Latest Odisha News

BREAKING NEWS

Browsing Category

Uncategorized

ଏଣିକି ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀ :…

କଟକ : ଏଣିକି ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌. ମୁରଲୀଧର ଓ…

ରାଜ୍ୟ ପ୍ରଶାସନକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ପୂର୍ବପୁରୁଷଙ୍କୁ ସମ୍ମାନ ନ କଲେ ନାହିଁ ଅସମ୍ମାନ କରନି 

ଭୁବନେଶ୍ୱର:  ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦକୁ ନେଇ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନ ପୂର୍ବପୁରଷଙ୍କୁ ସମ୍ମାନ ନ ଦେଲେ ନାହିଁ, ଅସମ୍ମାନ କରନ୍ତୁ ନାହିଁ…

କେନ୍‌ ୱିଲିୟମସନ୍‌ଙ୍କ ହେବ ସର୍ଜରୀ; ଖେଳିପାରିବେନି ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ: ଆଣ୍ଠୁରେ ଆହତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ଆଇପିଏଲ୍‌ ୨୦୨୩ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡିବେ। ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି। ତାଙ୍କର ସର୍ଜରୀ ହେବ। ମାର୍ଚ୍ଚ ୩୧…

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ରାହୁଲଙ୍କୁ ମିଳିଲା ଜାମିନ; ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ

ସୁରଟ: ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି ।  ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଆବେଦନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ  ମଞ୍ଜୁର କରଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି…

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ…

ଭାଷା ଭାଗବତ : ଭାଗ୍ୟ ବିଡ଼ଂବିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଭାଷାରେ କରୁଁ ଚିଂତା ଯେଉଁ ଭାଷାରେ କହୁଁ କଥା ସେହି ଭାଷାକୁ କରି ନ୍ୟୂନ ଘଟାଉଁ ଭାଷାର ପତନ ଲିଖନ ହୋଇଲେ ସରଳ ଆଗ୍ରହେ ପାଠକ ସକଳ କରଂତି ପୁସ୍ତକ ପଠନ ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ ଏବେ ତ କେତେକ ଲେଖକ ଦୁର୍ବୋଧ୍ୟ ଶବ୍ଦର…

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପୁଣି ତଥ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପୁଣି ତଥ୍ୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଠାରେ କହି ରଖିବାକୁ ଚାହିଁବୁ, ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଡିଗ୍ରୀ ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରେ ହେବ ମେଟ୍ରୋ ଟ୍ରେନ ପ୍ରକଳ୍ପ

ଭୁବନେଶ୍ୱର:ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ  । ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ…

୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା‌ ଝଡ଼ ପ୍ରଭାବରେ ଶୁକ୍ରବାର ୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ପଶ୍ଚିମାଝଡ଼ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…