Latest Odisha News

BREAKING NEWS

Browsing Category

Uncategorized

ଏନ ନମ୍ବର ଧନୀ ତାଲିକାରୁ ଖସିଲେ ଏଲନ ମସ୍କ

ୱାଶିଂଟନ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ଏବେ ଟୁଇଟର ବା ମୋଟାକୁ ନେଇ ନୁହେଁ, ଏବେ ତାଙ୍କ ସମ୍ପତ୍ତିକୁ ନେଇ । ଗରିବ ହେଉଛନ୍ତି ଏଲନ ମସ୍କ । ହ୍ରାସ ପାଉଛି ତାଙ୍କର ସମ୍ପତ୍ତିର ମୂଲ୍ୟ । ଟେସଲା କମ୍ପାନୀର ମାଲକ ଏଲନ ମସ୍କ ଏବେ  ଆଉ ଦେଶର ୧ନଂ ଧନୀ ନୁହନ୍ତି। ହ୍ରାସ ପାଉଛି ତାଙ୍କର…

‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ…

ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୬ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା…

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।…

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ସ୍ୱାମୀଙ୍କ ନିର୍ଯାତନା ସହି ପାରିଲେନି ଏସଆଇ, ସୋସିଆଲ ମିଡ଼ିଆରେ ମାଗିଲେ ସହାୟତା

ନୂଆଦିଲ୍ଲୀ: ସେ ଅନ୍ୟମାନଙ୍କୁ ଦିଅନ୍ତି ସୁରକ୍ଷା । ସେ ଅନ୍ୟମାନଙ୍କ ପାଇଁ ଆଶା ଭରସା । ହେଲେ  ନିଜ ସୁରକ୍ଷା ପାଇଁ ସେ ଅସମର୍ଥ । ପରିସ୍ଥିତି ପାଖରେ ସେ ଅସହାୟ । ନିଜ ପାୱାର, ପୋଜିସନ କିଛି କାମ କରୁନି ଏଠି । ଶେଷରେ ବିକଳ ହୋଇ ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ପୋଲିସ ସବ…

ସବୁ ଶିକ୍ଷକ ପଳାଉଛନ୍ତି, ଆମ ପିଲା ପଢିବେ କେମିତି ?

ଜୟପୁର:  ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ତାତିଲେ ଅବିଭାବକ। ତୁରନ୍ତ ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ ନକଲେ ସରକାରୀ ବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କୁ ଛାଡିବେନି ବୋଲି ଚେତାବନୀ ଦେଲେ  । ବୋରିଗୁମ୍ମା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଦୀପ ତଳ ଅନ୍ଧାର ପରି । ବ୍ଲକ ଗୋଷ୍ଠୀ ଶିକ୍ଷା…

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…