Latest Odisha News

BREAKING NEWS

Browsing Category

Video

[ଭିଡ଼ିଓ]ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ କଲେ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ । ୨୦୨୨କୁ ସ୍ୱାଗତ କରି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ। ଏକ କାଡବୋର୍ଡ ଜରିଆରେ କିଛି ରଙ୍ଗ , ଗ୍ଲିଟର ଆଉ କିଛି ଫୁଲ ନେଇ ଏକ ସୁନ୍ଦର ଚିତ୍ର କଳା କରିଛନ୍ତି ପ୍ରିୟଙ୍କା। ପ୍ରଭୁ ଜଗନ୍ନାଥଙ୍କର ସୁନ୍ଦର…

[ଭିଡ଼ିଓ] ‘ହାପି ବାର୍ଥ ଡେ’ ଗୋବିନ୍ଦା

ଭୁବନେଶ୍ୱର: ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ବଲିଉଡର ଛୋଟେ ମିଆଁ ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ତାଙ୍କ ଅଭିନୟ ଆଜିବି ଲୋକଙ୍କ ମନରେ ରାଜ କରୁଛି । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି ।…

[ଭିଡିଓ] ରାଜରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ବାଲେଶ୍ୱର: ଦେଖୁଦେଖୁ ଲୋକଙ୍କ ଆଖି ଆଗରେ ହୁତହୁତ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ଟ୍ରକଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବସତଃ ବର୍ତ୍ତି ଯାଛନ୍ତି ଡ୍ରାଇଭର ଓ ହେଲପର । ୬୦ ନମ୍ବର ଜାତୀୟରାଜପଥରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଖବର…

[ଭିଡ଼ିଓ] ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ନେଇ କାନ୍ଦିଲେ ଛାତ୍ରଛାତ୍ରୀ: ଭିଡ଼ିଓ ଭାଇରାଲ

ନବରଙ୍ଗପୁର :ସ୍କୁଲ ଛାଡିବେ ପ୍ରଧାନ ଶିକ୍ଷକ। ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ବଦଳି ଅର୍ଡର ମିଳିବା ପରେ ବଦଳିଯାଇଥିିଲା ସ୍କୁଲ ପରିବେଶ । ଛାତ୍ରଛାତ୍ରୀଙ୍କ ଗହଣରେ ମିଳିଥିଲା ଅନେକ କ୍ଷୋଭ । ସମସ୍ତଙ୍କ ଆଖିରେ ଲୁହ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଡାବୁଗାଁର ବେଦନା…

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ…

[ଭିଡ଼ିଓ] ଆ କା ମା ବୈ…ଉତ୍କଳୀୟ ପରମ୍ପରା କାର୍ତ୍ତିକ ପୁର୍ଣ୍ଣିମା

ଭୁବନେଶ୍ୱର: ଆ କା ମା ବୈ... ପାନ ଗୁଆ ଥୋଇ... ପାନ ଗୁଆ ତୋର ମାସିକ ଧରମ ମୋର. . .ଆଜି ହେଉଛି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୁର୍ଣ୍ଣିମା । ବିଭିନ୍ନ ସ୍ଥ।।ନରେ ସାଧବପୁଅଙ୍କୁ ସ୍ମରଣ କରି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ । ଏନେଇ ଜଳାଶୟ ଗୁଡିକରେ ଲାଗିଥିଲା ଗହଳି । ରାଜଧାନୀ…

ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ପୁରୀ : ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ । ପୁରୀରେ ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ।  ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା ।  ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ସେହିଭଳି…

ସ୍ମାର୍ଟ ମିରର, ଛାତ୍ରଙ୍କ ନୂଆ ଆବିଷ୍କାର

କଟକ : ଆଇନା ଆଗରେ ଠିଆ ହୋଇ ଆଇନାକୁ ନିର୍ଦ୍ଦେଶ ଦେଲେ ସବୁ ଖବର ମିଳିବ। ଏପରିକି ଫ୍ୟାନ୍,ଏୟାର୍ କଣ୍ଡିସନର୍ ଫ୍ୟାନ୍ ବଲବ ଜଳି ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରିବ।  ଏହାସହ ଆଉ କେତେ କଣ ମାନିଯିବ ଏହି ଆଇନା...ଏପରି ଏକ ସ୍ମାର୍ଟ ମିରରର ନୂତନ ଭାବେ ଆବିଷ୍କାର କରିଛନ୍ତି କଟକ ଭୁବନାନନ୍ଦ…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି । କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ…

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ ।  ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି ।   ଧଳା ରଙ୍ଗର ସେବତୀ,…