Latest Odisha News

BREAKING NEWS

Browsing Category

Uncategorized

ଏକ ମନସ୍ତାତ୍ତ୍ୱିକ ସଂଘର୍ଷର କାହାଣୀକୁ ନେଇ ଆସୁଛି ‘ମନସ୍କ’

ଭୁବନେଶ୍ୱର:ମନସ୍କର ଅର୍ଥ ହେଉଛି ଏକ କେନ୍ଦ୍ରୀଭୂତ ମନ । ଏହି କେନ୍ଦ୍ରୀଭୂତ ମନ ଯଦି ପଜେଟିଭ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ଏହି ମନ ନେଗେଟିଭ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀ କହେ ମନସ୍କ । ‘ତନିସ’ ଛୋଟ…

ସ୍କୁଲ ବାର୍ଷିକ କ୍ରୀଡ଼ା ହେଲା କାଳ, ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ

ବଲାଙ୍ଗିର : ସ୍କୁଲର ଚାଲିଥିଲା ବାର୍ଷିକ କ୍ରୀଡ଼ା । ଖେଳ ଚାଲିଥିବାବେଳେ ଜାଭେଲିନ୍‌ ପଶିଗଲା ଛାତ୍ରଙ୍କ ବେକରେ । ଗୁରୁତର ଅବସ୍ଥାରେଳ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ହୃଦୟଥରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ  ।…

ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆମ ସରକାର ଏହାକୁ ଗ୍ରହଣ କରୁନାହାନ୍ତି-ରାହୁଲ ଗାନ୍ଧି

ଜୟପୁର:ଚୀନ ଯୁଦ୍ଧ ପାଇଁ ସଜବାଜ ହେଉଛି । ହେଲେ ଭାରତ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି  । ବେଜିଂ ଯୁଦ୍ଧ ପ୍ରସ୍ତୁତି କରୁଥିବାବେଳେ  ମୋଦି ପ୍ରଶାସନ ଶୋଇଛି ବୋଲି କହିଚନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି  । ସୀମାରେ ଭାରତ-ଚୀନ ସମ୍ପର୍କକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ…

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

ଭୋକ ବିକଳରେ ରୁଟି ମାଗିବାକୁ ଯାଇଥିଲେ, ହେଲେ ଗଣଦୁଷ୍କର୍ମର ଶିକାର

ସତାନା(ମଧ୍ୟପ୍ରଦେଶ): ଭୋକ ବିକଳରେ ରୁଟି ଖଣ୍ଡେ ମାଗିଥିଲା । ରୁଟି ତ ମିଳିଲା, ହେଲେ ପିଶାଚଙ୍କ ହାବୁଡରେ ପଡିଗଲା ନିରୀହ ଝିଅଟି । ଗଣବଳାତ୍କାରର ଶିକାର ହେଲା । କେତେ ନୃଶଂସତାର କଥା ସତରେ ! ମାନବିକତା ପ୍ରତି କେତେ ବଡ ଅପମାନ  ! ଏମିତି ଏକ ହୃଦୟଥରା ଘଟଣା ସମ୍ନାକୁ ଆସିଛି ମଧ୍ୟପ୍ରଦେଶର…

ଏନ ନମ୍ବର ଧନୀ ତାଲିକାରୁ ଖସିଲେ ଏଲନ ମସ୍କ

ୱାଶିଂଟନ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ଏବେ ଟୁଇଟର ବା ମୋଟାକୁ ନେଇ ନୁହେଁ, ଏବେ ତାଙ୍କ ସମ୍ପତ୍ତିକୁ ନେଇ । ଗରିବ ହେଉଛନ୍ତି ଏଲନ ମସ୍କ । ହ୍ରାସ ପାଉଛି ତାଙ୍କର ସମ୍ପତ୍ତିର ମୂଲ୍ୟ । ଟେସଲା କମ୍ପାନୀର ମାଲକ ଏଲନ ମସ୍କ ଏବେ  ଆଉ ଦେଶର ୧ନଂ ଧନୀ ନୁହନ୍ତି। ହ୍ରାସ ପାଉଛି ତାଙ୍କର…

‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ…

ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୬ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା…

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।…