Latest Odisha News

BREAKING NEWS

Browsing Category

Uncategorized

କବିତା ବାସୁଛି : ବସନ୍ତ

ରାଜ କିଶୋର ନାୟକ ମହ ମହ ବାସେ ବାସୁଚି ବସନ୍ତ କୋଇଲି ଡାକଇ କୁହୁ ଲତିକା ଗହଳେ ସଜ ଫଲ ଦେହୁ ମଧୁପ ଚୁମଇ ମହୁ (୦) ମନ୍ଦ ମନ୍ଦ ବହେ ଦକ୍ଷିଣା ପବନ ଛନ୍ଦେ ଛନ୍ଦେ ନାଚେ ଫୁଲ ପରଜାପତିର ମତୁଆଲା ଦୃଷ୍ଟି ଫୁଲକୁ କରିବ ଗେଲ ଫୁଲରୁ ଫୁଲକୁ ଉଡି ଉଡି ଯାଇ ପ୍ରୀତି ଦେଇ ମନ…

ଭାଷା ଭାବଗତ : ଦେଶ ସ୍ୱାଧୀନ, ଲୋକେ ଦାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଦଳ, କଂଦଳ ହେଲେ ଯୋଡ଼ି ଦେଶ ପାରେନି ଆଗେ ବଢ଼ି ଚକ୍ର-ପଥରେ ଗଡ଼ି, ଗଡ଼ି ରହେ ସେହି ଜାଗାରେ ପଡ଼ି ଘୂର୍ଣନ ହେଲେ ସୁଦ୍ଧା ଗତି ତା' ଯୋଗୁଁ ହୁଏନି ଉନ୍ନତି ଏହା ତ ବୈଜ୍ଞାନିକ ସତ ନ ରହୁ ଆଉ ଭିନ୍ନ ମତ…

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ…

ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ…

ଭୁବନେଶ୍ବର : ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମାର୍ଚ୍ଚ ୧୧ ତାରିଖ ଦିନ ଇଂରାଜୀ ଓ ୨୩ଟି ଭାରତୀୟ ଭାଷାର…

ଶିଶୁ କବିତା : ଆମ ବାରିକୁ ଫଗୁଣ ଆସୁଛି

ତରୁଣ କୂମାର ମିଶ୍ର ଆମ ବାରିକୁ ଫଗୁଣ ଆସୁଛି । ଜୂଇ,ଜାଇ,ମଲ୍ଲୀ ମାଧବୀ ,ମାଳତୀ ବାସ ଚହଟାଇ ଫୁଟନ୍ତି , ମଧୁ ମକ୍ଷିକା ଓ ଭ୍ରମରଙ୍କ ଧାଡ଼ି ଫୁଲ ପାଖୁଡ଼ାରେ ଦିଶୁଛି , ସବୁରି ମନରେ ନୂଆ ଉନ୍ମାଦନା ବସନ୍ତ ଏଠାକୁ ଆସୁଛି । ଆମ ବାରିକୁ ଫଗୁଣ ଆସୁଛି ।(୧) ଫୁଲେଇ ଫଗୁଣ ଫୁଲ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଗିରି ପର୍ବତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର ନୀଳଗିରି ପର୍ବତ ବା ନୀଳସୁନ୍ଦର ପର୍ବତର ପ୍ରାଚୀନତାର ପ୍ରମାଣ ଖୋଜିଲେ । ଶାସ୍ତ୍ରରେ ବର୍ଣ୍ଣନା ମିଳେ କଳ୍ପବୃକ୍ଷ, ରୋହିଣୀ କୁଣ୍ଡ, ପ୍ରଭୁ…

ଚାକିରି ପ୍ରଲୋଭନ ଦେଖାଇ ରୁଷକୁ ମାନବ ଚାଲାଣ; ସିବିଆଇର ଖୋଳତାଡ଼ ଆରମ୍ଭ

ନୂଆଦିଲ୍ଲୀ: ରୁଷରେ ଚାକିରି ପ୍ରଲୋଭନ ଦେଖାଇ ଭାରତରୁ ମାନବ ଚାଲାଣ  କରୁଥିବା ରାକେଟ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ତଦନ୍ତରୁ ଜଣାପଡ଼ିଛି, ବୁଲିବାକୁ କିମ୍ୱା ଚାକିରି ଆଶାରେ ରୁଷ ଯାଉଥିବା ଭାରତୀୟ ନାଗରିକଙ୍କୁ ସେନାରେ ସାମିଲ କରି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ…

ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ  କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ  ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ…

ଜୟପ୍ରଦା ପଳାତକ ଘୋଷିତ, ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ହୋଇଥିବା ଜୟା ପ୍ରଦାଙ୍କ ବିରୋଧରେ ରାମପୁରରେ ଦୁଇଟି ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ରାମପୁରର ସାଂସଦ-ବିଧାୟକ ସ୍ୱତନ୍ତ୍ର କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍) ରେ ସେମାନଙ୍କର ଶୁଣାଣି ଚାଲିଛି।…

ଭାଷା ଭାଗବତ : ଗୁଣୁଗୁଣୁ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ମୃତିରେ ଥିଲେ ଅଳ୍ପ ଜ୍ଞାନ ଈଶ୍ବର ବିଶ୍ବାସଭାଜନ ହୁଅଂତିନାହିଁ ବୋଲି ଜାଣ ରହିଛି ଅସଂଖ୍ୟ ପ୍ରମାଣ ଜ୍ଞାନ ବଢ଼ିଲେ ଟିକେ ବେଶି ମଣିଷ ଈଶ୍ବରବିଶ୍ବାସୀ ହୁଅଇ ଅତି ସହଜରେ ଏ କଥା ଧରେ ମଗଜରେ ଜ୍ଞାନ-ସଂପନ୍ନ ଯାହା ମନ କରେନି…