Latest Odisha News

BREAKING NEWS

Browsing Category

Uncategorized

ପୁଣି ବିବାଦରେ କଲ୍ୟାଣ ବାନାର୍ଜୀ: ସାଧାରଣ ସଭାରେ କଲେ ଧନଖଡ ଓ ମୋଦିଙ୍କ ମିମିକ୍ରି

ନୂଆଦିଲ୍ଲୀ:ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଛନ୍ତି । କଲ୍ୟାଣ ଚକ୍ରବର୍ତ୍ତୀ ସଂସଦୀୟ କ୍ଷେତ୍ର ଶ୍ରୀରାମ ପୁରରେ ଏକ ସଭାରେ ଧନଖଡଙ୍କର ପୁଣି ମିମିକ୍ରି କରିଛନ୍ତି । ଖାଲି ଧନଖଡଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ: ପରିକ୍ରମା ପ୍ରକଳ୍ପ ଉଦ୍ଘଟାନ ସମ୍ପର୍କରେ ଜଣାଇଲେ

ପୁରୀ:ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଉଦ୍‌ଘାଟନର ମୁହୂର୍ତ୍ତ ପାଖେଇ ଆସୁଛି । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏ ନେଇ ଶ୍ରୀମନ୍ଦିର ମୁୃଖ୍ୟ ପ୍ରଶାସନ ଏବଂ ପରିଚାଳନା କିମିଟି ସଦସ୍ୟମାନେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ପରିକ୍ରମା ପ୍ରକଳ୍ପର ଉଦ୍ଘଟାନ ମହୋତ୍ସବ…

ବାରମୁଳାରେ ପୁଣି ଆତଙ୍କୀ ଆକ୍ରମଣ: ମସଜିଦ ଭିତରେ ପଶି ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ । ପୁଞ୍ଛରେ ଆକ୍ରମଣ ପରେ ଏବେ ଆତଙ୍କୀମାନେ ବାରମୁଳାରେ ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ହତ୍ୟା କରିଛନ୍ତି । ବାରମୁଳାର ଗଟମୁଳାରେ ଆତଙ୍କୀମାନେ  ଏକ ମସଜିଦରେ ପଶି ଏହି ଅବସରପ୍ରାପ୍ତ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତ…

କମୁଛି ପାରଦ , ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ  ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  । ୧୬ ସହରର ତାପମାତ୍ରା…

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ…

କବିତା : ଘୋଡ଼ଲାଗି ବେଶ

ଗଦାଧର ସାହୁ ମାର୍ଗଶିର ମାସ ଓଢଣ ଷଷ୍ଠୀରେ ଘୋଡ଼ଲାଗି ବେଶ ହେବେ, ପ୍ରଭୁ ଜଗନ୍ନାଥ ଶୀତବସ୍ତ୍ର ପିନ୍ଧି ପିନ୍ଧିବା ନିର୍ଦ୍ଦେଶ ଦେବେ । ସାତ ବାର ସବୁ ତାଙ୍କରି ଭିଆଣ ସାତ ରଙ୍ଗ ବସ୍ତ୍ର ପିନ୍ଧି, ନିତି ନୂଆ ନୁହେଁ ବ୍ୟବହାର ପରେ ପାଲଟାଇବାର ବିଧି । ପଷମ ବସ୍ତ୍ରରେ…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…

କବିତା : ଜୀବନ

ସ୍ଵାଗତିକା ସାହୁ ସ୍ଵାଗତିକା ସାହୁ ଜୀବନ ଗୋଟିଏ ଅଙ୍କା ବଙ୍କା ନଈ ବହିଯାଏ ତା ବାଟରେ କେବେ ସୁଖ ପୁଣି ଦୁଃଖର ପରଶ ଛାଡିଦିଏ ତା ଶଯ୍ୟାରେ । ଅଭିନୟ ମଞ୍ଚ ଏ ସାରା ଦୁନିଆ ଆମେ ସବୁ ଅଭିନେତା ନିଜ ନିଜ କାର୍ଯ୍ୟ ଅଭିନୟ ସାରି ବାହୁଡ଼ିବା ଏ ସମତା । ଜୀବନ କେବେ ଖୋଲା ବହି…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ରମାଦେବୀ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର…

IRCTCର ଆଣ୍ଡାମାନ ଟୁର୍ ପ୍ୟାକେଜ୍, ମଗାଣାରେ କରିପାରିବେ ବ୍ରେକଫାଷ୍ଟ ଓ ଡିନର୍, ଜାଣନ୍ତୁ ମୋଟ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଆସୁଛି ନୂଆବର୍ଷ । ନୂଆବର୍ଷ ଆସୁ ଆସୁ ମନରେ ଉଙ୍କି ମାରେ ପରିଭ୍ରମଣର ଚିନ୍ତାଧାରା । କାର୍ଯ୍ୟମୟ ଜୀବନ ଭିତରୁ ଟିକିଏ ଫୁରସତ ବାହାର କରି ଲୋକେ ବୁଲିବାକୁ ଯାଆନ୍ତି ବିଭିନ୍ନ ସ୍ଥାନକୁ । ତେବେ ଯଦି ଆପଣ ନୂଆ ବର୍ଷରେ ଆଣ୍ଡାମାନ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ…