Uncategorized

ମାନବାଧିକାର କର୍ମୀ ମୋତେ ଠକିଛନ୍ତି: ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କଡା ଟ୍ୱିଟ୍ । ଗତକାଲି ତାଙ୍କ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ପାଞ୍ଚଜଣିଆ ଟିମ୍ ତାଙ୍କୁ ଓ ତାଙ୍କ ପରିବାରକୁ ଠକିଥିବା ସେ ଟ୍ୱିଟରେ ଲେଖିଛନ୍ତି । ଏମିତିକି ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ଟିମ୍ ଘରକୁ…

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ । Kim Jong Un is in good health. Never underestimate him! —…

ପୁଣି ଜଳିଲା ବୈରୁଟ ବନ୍ଦର!!!

ଲେବାନନ: ବିସ୍ଫୋରଣର ଏକ ମାସ ପରେ ପୁଣି ବୈରୁଟ ବନ୍ଦର ଅଞ୍ଚଳରେ ପ୍ରବଳ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଆଜି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା କିଛି ଚିତ୍ର ରୁ ବନ୍ଦର ଉପର ଆକାଶରେ କଳା ଧୂଆଁ ସାଙ୍ଗକୁ ନିଆଁ ଲାଗିବାର ଦେଖାଯାଇଥିଲା । ବିସ୍ଫୋରଣରେ କ୍ଷୟକ୍ଷତି ହୋଇଥିବା ବନ୍ଦରରେ…

ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସପକ୍ଷରେ ବାହାରିଛନ୍ତି ଚିରାଗ ପାସୱାନ୍

ନୂଆଦିଲ୍ଲୀ: ଏଲଜେପି ନେତା ଚିରାଗ ପାସୱାନ କଙ୍ଗନା ରାନାୱତଙ୍କ ସମର୍ଥନରେ ବାହାରି ମୁମ୍ବାଇ, ବିହାର ତଥା ଉତ୍ତର ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କୁ ଅଭିନେତ୍ରୀଙ୍କ ସହିତ ସମର୍ଥନରେ ଛିଡ଼ା ହେବାକୁ ନିବେଦନ କରିଛନ୍ତି। ସମସ୍ତ ଦେଶଭକ୍ତ କଙ୍ଗନାଙ୍କ ଥିବା କଥା ଚିରାଗ କହିଛନ୍ତି । ବିହାରୀ ଯୁବକ…

ସୁଶାନ୍ତ ସିଂ କେସ୍ : ସିବିଆଇ ସ୍କାନରରେ ବଂଟି !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ କେସରେ ଗୁରୁବାର ନୂତନ ମୋଡ ନେଇଛି । ଏବେ ସିବିଆଇ ସ୍କାନରରେ ବଂଟି ସାଜଦବା ନାମକ ବ୍ୟକ୍ତି ପଡିଛନ୍ତି । ସିବିଆଇ ବର୍ତମାନ ଏହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । କ୍ରିକେଟର ରୋହିତ ଶର୍ମା ଓ ସୋହେଲ ଖାଁଙ୍କ ସହ ତାଙ୍କ ସମ୍ପର୍କ ରହିଛି ।…

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…

ମୋଦୀଙ୍କ ‘ମନ୍ କି ବାତ୍‌’କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏନ୍‌ଇଇଟ୍ ଏବଂ ଜେଇଇ ପରୀକ୍ଷା ପ୍ରସଙ୍ଗାରେ ମୋଦୀଙ୍କୁ ଟ୍ୱିଟ୍ ଜରିଆରେ…

୯୦ ହଜାର ପାର କଲା ରାଜ୍ୟରେ କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୩, ୩୮୪ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୮ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ସେହି ଅନୁସାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩ ହଜାର ୩୮୪ ଜଣ । କ୍ୱାରେଣ୍ଟାଇନରୁ ୨ ହଜାର ୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍…

କେମିତି କଟିବ ଆଜିର ଦିନ…

ରାଶିଫଳ ତା୨୩-୮-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୩ ରିଖ ରବିବାର ସିଂହ ୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର     ଘାତ ବାର-: ମେଷ ରାଶିର         ଆଜି: ବେଲ…

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ…