Latest Odisha News

BREAKING NEWS

Browsing Category

Uncategorized

କୋଭିଡ ପରବର୍ତ୍ତୀ ପ୍ରସଙ୍ଗରେ କେଉଁଠି ଦିବ୍ୟାଙ୍ଗ ?

ଭୁବନେଶ୍ବର: ମହାମାରୀ ଯୋଗୁଁ ଅସଂଗଠିତ ଶ୍ରମିକ ଏବଂ ସହରାଞ୍ଚଳ ଗରିବଙ୍କ ଜୀବନରେ ଅପ୍ରତ୍ୟାଶିତ ବ୍ୟାଘାତ ଆସିଛି ଏବଂ ତାଲାବନ୍ଦୀରେ ଦିବ୍ୟାଂଗ ବ୍ୟକ୍ତି ବିଶେଷ ମାନଙ୍କୁ ଅଧିକ ପ୍ରଭାବିତ କରିଛି। ସେମାନେ ଦିନକୁ ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେଣ୍ଟର ଫର ଆଡଭୋକେସୀ ଆଣ୍ଡ…

‘ଲକ୍ଷ୍ମୀବମ’ରେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀବମ୍' । ଏଥିରେ ଶିଶୁ କଳାକାର ଭାବେ ନଜର ଆସିବେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ । ଏକ ଭିନ୍ନ ଚରିତ୍ରରେ ଏଥିରେ ଅଭିନୟ କରିଛନ୍ତି ଲୋହିତାକ୍ଷ । ଟିଜରରୁ ଯାହା ଜଣାପଡୁଛି ସେ ଏକ ପୁଅ ଭୂମିକାରେ ଥିଲେ ମଧ୍ୟ ଶାଢୀ…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା…

କୃଷି କ୍ଷେତ୍ରରେ ଯୁବ ବ୍ୟବସାୟୀଙ୍କ ପାଇଁ ବହୁ ସୁଯୋଗ ରହିଛି: ସୌରଭ ଗର୍ଗ

ଭୁବନେଶ୍ୱର: ଓଡିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଓଡ଼ିଶାର କୃଷି କ୍ଷେତ୍ରକୁ ଉନ୍ନତ କରିବା ନିମନ୍ତେ କୃଷି ଉତ୍ପାଦ ତଥା ଏହି କ୍ଷେତ୍ରରେ ନିବେଶ ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କିପରି ସୁବିଧା…

ସରକାରୀ ବ୍ୟାଙ୍କଗୁଡିକ ଆରମ୍ଭ କଲେ ଡୋର ଷ୍ଟେପ୍ ବ୍ୟାଙ୍କିଂ, ଏହାର ଲାଭ କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସେବା ଆପଣଙ୍କ ଦ୍ୱାରରେ ପହଞ୍ଚାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିକୁ…

ମାନବାଧିକାର କର୍ମୀ ମୋତେ ଠକିଛନ୍ତି: ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କଡା ଟ୍ୱିଟ୍ । ଗତକାଲି ତାଙ୍କ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ପାଞ୍ଚଜଣିଆ ଟିମ୍ ତାଙ୍କୁ ଓ ତାଙ୍କ ପରିବାରକୁ ଠକିଥିବା ସେ ଟ୍ୱିଟରେ ଲେଖିଛନ୍ତି । ଏମିତିକି ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ଟିମ୍ ଘରକୁ…

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ । Kim Jong Un is in good health. Never underestimate him! —…

ପୁଣି ଜଳିଲା ବୈରୁଟ ବନ୍ଦର!!!

ଲେବାନନ: ବିସ୍ଫୋରଣର ଏକ ମାସ ପରେ ପୁଣି ବୈରୁଟ ବନ୍ଦର ଅଞ୍ଚଳରେ ପ୍ରବଳ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଆଜି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା କିଛି ଚିତ୍ର ରୁ ବନ୍ଦର ଉପର ଆକାଶରେ କଳା ଧୂଆଁ ସାଙ୍ଗକୁ ନିଆଁ ଲାଗିବାର ଦେଖାଯାଇଥିଲା । ବିସ୍ଫୋରଣରେ କ୍ଷୟକ୍ଷତି ହୋଇଥିବା ବନ୍ଦରରେ…

ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସପକ୍ଷରେ ବାହାରିଛନ୍ତି ଚିରାଗ ପାସୱାନ୍

ନୂଆଦିଲ୍ଲୀ: ଏଲଜେପି ନେତା ଚିରାଗ ପାସୱାନ କଙ୍ଗନା ରାନାୱତଙ୍କ ସମର୍ଥନରେ ବାହାରି ମୁମ୍ବାଇ, ବିହାର ତଥା ଉତ୍ତର ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କୁ ଅଭିନେତ୍ରୀଙ୍କ ସହିତ ସମର୍ଥନରେ ଛିଡ଼ା ହେବାକୁ ନିବେଦନ କରିଛନ୍ତି। ସମସ୍ତ ଦେଶଭକ୍ତ କଙ୍ଗନାଙ୍କ ଥିବା କଥା ଚିରାଗ କହିଛନ୍ତି । ବିହାରୀ ଯୁବକ…

ସୁଶାନ୍ତ ସିଂ କେସ୍ : ସିବିଆଇ ସ୍କାନରରେ ବଂଟି !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ କେସରେ ଗୁରୁବାର ନୂତନ ମୋଡ ନେଇଛି । ଏବେ ସିବିଆଇ ସ୍କାନରରେ ବଂଟି ସାଜଦବା ନାମକ ବ୍ୟକ୍ତି ପଡିଛନ୍ତି । ସିବିଆଇ ବର୍ତମାନ ଏହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । କ୍ରିକେଟର ରୋହିତ ଶର୍ମା ଓ ସୋହେଲ ଖାଁଙ୍କ ସହ ତାଙ୍କ ସମ୍ପର୍କ ରହିଛି ।…