Latest Odisha News

BREAKING NEWS

Browsing Category

Uncategorized

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗ୍ରନ୍ଥାଗାରର…

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୪ ଉଦଯାପିତ

ଭୁବନେଶ୍ଵର : ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ,…

ଏସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ କମଳା ପୂଜାରୀ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ତାଙ୍କୁ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।…

ଆହୁରି ଲମ୍ବା ହେଲା ୫୮ ବର୍ଷର ଯନ୍ତ୍ରଣାଦାୟକ ପ୍ରତୀକ୍ଷା

ଯେଉଁ ଦେଶରେ ଫୁଟବଲର ସୃଷ୍ଟି, ସେହି ଦେଶର ଏହି ଖେଳରେ ପ୍ରାଧାନ୍ୟ ରହିବା କଥା । ଆନ୍ତର୍ଜାତିକ ଟାଇଟଲର ଅଭାବ ରହିବା କଥା ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଇଂଲଣ୍ଡର ରେକର୍ଡ ଅତି ନିରାଶାଜନକ, ଦୁର୍ବଳ । ଫୁଟବଲର ଜନ୍ମଦାତା ହୋଇ ସୁପରପାୱାର ହୋଇପାରିନାହିଁ ଇଂଲଣ୍ଡ । ମାତ୍ର ଥରେ ହିଁ ଜିତିଛି…

ସର୍ବକାଳୀନ ମହାନ ଅଲିମ୍ପିକ କିମ୍ବଦନ୍ତୀ

ଅଲିମ୍ପିକ୍ସ ଇତିହାସରେ ଅନେକ ମହାନ କ୍ରୀଡାବିତ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଜିତିଛନ୍ତି ଏକାଧିକ ପଦକ । ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଅଲିମ୍ପିକ୍ସର ସର୍ବକାଳୀନ ମହାନ କ୍ରୀଡାବିତଙ୍କ କୃତିତ୍ୱ ଅବିସ୍ମରଣୀୟ । ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲ୍ପସ୍ ଅଲିମ୍ପିକ୍ସ ସନ୍ତରଣରେ…

ବିଶ୍ୱର ପ୍ରଥମ ସହର ଯେଉଁଠି ଆମିଷ ଖାଦ୍ୟ ବେଆଇନ୍ 

ଭାବନଗର: ଗୁଜରାଟର ଏକ ଛୋଟ ସହର ପଲିତାନା । ଭାବନଗର ଜିଲ୍ଲାରେ ଥିବା ପଲିତାନା ସହର ଏବେ ଇତିହାସ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ସହର ହୋଇଛି ପଲିତାନା, ଯେଉଁଠି ଆମିଷ ଖାଦ୍ୟକୁ ବେଆଇନ୍ ଘୋଷଣା କରାଯାଇଛି । ଏକ ଐତିହାସିକ ନିଷ୍ପତ୍ତି ଦ୍ୱାରା ପଲିତାନାରେ ମାଂସ ପାଇଁ ପଶୁପକ୍ଷୀ ହତ୍ୟା,…

ଧୋତି-କୁର୍ତ୍ତା ପିନ୍ଧିଥିବା ଚାଷୀଙ୍କୁ ମଲରେ ମିଳିଲାନି ଏଣ୍ଟ୍ରି, ବିକ୍ଷୋଭ ପ୍ରଦର୍ଶନ କଲା ସଙ୍ଗଠନ

ବେଙ୍ଗାଲୁରୁ: ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ଅପମାନିତ ହେଲେ ବୃଦ୍ଧ। ଏପରି ଏକ ଲଜ୍ଜାଜନକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ପ୍ରବେଶ ଅନୁମତି ଦେଲେନି। ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ନିଜ ପୁଅ ସହ ଏକ…

ବିବାଦୀୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପକୁ କରାଯିବ…

ଭୁବନେଶ୍ବର: ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ  କରି ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି…

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ହେବ ବନକଲାଗି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆଡ଼ପ ମଣ୍ଡପ ତଥା ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ଆଡପ ମଣ୍ଡପରେ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ୪ ଘଣ୍ଟାର…