Latest Odisha News

BREAKING NEWS

Browsing Category

Uncategorized

ଅଦାଲତରେ ବିଚାରପତିଙ୍କୁ ଆକ୍ରମଣ

ଓ୍ଵାଶିଂଟନ୍;   ଅଦାଲତ ଭିତରେ ବିଚାରପତି ରାୟ ଶୁଣାଉଥିଲେ। ଏହି ସମୟରେ ବିଚାରପତିଙ୍କ ଉପରକୁ ଅଭିଯୁକ୍ତ ଜଣକ ଡେଇଁପଡ଼ିଥିଲେ। ବିଚାରପତିଙ୍କୁ ଆକ୍ରମଣ ବି କରାଯାଇଛି। ଏଭଳି ଘଟଣା ଆମେରିକାରେ ଘଟିଛି। ସେଠାକାର ଲାସ ଭେଗାସର ଏକ ଅଦାଲତ ଭିତରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଅପରାଧୀକ…

କବିତା : ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

‘ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ’

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି । ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ । କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ବ୍ୟାନ୍ ହେଲା ତେହରିକ୍-ଏ-ହୁରିୟତ

ନୂଆଦିଲ୍ଲୀ: ମୋଦି ସରାକର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି । ତେହରିକ୍‌-ଏ-ହୁରିୟତ ବ୍ୟାନ୍ ଘୋଷଣା କଲେ କେନ୍ଦ୍ର ସରକାର । ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ସଙ୍ଗଠନ ତେହରିକ୍‌-ଏ-ହୁରିୟତ । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ଏହି…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡିଆ ଟୁଡେ ନ୍ୟୁଜମେକର ଅଫ ଦ ଇୟର ସମ୍ମାନ

ନୂଆଦିଲ୍ଲୀ: ଜତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଏକ ସମ୍ମାନ । ମୋଦିଙ୍କୁ  ଇଣ୍ଡିଆ ଟୁଡେର ନ୍ୟୁଜ ମେକର ଅଫ ଦ ଇୟର-୨୦୨୩ ଭାବେ ମନୋନୀତ କରାଯାଇଛି । ଇଣ୍ଡିଆ ଟୁଡେର ଏଡିଟର ଇନ ଚିଆ ତଥା ଚେୟରପର୍ସନ ଅରୁଣ ପୁରୀ ଏବଂ ଗ୍ରୁପ…

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା ଦୁଷ୍କର୍ମ ଉଦ୍ୟମ ଘଟଣାରେ ପୋଲିସ ତାଙ୍କୁ ଗିରଫ ନକରି…

ଭାଷା ଭାଗବତ : ଭାଷା-ସେବା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିତ୍ୟ ଲିଖନ କରେଁ ମୁହିଁ କିଏ ପଢ଼ଂତି ଜାଣେନାହିଁ କାମ କରି ରହିଛିଁ ସୁଖେ ଯାଏଁନି ଗୋଷ୍ଠୀର ସମ୍ମୁଖେ ସଭାକୁ ଯାଇ ଅଭିନୟ କରିବା ପାଇଁ ମନେ ଭୟ କରିଛି ଯେଣୁ ସ୍ଥାୟୀ ଘର ହୋଇଛିଁ ନିଜେ ହିଁ ନିଜର…

ପୁଣି ବିବାଦରେ କଲ୍ୟାଣ ବାନାର୍ଜୀ: ସାଧାରଣ ସଭାରେ କଲେ ଧନଖଡ ଓ ମୋଦିଙ୍କ ମିମିକ୍ରି

ନୂଆଦିଲ୍ଲୀ:ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଛନ୍ତି । କଲ୍ୟାଣ ଚକ୍ରବର୍ତ୍ତୀ ସଂସଦୀୟ କ୍ଷେତ୍ର ଶ୍ରୀରାମ ପୁରରେ ଏକ ସଭାରେ ଧନଖଡଙ୍କର ପୁଣି ମିମିକ୍ରି କରିଛନ୍ତି । ଖାଲି ଧନଖଡଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ…