Latest Odisha News

BREAKING NEWS

Browsing Category

Uncategorized

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ…

କବିତା : ଘୋଡ଼ଲାଗି ବେଶ

ଗଦାଧର ସାହୁ ମାର୍ଗଶିର ମାସ ଓଢଣ ଷଷ୍ଠୀରେ ଘୋଡ଼ଲାଗି ବେଶ ହେବେ, ପ୍ରଭୁ ଜଗନ୍ନାଥ ଶୀତବସ୍ତ୍ର ପିନ୍ଧି ପିନ୍ଧିବା ନିର୍ଦ୍ଦେଶ ଦେବେ । ସାତ ବାର ସବୁ ତାଙ୍କରି ଭିଆଣ ସାତ ରଙ୍ଗ ବସ୍ତ୍ର ପିନ୍ଧି, ନିତି ନୂଆ ନୁହେଁ ବ୍ୟବହାର ପରେ ପାଲଟାଇବାର ବିଧି । ପଷମ ବସ୍ତ୍ରରେ…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…

କବିତା : ଜୀବନ

ସ୍ଵାଗତିକା ସାହୁ ସ୍ଵାଗତିକା ସାହୁ ଜୀବନ ଗୋଟିଏ ଅଙ୍କା ବଙ୍କା ନଈ ବହିଯାଏ ତା ବାଟରେ କେବେ ସୁଖ ପୁଣି ଦୁଃଖର ପରଶ ଛାଡିଦିଏ ତା ଶଯ୍ୟାରେ । ଅଭିନୟ ମଞ୍ଚ ଏ ସାରା ଦୁନିଆ ଆମେ ସବୁ ଅଭିନେତା ନିଜ ନିଜ କାର୍ଯ୍ୟ ଅଭିନୟ ସାରି ବାହୁଡ଼ିବା ଏ ସମତା । ଜୀବନ କେବେ ଖୋଲା ବହି…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ରମାଦେବୀ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର…

IRCTCର ଆଣ୍ଡାମାନ ଟୁର୍ ପ୍ୟାକେଜ୍, ମଗାଣାରେ କରିପାରିବେ ବ୍ରେକଫାଷ୍ଟ ଓ ଡିନର୍, ଜାଣନ୍ତୁ ମୋଟ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଆସୁଛି ନୂଆବର୍ଷ । ନୂଆବର୍ଷ ଆସୁ ଆସୁ ମନରେ ଉଙ୍କି ମାରେ ପରିଭ୍ରମଣର ଚିନ୍ତାଧାରା । କାର୍ଯ୍ୟମୟ ଜୀବନ ଭିତରୁ ଟିକିଏ ଫୁରସତ ବାହାର କରି ଲୋକେ ବୁଲିବାକୁ ଯାଆନ୍ତି ବିଭିନ୍ନ ସ୍ଥାନକୁ । ତେବେ ଯଦି ଆପଣ ନୂଆ ବର୍ଷରେ ଆଣ୍ଡାମାନ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ…

ସାମାଜିକ ଜୀବନର ସ୍ମାରକୀ ପ୍ରଥମାଷ୍ଟମୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ….  ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ  । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ  । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ…

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୯ ବର୍ଷ, ଏବେବି ଶୁଖୁନି ଲୁହ, ଲିଭିନି ଚିହ୍ନ

ଭୋପାଳ: ୨ ଡିସେମ୍ବର ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି। ସେଇ କାଳ ରାତି ଅନେକ କିଛି ଛଡେଇ ନେଇଛି। କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ବାର୍ଦ୍ଧକ୍ୟକୁ ଏକାକୀ ଜୀଇଛି। ଆଜି ସେଇ ଭୟଙ୍କର ଭୋପାଳ…