Latest Odisha News

BREAKING NEWS

Browsing Category

Uncategorized

ରାଜଧାନୀରେ ବର୍ବରକାଣ୍ଡ: ଯୁବତୀଙ୍କୁ ୧୨ କିମି ଘୋଷାଡି ନେଲା କାର

ନୂଆଦିଲ୍ଲୀ:ରାଜଧାନୀରେ ଦିଲ୍ଲୀରେ ମଦ୍ୟପ ଯୁବକଙ୍କ ପୁଣି ବର୍ବର କାଣ୍ଡ ।  ଜଣେ ମହିଳାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଗତକାଲି ସକାଳେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ ।ନୂଆ ବର୍ଷ ସକାଳୁ ସକାଳୁ ଏପରି…

ସ୍ତ୍ରୀଙ୍କୁ ହତ୍ୟା ପରେ ଜିରୋ ନାଇଟ୍‌ ପାଳିଲେ ସ୍ବାମୀ

ବ୍ରହ୍ମପୁର: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍‌ ଏବଂ ନୂଆ ବର୍ଷ।…

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଠର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ  ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

ବାତ୍ୟାଶୂନ୍ୟ ବାଇଶି; ନେଇଛି ଅନେକ, ଦେଇଛି ଆଶ୍ୱସ୍ତି

ଭୁବନେଶ୍ୱର: ହାତ ଛାଡି ଦେବ ୨୨ । ଆଉ କେଇ ଘଣ୍ଟାର ବ୍ୟବଧାନ । କ୍ୟାଲେଣ୍ଡରରୁ ହଟିଯିବ ୨୨ର ଚିହ୍ନ । ସ୍ମୃତି ହୋଇ ରହଯିବ ମନ ଡାଇରୀରେ । ଅନେକ କିଛି ଛଡେଇ ନେଇଛି ଏ ବର୍ଷ । ଅନେକ ସଙ୍ଗୀତକାର, ଅନେକ ଅଭିନେତା, ଅନେକ ଖେଳାଳି.. । ତେବେ ଗୋଟିଏ ବଡ ଆଶ୍ୱସ୍ତି ଦେଇଛି ୨୨ । ୨୨ ହୋଇଛି…

ନିର୍ମଳାଙ୍କ ୪ର୍ଥ ବଜେଟ୍: ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସାଥୀ କିଏ

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ୨୦୨୩ ପାଇଁ ସାଧାରଣ ବଜେଟ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମୋଦି ସରକାରଙ୍କର ୨ୟ ବାରିର ଶେଷ ବଜେଟ ଉପସ୍ଥାପିତ ହେବ ସଂସଦରେ । କରୋନା ମହାମାରୀ ପରେ ଭାରତରେ ଘରୋଇ ଅର୍ଥନୀତିରେ ସମାନ୍ୟ ସୁଧାର…

ମା’ଙ୍କ ଅନ୍ତ୍ୟେଷ୍ଟି ସାରି କର୍ତ୍ତବ୍ୟକୁ ଫେରିଲେ ମୋଦି; ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କଲେ

କୋଲକାତା: ମା’ଙ୍କ ଶେଷକୃତ୍ୟ ସାରି ପୁଣି କର୍ତ୍ତବ୍ୟକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଗାନ୍ଧିନଗର ରାଜଭବନରୁ ଭିଡିଓ କନଫରେନ୍ସିଂରେ କୋଲକାତାରୁ ହାବଡା ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତ । ଏହି…

ନୂଆବର୍ଷରେ ଜି ସାର୍ଥକର ଭେଟି; ଦର୍ଶକଙ୍କ ପାଇଁ ୩ ମେଗା ଧାରାବାହିକ

ଭୁବନେଶ୍ଠର: ନୂଆବର୍ଷରେ ଜି ସାର୍ଥକର ନୂଆ ଭେଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ୩ ମେଗା ଓଡ଼ିଆ ଧାରାବାହିକ  । ନୂଆ ବର୍ଷରେ ଏକାଥରକେ ୩ଟି ନୂଆ ଧାରାବାହିକ ଦେଖିବେ ଦର୍ଶକ  । ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ  ୩ଟି ନୂଆ ମେଗା ଧାରାବାହିକ ଆସିଛି । ତିନି…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ:କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି । ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦମକଳବାହିନୀ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ବିକ୍ରି ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌; ଧରିଲା ପୋଲିସ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍‌ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍‌ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା…