Latest Odisha News

BREAKING NEWS

Browsing Category

Uncategorized

ନରମୁଛି କି ହମାସ ! ୨ ଆମେରିକୀୟ ବନ୍ଧକଙ୍କୁ ଛାଡିଲା, ଅନ୍ୟମାନଙ୍କୁ ବି ଛାଡି ଦେବ ବୋଲି ଦେଲା ସୂଚନା

ନୂଆଦିଲ୍ଲୀ: ନରମୁଛି କି ହମାସ ? ବଦଳୁଛି କି ମନୋଭାବ ? ଇତିମଧ୍ୟରେ ବିତିଗଲାଣି ୧୪ ଦିନ । ହଠାତ ଗତକାଲି ବିଳମ୍ବିତ ରାତିରେ ଆମେରିକାର ୨ ବନ୍ଧକଙ୍କୁ ହମାସ ଛାଡିବା ପରେ ଏମିତି କିଛି ପ୍ରଶ୍ନ ଉଠିଛି। ହମାସ ଆତଙ୍କୀ  ଇସ୍ରାଏଲ ସମେତ ଅନେକ ଦେଶର ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଚୈତ୍ର ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ଷ ପାଳିତ ହେଉଥିବା ପର୍ବ ପର୍ବାଣୀ ଗୁଡିକର ତାଲିକା ମାସ ଅନୁଯାୟୀ ଆଲୋଚନା କ୍ରମେ ବର୍ତ୍ତମାନ ଆଲୋଚନା କରିବା ଶେଷ ଓଡ଼ିଆ ମାସ ଚୈତ୍ର ବିଷୟରେ ।…

ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇଲା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି: ବିଜେପି

ଭୁବନେଶ୍ୱର: ଆଜି ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ସେହିଭଳି ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି । ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି । ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଯାଇ ଓଡିଶା ସରକାରଙ୍କର…

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ…

ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ ମିଳୁନାହିଁ କାହିଁକି?: ସଙ୍ଗମଲାଲ୍ ଗୁପ୍ତା

ଓବିସି ବର୍ଗ ବିଜେଡି ସରକାରକୁ ଉଚିତ ଜବାବ ଦେବେ ଓଡିଶାରେ ଓବିସି ବର୍ଗଙ୍କ ସଂରକ୍ଷଣ ପାଇଁ ଆଗାମୀ ଦିନରେ ବିଜେପି ତରଫରୁ ରାଜ୍ୟରେ ବଡ ଆନ୍ଦୋଳନ କରାଯିବ ବିଜେଡି ସରକାର ଓବିସି ସମାଜ ସହ ଅନ୍ୟାୟ କରିଛନ୍ତି ଭୁବନେଶ୍ୱର: ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ…

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

କଟକ ସହରରୁ ଉଠିଯିବ ମାଲଗୋଦାମ: କାହିଁକି ଉଠିବ ଏବଂ କେଉଁଠିକୁ ଯିବ, ଜାଣନ୍ତୁ ପୂରା ବିବରଣୀ

କଟକ:କଟକ ସହରର ପରିଚୟ…ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ…

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର…

ଆଇଜର ହଷ୍ଟେଲରେ ଝୁଲିପଡିଲେ ମେଧାବୀ ଛାତ୍ର

ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ…

ପୁସ୍ତକ ପରିଚୟ : ମିଷ୍ଟି ମିଶ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ପୁସ୍ତକ : ମିଷ୍ଟି ମିଶ୍ର ଗାଳ୍ପିକ : କୁମାର ବିପ୍ଳବ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୨୬ ମୂଲ୍ୟ : ୧୪୯ ଟଙ୍କା ମାତ୍ର ଗାଳ୍ପିକ କୁମାର ବିପ୍ଳବଙ୍କ ସଦ୍ୟ ପ୍ରକାଶିତ ଗଳ୍ପ ସଙ୍କଳନ "ମିଷ୍ଟି ମିଶ୍ର" । ମିଷ୍ଟି ମିଶ୍ରର…