Latest Odisha News
Browsing Category

Uncategorized

ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୭ ଗାଡି

ମାଲକାନଗିରି: ମାଲକାନଗିରି-ଆନ୍ଧପ୍ରଦେଶ ସୀମାନ୍ତ ନିକଟ ଭେଙ୍କଟପୁରମରେ ରାସ୍ତା କାମ ଚାଲୁଥିବା ବେଳେ ସେଥିରେ ନିୟୋଜିତ ଗାଡି ଓ ସାମଗ୍ରୀରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମାଓବାଦୀମାନେ ୨ଟି ଜେସିବି ମେସିନ୍‌, ୨ ଟ୍ରାକ୍ଟର, ଟ୍ରକ୍‌, ଲରୀ ଓ ଗୋଟିଏ…

ଆଜି ୧୧ଟି ଜିଲ୍ଲାରେ ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ପାଳନ କରାଯାଉଥିବା ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ । ଗତକାଲି କେବଳ ପୁରୀକୁ କଟକଣା ମୁକ୍ତ କରାଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସଟ୍‌ଡାଉନର ପ୍ରଭାବ ରହିଛି । ଗତକାଲି ପ୍ରଥମ ଦିନରେ ଲୋକେ ସଟ୍ ଡାଉନ ମାନି ଘରେ ରହିଥିବା ଦେଖିବାକୁ…

କେରଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ କେନ୍ଦ୍ର: ମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ହୋଇଥିବା ଏକ ସପୁରୀକୁ ଖାଇଥିବା ଗର୍ଭବତୀ ହାତୀର ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ର କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଦିନ କହିଛନ୍ତି। ସୋସିଆଲ ମିଡିଆରେ ଏହି ସପ୍ତାହରେ ବନ ଅଧିକାରୀଙ୍କ ଦ୍ବାରା ଏଭଳି ଏକ ହୃଦୟ…

ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ରାଜ୍ୟର ୨୨ଟି ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଦେହଜୀବୀ !

ଭୁବନେଶ୍ୱର: ଓଡ଼ିଶାର ୨୨ଟି ଜିଲ୍ଲାରେ ପାଖାପାଖି ୧୦,୨୧୦ ଜଣ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାର ସର୍ବାଧିକ ୧୦୫୦ ଜଣ ଦେବୀଜୀବୀ ଥିବା ବେଳେ ଢେଙ୍କାନାଳରେ ସର୍ବନିମ ୧୫୦ ଜଣ ଦେହଜୀବୀ ରହିଥିବା ସୂଚନା।ସରକାରୀ ତଥ୍ୟରୁ ମିଳିଥିବା ସୂଚନା ଅନୁସାରର ଏହା…

କରିନାଙ୍କ ଫେଭିକଲ୍ ଗୀତର ମେକିଂ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଜାଣନ୍ତୁ କାହିଁକି ?

ନୁଆଦିଲ୍ଲୀ : ଆଠ ବର୍ଷ ତଳେ ରିଲିଜ ହୋଇଥିବା ‘ଦବଙ୍ଗ-୨’ର ଫେଭିକଲ ଗୀତର ମେକିଂ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କରିନାଙ୍କ ଫେଭିକଲ ଗୀତ ସୁଟିଂ ସମୟର । ଗୀତରେ ଶ୍ରେୟା ଘୋଷାଲ ପେଟ୍ରୋଲକୁ ପାଟ୍ରୋଲ ବୋଲି ଗାଉଥିବାରୁ କରିନା ଟିକେ ମଜାଳିଆ…

ଲକ୍‌ଡାଉନ ରେସିପି : କେନ୍ଦୁଝରରୁ ବୁସ୍ରା ସଲିମଙ୍କ ଚିକେନ ବେସର ଟିକା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ହିଜୁବଲ ସହ ଜଡିତ ଜଣେ ଆତଙ୍କବାଦୀ କହୁଛି ଆମ…

ଆଜି ଯାଜପୁରରୁ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ

ଯାଜପୁର: ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଛି। ଆଜି ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ:…

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ଉତ୍ସବ; ରଥଖଳାରେ ହେବ ଚକଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଉତ୍ସବ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ। ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ…